Browsing Tag

balangir news

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ସଦାଇପାଲିରୁ ସମ୍ବଲପୁର ରୋଡ୍‌କୁ ଲାଗିଥିବା ବାଏପାସ୍‌ ରାସ୍ତାରେ ଜଣେ ଯୁବକଙ୍କୁ ମରାଣାନ୍ତକ ଆକ୍ରମଣ କରାଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି ଭୀମ ଭୋଇ ମେଡ଼ିକାଲ୍‌ କଲେଜ ହସ୍‌ପିଟିଲାରେ ଭର୍ତ୍ତି କରିଥିବା
Read More...

ପୃଥ୍ବୀରାଜ ହାଇସ୍କୁଲ ଇଣ୍ଡୋର ଷ୍ଟେଡିୟମଠାରେ ରାଜ୍ୟ ସିନିୟର ବେଡ଼ମିଣ୍ଟନ ପ୍ରତିଯୋଗିତା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପୃଥ୍ବୀରାଜ ହାଇସ୍କୁଲ ଇଣ୍ଡୋର ଷ୍ଟେଡିୟମଠାରେ ରାଜ୍ୟ ସିନିୟର ବେଡ଼ମିଣ୍ଟନ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ସମାରୋହରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଅତିଥି ଭାବେ ଯୋଗ ଦେଇ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା
Read More...

‘ଅକ୍ଷରା’ ପୁରସ୍କାର ବିତରଣ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମମତା (ଏଚ୍‌ଆଇଏମ୍‌ସି), ପ୍ରୋଜେକ୍ଟ ଜାଗୃତି ସଇଁନ୍ତଲା ବଲାଙ୍ଗିରର ଅନୁକୁଲ୍ୟରେ ଅକ୍ଷରା ପୁରସ୍କାର ବିତରଣ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ଯେ କିଶୋରୀ ଝିଅମାନେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ନିଜର ପାଠପଢା ଜାରି ରଖିବେ
Read More...

ଲୋକକଳା ଉତ୍ସବ ଆୟୋଜିତ କରିବ ଦୁଲଦୁଲି କଳା ପରିଷଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ସେପ୍ଟେମ୍ବର ୨୨,୨୩ ଓ ୨୪ ତିନି ଦିନ ଧରି ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଦୁଲଦୁଲି କଳା ପରିଷଦ ତରଫରୁ କୋଶଳ କଳାମଣ୍ଡଳ ପଡିଆରେ ଲୋକକଳା ଉତ୍ସବ ଆୟୋଜନ କରିବା ନେଇ ପରିଷଦର ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ ଓ ସଂପାଦକ ବାସୁଦେବ ସା
Read More...

ସେଞ୍ଚୁରିୟନ କ୍ୟାମ୍ପସରେ ମୁକ୍ତା ଚାଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେଞ୍ଚୁରିୟନ କ୍ୟାମ୍ପସରେ ମୁକ୍ତା ଚାଷ କରାଯାଉଛି । ଦୀର୍ଘ ୬ମାସର ପରିଚାଳନା ଓ ଯତ୍ନ ପରେ ଗତକାଲି ଏହାର ଅମଳ ସରିଛି । ପ୍ରଥମ ପର୍ଯ୍ୟାୟରେ ଉନ୍ନତ ମାନର ମୁକ୍ତା ମିଳିଛି । ବିଶ୍ୱ ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ହୋଇଥିବା ଏହି
Read More...

ବଲାଙ୍ଗିର ସଦର ଥାନାରେ ସାମ୍ବାଦିକ ସମ୍ମିଳନୀ କରି ରଜତ ହତ୍ୟାକାଣ୍ଡର ବଡ଼ ଖୁଲାସା କଲେ ଏସ୍‌ପି : ୬ ଜଣ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରଜତ ହତ୍ୟାକାଣ୍ଡର ଖୁଲାସା କରିଛନ୍ତି ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ । ଦିଆଯାଇଥିବା ସୂଚନା ଅନୁସାରେ ଗତ ୨୪ ତାରିଖ ଦିନ ସଂଧ୍ୟାରେ ଅଏଁଲାଚୁଆଁ ନିବାସୀ ରଜତ ନିଖୋଜ ହେବା ପରେ
Read More...

ବଲାଙ୍ଗିର ସହରର ନିଖିଳନଗରରେ ନାବାଳିକାଙ୍କୁ ହତ୍ୟା, ଘଟଣା ସ୍ଥଳରେ ଟାଉନ ପୋଲିସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ୨୧ ନଂ ୱାର୍ଡ ଅନ୍ତର୍ଗତ ତଥା ବଲାଙ୍ଗିର ସେଣ୍ଟ୍ରାଲ୍‌ ସ୍କୁଲ ପଛପାଖରେ ରହିଥିବା ନିଖିଳନଗରରେ ଜଣେ ନାବାଳିକାଙ୍କ ରକ୍ତ ଯୁଡୁବୁଡୁ ମୃତ ଦେହ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି । ମୃତ ନାବାଳିକା ଜଣକ ଶେଷାଦ୍ରୀ ନାଗ(୧୫) ବୋଲି ଜଣାପଡିଛି
Read More...

୪ ଦଫା ଦାବୀ ନେଇ ୬୬୨ ବର୍ଗର କଲେଜ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୦୦୮ ଜିଓ ତଥା ୨୦୦୯ ଜିଓ ଅନୁଯାୟୀ ଦରମା ପ୍ରାପ୍ତ ୬୬୨ ବର୍ଗର କଲେଜ ଓ ୪୮୮ ବର୍ଗର କଲେଜ ଶିକ୍ଷକ କର୍ମଚାରୀଙ୍କୁ ସମାନ କାମକୁ ସମାନ ଦରମା ପ୍ରଦାନ କରିବାକୁ, ଅବସର ନେଇଥିବା ଓ ଅବସର ନେବାକୁ ଥିବା ସମସ୍ତ ଶିକ୍ଷକ କର୍ମଚାରୀଙ୍କୁ ଅବସରକାଳୀନ ରାଶି ଓ
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଂପାଦକଙ୍କ ନାମରେ ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତା, ବ୍ଲକ ସଭାପତି ଏବଂ ଆଦିବାସୀମାନେ ଅଭିଯୋଗ କରିଛନ୍ତି ଯେ, ନିରଞ୍ଜନ ବିଶି ସଂପାଦକ ଆଦିବାସୀ କଲ୍ୟାଣ ସଂଘ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ପ୍ରକ୍ରିୟାରେ କାର୍ଯ୍ୟ କରୁଛନ୍ତି । ସଂଘ ୨୦୦୭ରେ ପଞ୍ଜିକୃତ
Read More...

ଯୁବ ପ୍ରତାପୀ ସେନାର ସଭାପତି ୫୦ଜଣ ସଦସ୍ୟଙ୍କୁ ନେଇ ବିଜେପିରେ ଯୋଗ ଦେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ବଲାଙ୍ଗିର ସାର୍କିଟ ହାଉସ୍‌ରେ ସାଂସଦ ଶ୍ରୀମତୀ ସଂଗୀତା କୁମାର ସିଂହଦେଓଙ୍କ ଉପସ୍ଥିତିରେ ଯୁବ ପ୍ରତାପୀ ସେନାର ସଭାପତି ସାରାଂଶ ସାହୁଙ୍କ ନେତୃତ୍ୱରେ ୫୦ଜଣ ସଦସ୍ୟ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦାନ କରିଥିବା
Read More...