Browsing Tag

balangir news

ଭାରତୀୟ ଶିକ୍ଷଣ ମଣ୍ଡଳର ଗୁରୁପୂଜନ ଉତ୍ସବ ପାଳନ

ବଲାଙ୍ଗିର, (ଦେବ।ଶିଷ ମିଶ୍ର) : ସ୍ଥାନୀୟ ଟାଉନ ବାଳିକ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଭାରତୀୟ ଶିକ୍ଷଣ ମଣ୍ଡଳର ଗୁରୁପୂଜନ ଉତ୍ସବ ପଶ୍ଚିମ ପ୍ରାନ୍ତ ଉପସଭାପତି ପ୍ରଫେସର୍‌ ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମଞ୍ଚାସୀନ ଅତିଥି ଗଣ ବେଦବ୍ୟାସ, ଭାରତମାତା ଓ
Read More...

ନିଖିଳନଗରରେ ନାବାଳିକା ଶେଷାଦ୍ରୀ ନାଗଙ୍କ ହତ୍ୟା ଘଟଣାର ଖୁଲାସା କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍‌ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସହରର ନିଖିଳନଗରରେ ନାବାଳିକା ଶେଷାଦ୍ରୀ ନାଗ(୧୫)ଙ୍କ ହତ୍ୟା ଘଟଣାର ଖୁଲାସା କରିଛି ବଲାଙ୍ଗିର ପୋଲିସ । ବଲାଙ୍ଗିର ଏସ୍‌ଡ଼ିପିଓ ତୋଫାନ ବାଗ ଘଟଣାର ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି ।
Read More...

ଟ୍ରାଫିକ ପୋଲିସଙ୍କ ମହାନତା, ଗୁରୁତର ସ୍କୁଟି ଚାଳକଙ୍କୁ ପହଞ୍ଚାଇଲେ ଡାକ୍ତରଖାନା

ବଲାଙ୍ଗିର ସହରର ପାଟଣା ଛକରେ ସ୍କୁଟିକୁ ଧକ୍କା ଦେଇ ବୋଲେରୋ ଫେରାର୍‌ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ପାଟଣା ଛକରେ ପୂର୍ବାହ୍ନ ୯ଟା ସମୟରେ ଏକ ସ୍କୁଟିକୁ ଧକ୍କା ଦେଇ ଏକ ବୋଲେରୋ ଫେରାର୍‌ ମାରିଥିବା ବେଳେ ସ୍କୁଟି ଚାଳକ ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରେ ପଡ଼ି
Read More...

ବଲାଙ୍ଗିରର ପାଟଣା ଛକରେ କାର୍‌କୁ ଧକ୍କା ଦେଲା ଟ୍ରକ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ପାଟଣା ଛକରେ ଏକ କାର୍‌କୁ ଏକ ଟ୍ରକ୍‌ ଧକ୍କା ଦେଇଥିବା ବେଳେ ଏଥିରେ କାହାରି କିଛି କ୍ଷତି ଘଟିନଥିବା ସୂଚନା ରହିଛି । ସୂଚନା ଅନୁସାରେ ରିଷିଡାର ସଂଗ୍ରାମ କେଶରୀ ନାଏକ (ଓଡି୦୩ଏମ୍‌ ୦୦୭୪) ନମ୍ବର ବିଶିଷ୍ଟ ଏକ ହୁଣ୍ଡାଇ କମ୍ପାନୀର
Read More...

ସିଭିଲ କୋର୍ଟ କର୍ମଚାରୀଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସିଭିଲକୋର୍ଟ ପରିସର ସ୍ଥିତ ସମ୍ମିଳନୀ କକ୍ଷରେ ମୁରିବାହାଲ କୋର୍ଟରେ କାର୍ଯ୍ୟରତ ପ୍ରେସେସ୍‌ ସର୍ଭର ବିଶ୍ୱନାଥ ପରିଡାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଉଭୟ କୋର୍ଟର କର୍ମଚାରୀ ଓ ବିଚାରପତି ତଥା ଆଇନଜୀବୀମାନଙ୍କର ମିଳିତ ଆନୁକୂଲ୍ୟରେ
Read More...

