Browsing Tag

balangir news

୧୪ରୁ ବଲାଙ୍ଗିରରେ ରାଜ୍ୟ ସିନିଅର ବ୍ୟାଡମିଣ୍ଟନ ର‍୍ୟାଙ୍କିଂ ପ୍ରତିଯୋଗିତା

ସାରା ରଜ୍ୟରୁ ଭାଗନେବେ ୧୩୦ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ଖେଳାଳି୧୪ରେ ଉଦ୍‌ଘାଟନ, ୧୬ରେ ଉଦ୍‌ଯାପନୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଜୁଲାଇ ୧୪ ତାରିଖରୁ ବଲାଙ୍ଗିର ସ୍ଥିତ ପିଆର୍‌ ହାଇସ୍କୁଲ ଇନ୍‌ଡୋର୍‌ ବ୍ୟାଡମିଣ୍ଟନ ଷ୍ଟାଡିଅମ୍‌ରେ ଓଡିଶା ସିନିଅର ବ୍ୟାଡମିଣ୍ଟନ
Read More...

ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନରେ କାର୍ଯ୍ୟରତ ସ୍ୱୟଂ ସହାୟକ ଦଳର ମହିଳାମାନଙ୍କୁ ନେଇ ଦକ୍ଷତା ବିକାଶ ତାଲିମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ତରଫରୁ ସ୍ଥାନୀୟ ସାମ୍ବାଦିକ ଭବନଠାରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନରେ କାର୍ଯ୍ୟରତ ସ୍ୱୟଂ ସହାୟକ ଦଳର ମହିଳାମାନଙ୍କୁ ନେଇ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସହର ବିକାଶ ବିଭାଗର ଯୁଗ୍ମ
Read More...

ଅଗଷ୍ଟ ମାସ ପାଇଁ ଜିଲ୍ଲା ପ୍ରଶାସନର ଜନ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗଷ୍ଟ ମାସ ପାଇଁ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି । ସୂଚନା ଅନୁସାରେ ଅଗଷ୍ଟ ୦୭ ତାରିଖ ସୋମବାର ଦିନ ସକାଳ ଘ ୧୦.୩୦ ମି ସମୟରେ ଜିଲ୍ଲା ମୁଖ୍ୟାଳୟଠାରେ ଅନୁଷ୍ଠିତ ହେବ । ସେହିପରି ୧୪ ତାରିଖ ସୋମବାର ଦିନ ସକାଳ ଘ ୧୦.୩୦
Read More...

ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ଜବାହାର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହୋଇଛି । ସେମାନେ ଅନଲାଇନରେ www.navodaya.gov.inରେ ଅଗଷ୍ଟ ମାସ ୧୦ ତାରିଖ ମଧ୍ୟରେ ଆବେଦନ କରିବାକୁ ନବୋଦୟ ବିଦ୍ୟାଳୟ ସମିତି
Read More...

ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର ଗାନ୍ଧୀନଗରପଡା ଆକ୍ସିସ ବ୍ୟାଙ୍କ ନିକଟରୁ ଗତରାତିରେ ଜଣେ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରିଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ଅସହାୟ ବୃଦ୍ଧ ଜଣକ ଗତ ଦୁଇଦିନ ତଳେ ପ୍ରବଳ ବର୍ଷା ହେବା ଯୋଗୁଁ କେଉଁ ଆଡୁ ଆସି ଗାନ୍ଧୀନଗରପଡା ଆକ୍ସିସ୍‌ ବ୍ୟାଙ୍କ ନିକଟରେ ଥିବା ଏକ ଅସ୍ଥାୟୀ
Read More...

ବଲାଙ୍ଗିର ସହରର ରାଜୀବନଗରରେ ବେଆଇନ ରନ୍ଧା ମଦ କାରବାରରେ ଜଣଙ୍କୁ ଗିରଫ କଲା ଟାଉନ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ରାଜୀବନଗରର ଏକ ଘରେ ଚଢାଉ କରି ଟାଉନ ପୁଲିସ ମଦ ଜବତ କରିଛି । ଏହି ଘଟଣା ରେ ଜଣେ ଯୁବକକୁ ଗିରଫ କରାଯାଇଛି । ଗିରଫ ଯୁବକ ଜଣକ ହେଲା ଗୌର ସାହୁ । ସୂଚନା ଅନୁସାରେ ଗୌର ବେଆଇନ ଭାବରେ ମଦ ବିକ୍ରି କରୁଥିବା ନେଇ ଟାଉନ ପୁଲିସ ଖବର ପାଇଥିଲା ।
Read More...

ରେଳ ଉପଭୋକ୍ତା ସଂଘ ତରଫରୁ ରେଳ ଷ୍ଟେସନ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରେଳ ଉପଭୋକ୍ତ ସଂଘର ସଭାପତି ତଥା ଜେଡ୍‌ଆରୟୁସିସି ସଭ୍ୟ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ୍‌ କାଲି ହଠାତ୍‌ ରେଳ ଷ୍ଟେସନକୁ ଯାଇ ପ୍ରତ୍ୟକ୍ଷ ଭାବରେ ଯାତ୍ରୀମାନଙ୍କ ସମସ୍ୟା ବୁଝିଥିଲେ । ୯୨ ବର୍ଷ ହେଉଥିବା ରେଳ ଷ୍ଟେସନରେ
Read More...

ସମସ୍ତ ଅଭିଯୋଗକାରୀଙ୍କୁ ବ୍ୟକ୍ତିଗତ ଭାବେ ଡାକି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନ ୧୧ଟା ସମୟରେ ବଲାଙ୍ଗିର ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଖୁଜେନପାଲି ଫୁଟବଲ ପଡ଼ିଆ ପାଖରେ ହେବାକୁ ଥିବା ଦେଶୀ ମଦ ଭାଟିକୁ ବିରୋଧ କରି ଲିଖିତ ଅଭିଯୋଗ ହୋଇଥିଲା । ତେଣୁ ଜିଲ୍ଲାପାଳ ସମସ୍ତ ଅଭିଯୋଗକାରୀଙ୍କୁ ବ୍ୟକ୍ତିଗତ ଭାବେ ଡାକି ଅଭିଯୋଗ ଶୁଣିଛନ୍ତି
Read More...

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନାଗରିକ କମିଟିର ବୈଠକ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଶେଷତଃ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପାନୀୟ ଜଳ ସମସ୍ୟା ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା କାରଣ ପଡାର ଜନସାଧାରଣ ପାଇଁ
Read More...

ବରପାଲିପଡ଼ାର ଏକ ଦୋକାନରୁ ଚୋରି କରି ଦୋକାନ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣା : ଅଭିଯୁକ୍ତଙ୍କୁ ଗିରଫ କରି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ବରପାଲିପଡ଼ାର ଜଣେ ଦୋକାନରୁ ଚୋରି କରି ଦୋକାନ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ଟାଉନ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚଲାଣ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଚିମିନିଭାଟିପଡାର ପପୁ
Read More...