Browsing Tag

balangir news

ଜଷ୍ଟିସ ସଂଜୟ ମିଶ୍ରଙ୍କ ମାତୃବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଂଜୟ ମିଶ୍ରଙ୍କ ମାଆ ତଥା ସୁନାମଧନ୍ୟ ଆଇନଜୀବୀ ମାର୍କଣ୍ଡ ମିଶ୍ରଙ୍କ ଧର୍ମପତ୍ନୀ ଜ୍ୟୋତିର୍ମୟୀ ମିଶ୍ରଙ୍କ ବିୟୋଗ ହୋଇଯାଇଛି । କିଛି ବର୍ଷ ହେଲା ସେ ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥ ରହିଥିଲେ । ଶନିବାର
Read More...

ଉଚ୍ଚ ଶିକ୍ଷା ବିଭାଗର ରେଜିଓନାଲ ଡାଇରେକ୍ଟର ଡ. ପ୍ରଭାବତୀ ଗୁରୁଙ୍କୁ ଭେଟିଲେ ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ କୁମାର ନନ୍ଦ ଉଚ୍ଚ ଶିକ୍ଷା ବିଭାଗର ରେଜିଓନାଲ ଡାଇରେକ୍ଟର ଡ. ପ୍ରଭାବତୀ ଗୁରୁଙ୍କୁ ଭେଟି ବଲାଙ୍ଗିର ଜିଲ୍ଲାରେ ଥିବା ସରକାରୀ କଲେଜ ଏବଂ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର +୩ରେ ନୂତନ ବିଭାଗ ଯଥା ସାଇକୋଲୋଜି,
Read More...

ଜେଏସ୍‌ଏମ୍‌ କଲେଜର ବିଦାୟକାଳୀନ ଉତ୍ସବ ସମାରୋହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମାରୱାଡ଼ି ସେବା ସଦନଠାରେ ଜେଏସ୍‌ଏମ୍‌ କଲେଜରେ +୨, +୩ କମର୍ସରେ ଅଧ୍ୟୟନ କରି କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀମାନଙ୍କ ବିଦାୟକାଳୀନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ବିଦାୟକାଳୀନ ଉତ୍ସବର ମୁଖ୍ୟ ଅତିଥି ଡ଼.ପ୍ରଭାସ ସିଂ,
Read More...

ଡକାୟତି ଯୋଜନା ପଣ୍ଡ କଲା ବଲାଙ୍ଗିର ପୋଲିସ : ୧୦ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡକାୟତି କରିବାକୁ ଯୋଜନା କରୁଥିଲେ । କାବୁ କରିନେଲା ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ଡ଼ିପିଓ ତୋଫାନ ବାଗ । ସୂଚନା ଅନୁସାରେ ଗତକାଲି ରାତିରେ ବଲାଙ୍ଗିର ସହରର ପାଟଣାଛକ ସପ୍‌ନା ଲଜ୍‌ ନିକଟସ୍ଥ ଉପହାର କଂପ୍ଲେକ୍ସ ପରିସରରେ କିଛି
Read More...

ବେଆଇନ କଫ୍‌ ସିରପ୍‌ ବିକ୍ରି ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ୍‌ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଆଇନ କଫ୍‌ ସିରପ୍‌ ବିକ୍ରି ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ବଲାଙ୍ଗିର ହାଟପଦାପଡ଼ାରୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ ପୋଲିସ । ଏସ୍‌ଡ଼ିପିଓ ତୋଫାନ୍‌ ବାଗ ଏ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି । ଅଭିଯୁକ୍ତମାନଙ୍କ ଠାରୁ ୪୮ ବୋତଲ ଜେନେରକ୍ସ ସିଡ଼ି କଫ୍‌
Read More...

ତେଜସ୍ଵିନୀ ପ୍ରତିଭା ସମ୍ମାନ -୨୦୨୩ ଅନୁଷ୍ଠିତ

ବଲାଙ୍ଗିର (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ ସଂଗଠନ ତେଜସ୍ଵିନୀର ଦ୍ଵିତୀୟ ବାର୍ଷିକ ଉତ୍ସବ ତଥା ତେଜସ୍ଵିନୀ ପ୍ରତିଭା ସମ୍ମାନ-୨୦୨୩ ଶନିବାର ଅପରାହ୍ନରେ ସ୍ଥାନୀୟ ସରୋଜିନୀ ରେସିଡେନ୍ସି କଲେଜ ଛକ୍, ବଲାଙ୍ଗିରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଶିଷ୍ଟ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳର ୯ ବର୍ଷ ପୂର୍ତ୍ତି ଅବସରରେ ମହା ଜନସମ୍ପର୍କ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳର ୯ ବର୍ଷ ପୂର୍ତ୍ତି ଅବସରରେ ମହା ଜନସମ୍ପର୍କ ଅଭିଯାନକୁ ସାର୍ଥକ କରିବା ପାଇଁ ବଲାଙ୍ଗିରଠାରେ ଶ୍ରୀମତୀ ପଙ୍କଜିନୀ ପଣ୍ଡାଙ୍କ ନେତୃତ୍ଵରେ ଏକ ଲାଭାର୍ଥୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

କୋଶଲୀ ସର୍ଟ ଫିଲ୍ମ “ବଏନା”ର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲର୍କିପାଲି ଆମପଡ଼ା ଗାଆଁରେ କାଇଁଚ ମିଡ଼ିଆର ପଞ୍ଚମ ଅବଦାନ କୋଶଲୀ ସର୍ଟ ଫିଲ୍ମ "ବଏନା"ର ଶୁଭାରମ୍ଭ ହୋଇଯାଇଛି । ତିନି ଦିନ ଧରି ଉକ୍ତ ଗାଆଁରେ ସୁଟିଂ ହୋଇ ଶେଷ ହେବାର ସ୍ଥିର କରାଯାଇଛି । ପଶ୍ଚିମ ଓଡ଼ିଶାର ବିଶେଷ କରି ବଲାଙ୍ଗିର ଜିଲ୍ଲାର ଅନେକ
Read More...

କେନେ ହଜିଗଲା ମୌସୁମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଦେ ଆଏବା, ଇହାଦେ ଆଏବା, ଆର୍‌ ଘଡେକେ ଆଏବା, ଆର୍‌ ଛନେକେ ଆଏବା…… ଟାକି ଟାକି ଅଥା । କାହିିଁର୍‌ କଥା, ଅଷାଢ୍‌ ମାସେ ତତଲା ତାୱା ଥି ଭାଜୁଛେ ରଟ୍‌ ଖରା । ଆଲ୍‌ମାଲ୍‌ ଦୁଇ ପହରିଆ ଭଁଟା କେ ବାହାରି ଦେଲେ ତାଲୁ ଫାଟି ଜିବାର୍‌ ମେତାନ୍‌ ଲାଗୁଛେ । ଜୁନ୍‌
Read More...

ତାଙ୍କ ଜମି ହଡ଼ପ କରାଯାଇଥିବା ଅଭିଯୋଗ କରିଛନ୍ତି ଜଣେ ବୃଦ୍ଧା

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାଙ୍କ ଜମି ହଡ଼ପ କରାଯାଇଥିବା ଅଭିଯୋଗ କରିଛନ୍ତି ଜଣେ ବୃଦ୍ଧା । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମର ବିନୋଦିନୀ ସାମଲ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏଭଳି ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ତାଙ୍କ
Read More...