ଧରାପଡ଼ିଲେ ଶେଷାଦ୍ରୀଙ୍କ ହତ୍ୟାକାରୀ, ସିନ୍‌ ରିକ୍ରିଏସନ୍‌ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଥାରେ ଅଛି, ଅପରାଧ ଲୁଚେଇ ହୁଏନି କି ଲୁଚେନି । ଯେମିତି ହେଲେ ଦୃଶ୍ୟମାନ୍‌ ହୁଏ ଲୋକଙ୍କ ଆଖିରେ । ଏହି କ୍ରମରେ ଶେଷାଦ୍ରୀଙ୍କ ହତ୍ୟାକାରୀ ଏବେ ପୋଲିସ ପନ୍‌ଝାରେ । ଅପରାଧୀଙ୍କୁ ନେଇ ସିନ୍‌ ରିକ୍ରିଏସନ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏହି ବିଭତ୍ସ
Read More...

‘ଆମ ପୋଖରୀ’ ଯୋଜନା ଅନ୍ତର୍ଭୁକ୍ତ ଆଜି ପୁଣି ଚାରୋଟି ବନ୍ଧର ଡ୍ରୋନ୍ ସର୍ଭେ କାର୍ଯ୍ୟ ଆରମ୍ଭ କଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଆମ ପୋଖରୀ’ ଯୋଜନାରେ ବଲାଙ୍ଗିର ସହରର ବିଭିନ୍ନ ପୋଖରୀର ନବୀକରଣ ପାଇଁ ନରସିଂହ ବନ୍ଧ, କରଗା କଣ୍ଟା, ବେହେରାପାଲି ବନ୍ଧ ଓ ବିଷ୍ଣୁମୁଣ୍ଡା ବନ୍ଧ ଠାରେ ଏହାର ଡ୍ରୋନ୍ ସର୍ଭେ କାମର ଶୁଭାରମ୍ଭ ହୋଇଛି ।
Read More...

ଅଷ୍ଟମ ପି.ସି. ରଥ ମେମୋରିଏଲ୍‌ ଇଂଟରନେସେନାଲ୍‌ ୱେବ୍‌ କାର୍ଟୁନ୍‌ କଂଟେଷ୍ଟ-୨୦୨୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରାକ୍‌ ସ୍ୱାଧୀନତା କାଳର ସୁନାମଧନ୍ୟ ପ୍ରତ୍ନତତ୍ୱବିତ୍‌ ତଥା ପୂର୍ବତନ ପାଟଣା ଷ୍ଟେଟର ସୁପରିନ୍‌ଟେନ୍‌ଡେଣ୍ଟ ଅଫ୍‌ ଆର୍କିଓଲୋଜି ସ୍ୱର୍ଗତ ପୂର୍ଣଚନ୍ଦ୍ର ରଥଙ୍କ ସ୍ମୃତିରେ ଆୟୋଜିତ ଅଷ୍ଟମ ପି.ସି. ରଥ ମେମୋରିଏଲ୍‌ ଇଂଟରନେସେନାଲ୍‌ ୱେବ୍‌ କାର୍ଟୁନ୍‌
Read More...

ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟଠାରେ ଅଧ୍ୟକ୍ଷ ସଞ୍ଜିବ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବନ ମହୋତ୍ସବ ପାଳିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଏହି ଅବସରରେ
Read More...

ପାଟଣାଗଡ଼ ଉପଖଣ୍ଡ ଅଧୀନସ୍ଥ ଘସିଏନ୍‌ ଗ୍ରାମ ପଞ୍ଚାୟତକୁ ବ୍ଲକ୍ ଘୋଷଣା କରିବା ଦାବୀରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଘସିଏନ୍‌ ଗ୍ରାମ ପଞ୍ଚାୟତକୁ ବ୍ଲକ୍ ଘୋଷଣା କରିବା ଦାବୀରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଘସିଏନ୍‌ ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ସେମାନେ କହିଛନ୍ତି ଯେ, ଘସିଏନ୍‌ ଠୁ ପାଟଣାଗଡ଼ ପାଖାପାଖି
Read More...