Browsing Tag

balangir news

ବଲାଙ୍ଗିର ଜିଲ୍ଲା କୈବର୍ତ ସମାଜର ସାଧାରଣ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କୈବର୍ତ ସମାଜର ଉନ୍ନତିକରଣ, ସୁଦୃଢିକରଣ ଓ ଶୃଙ୍ଖଳିତ କରି ଗଢି ତୋଳିବା ପାଇଁ ସ୍ଥାନୀୟ ଯାଦବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ଅଶ୍ୱିନୀ ବାସେଳୀ ସମଲେଶ୍ୱରୀଙ୍କୁ ପୂଜା ଅର୍ଚ୍ଚନା କରି ସଭା
Read More...

ପୌରାଞ୍ଚଳ ଯାଦବ ମହାସଭାର ନୂତନ କର୍ମକର୍ତ୍ତା ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ବୈଠକରେ ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେହେତୁ ପୌରାଞ୍ଚଳର କାର୍ୟ୍ୟକାଳ ପାଞ୍ଚ ବର୍ଷ ପୂରଣ ହୋଇ ଗଲାଣି ତେଣୁ ନୂତନ କର୍ମକର୍ତ୍ତା ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଅଛି । ଏଣୁ ଆଗାମୀ ଦିନରେ ତାରିଖ ଧାର୍ଯ୍ୟ କରି
Read More...

ପ୍ରତାପସାଗର ବନ୍ଧର ପୁନଃ ଉଦ୍ଧାର ଦାବୀରେ କ୍ରିୟାନୁଷ୍ଠାନ କମିଟିର ଜଳସତ୍ୟାଗ୍ରହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତାପସାଗର ବନ୍ଧର ପୁନଃ ଉଦ୍ଧାର ଦାବୀରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜଳସତ୍ୟାଗ୍ରହ କରାଯାଇଛି । କମିଟି ପକ୍ଷରୁ କୁହାଯାଇଛି ଯେ, ପ୍ରତାପସାଗର ବନ୍ଧ ଆଜି ସହରର କାଦୁଅ କୁଣ୍ଡରେ ପରିଣତ ହୋଇଛି । ବନ୍ଧର ପଙ୍କ ଉଦ୍ଧାର କରି ସଫେଇ କରିବା ପରିବର୍ତ୍ତେ
Read More...

ପୃଥ୍ୱୀରାଜ ହାଇସ୍କୁଲରେ ଛାତ୍ରବୃତ୍ତି ପ୍ରଦାନ ସଭା

ଶୃଙ୍ଖଳା ମଣିଷକୁ ଉନ୍ନତି ପଥରେ ନେଇଥାଏ ବଲାଙ୍ଗୀର, (କେପିଏନଏସ୍‌) : ବଲାଙ୍ଗିର ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଶତବାର୍ଷିକୀ ଟ୍ରଷ୍ଟ ପକ୍ଷରୁ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଛାତ୍ରବୃତ୍ତି ପ୍ରଦାନ ସଭା ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟ ସଭାପତି ଚିତ୍ତରଞ୍ଜନ ଦାଶଙ୍କ ସଭାପତିତ୍ୱରେ
Read More...

ବଲାଙ୍ଗିର ସହରର ଆମ ପୋଖରୀ ଯୋଜନା ଅନ୍ତର୍ଗତ ବନ୍ଧଗୁଡ଼ିକର ଡ୍ରୋନ୍‌ ସର୍ଭେର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ପୋଖରୀ ଯୋଜନାରେ ଏବେ ଚମକିବ ବଲାଙ୍ଗିର ସହରର ସବୁ ବନ୍ଧ । ଏହି ଯୋଜନାରେ ପ୍ରତ୍ୟେକ ବନ୍ଧର ପୁନଃ ଉଦ୍ଧାର କାର୍ଯ୍ୟ କରାଯିବା ସହ ବନ୍ଧର ସୌନ୍ଦର୍ଯ୍ୟକରଣ କରାଯିବ । ଆଜି ଅପରାହ୍ନରେ ସହରର ଗେଟ୍‌ସରୋବର୍‌ ବନ୍ଧ ଆଡ଼ିରେ ଡ୍ରୋନ୍‌ ସର୍ଭେର ଶୁଭାରମ୍ଭ
Read More...

ଗୁଡ଼ଭେଲା ବ୍ଲକ ଅଫିସରେ ପ୍ରଶାସନର ଜନ ଅଭିଯୋଗ ଶୁଣାଣି

ବଲାଙ୍ଗିର, (କେପିଏନଏସ୍‌) : ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ଗୁଡ଼ଭେଲା ବ୍ଲକ କାର୍ଯ୍ୟାଳୟଠାରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା
Read More...

ରଜତଙ୍କ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ନେଲା ବଲାଙ୍ଗିର ଜିଲ୍ଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରଜତଙ୍କ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ନେଉ ବଲାଙ୍ଗିର ଜିଲ୍ଲା ପୋଲିସ ବୋଲି ଦାବୀ କରି ମୃତ ରଜତଙ୍କ ପରିବାର ଲୋକେ ତଥା ଗ୍ରାମବାସୀ ଆଜି ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବଲାଙ୍ଗିର ସହର ନିକଟସ୍ଥ ଖୁଜେନପାଲି ପାଖରୁ ଜଣେ ଯୁବକଙ୍କ ମୃତଦେହ
Read More...

ଚିନ୍‌ଚେଡ଼୍‌ ପଞ୍ଚାୟତ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲା ଗୁଡେଭେଲ୍ଲା ବ୍ଲକ ଅନ୍ତର୍ଗତ ଚିନ୍‌ଚେଡ଼୍‌ ପଞ୍ଚାୟତ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଆଜି ପାଠ ପଢାଇଛନ୍ତି ଜିଲ୍ଲାପାଳ ଚଂଚଳ ରାଣା । ଜିଲ୍ଲାପାଳ ଶ୍ରୀ ରାଣା ଏହି ସ୍କୁଲକୁ ପରିଦର୍ଶନ କରି ସ୍କୁଲର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ସହ ବିଭିନ୍ନ
Read More...

ଗତ ବିଳମ୍ବିତ ରାତିର ବର୍ଷାରେ ବଲାଙ୍ଗିର ମ୍ୟୁନିସିପାଲିଟିକୁ ପଶିଲା ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବିଲମ୍ୱିତ ରାତିରେ ବଲାଙ୍ଗିର ସହରରେ ବର୍ଷା ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଭିତରକୁ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି । ମ୍ୟୁନିସିପାଲିଟି ଭିତରେ ଥିବା ଚେୟାର, ଟେବୁଲ୍ ସବୁ ପାଣିରେ ଭାସୁଥିବା ଦେଖିବାକୁ ମିଳୁଛି । ତେବେ ସହରର
Read More...

ଯୁବ କଳାକାର ମେଧାବୃତ୍ତି ପାଇଲେ ସାଗର, ସୁଶ୍ରୀତା ଓ ପଙ୍କଜିନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସିସିଆର୍‌ଟି ତରଫରୁ ପ୍ରତିବର୍ଷ ଯୁବ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମେଧାବୃତ୍ତି ପ୍ରଦାନ କରାଯାଇଥାଏ । ୨୦୨୦-୨୧ବର୍ଷ ପାଇଁ ଇତିମଧ୍ୟରେ ଏହି ମେଧାବୃତ୍ତି ଘୋଷଣା କରାଯାଇଛି । ଉକ୍ତ ବର୍ଷ ସକାଶେ ଲୋକ ନାଟକରେ
Read More...