Browsing Tag

balangir news

ବଲାଙ୍ଗିର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଳକ ଶିକ୍ଷକ ସଂଘ ତରଫରୁ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ କୁମୁଦିନୀ ମିଶ୍ରଙ୍କୁ ବ୍ଲକ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ଧରୁଆ, ଶ୍ୟାମବନ୍ଧୁ ମେଣ୍ଡଲି ଏବଂ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଜୟଦେବ ସେଠ୍‌ଙ୍କ
Read More...

କରଙ୍ଗାକଟା ବନ୍ଧ ପୁନଃଉଦ୍ଧାର ଦାବୀରେ ଜଳ ସତ୍ୟାଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମଧ୍ୟ ଭାଗରେ ରହିଥିବା ଐତିହ୍ୟ ସଂପନ୍ନ କରଙ୍ଗାକଟା ବନ୍ଧର ପୁନଃଉଦ୍ଧାର ଦାବୀରେ ଆଜି ପୌରାଂଚଳର ୭, ୮, ୧୧ ଓ ୧୨ ନମ୍ବର ୱାର୍ଡର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ସହରରେ
Read More...

ଅଗ୍ନିବୀର ଯବାନଙ୍କୁ ପୂର୍ବତନ ସୈନିକ ସଂଘ ତରଫରୁ ବଲାଙ୍ଗିର ରେଳ ଷ୍ଟେସନଠାରେ ଭବ୍ୟ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଅଗ୍ନିବୀର ଯୋଜନାରେ ସାମିଲ ହୋଇଥିବା ବଲାଙ୍ଗିର ମାଟିର ୮ ଜଣ ଭାରତ ମାତାର ସୁଯୋଗ୍ୟ ସନ୍ତାନ ତାଙ୍କର ପ୍ରଶିକ୍ଷଣ ସାରି ଗୋଟିଏ ମାସ ଛୁଟିରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଖବର ପ୍ରସାରିତ ହେବା ପରେ ପୂର୍ବତନ ସୈନିକ ସଂଘର ସଂପାଦକ ପ୍ରତାପ
Read More...

‘ଓଏଏସ୍‌ଏମ୍‌ଇ ଆୱାର୍ଡ-୨୦୨୩’ ପାଇବେ ଦେବଶ୍ରୀ ଟେଡର୍ସର ସତ୍ୱାଧିକାରିଣୀ ଶ୍ରୀମତୀ ଶୋଭନା ଗିରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଏଏସ୍‌ଏମ୍‌ଇ ଆୱାର୍ଡ-୨୦୨୩ ପାଇବେ ଦେବଶ୍ରୀ ଟେଡର୍ସର ସତ୍ୱାଧିକାରିଣୀ ଶ୍ରୀମତୀ ଶୋଭନା ଗିରି । ଓଡ଼ିଶା ଆସେମ୍‌ଲି ଅଫ୍‌ ସ୍ମଲ୍‌ ଏଣ୍ଡ ଏଣ୍ଟର୍‌ପ୍ରାଇଜେସ୍‌ ପକ୍ଷରୁ ଏହା ଘୋଷଣା କରାଯାଇଛି । ଆସନ୍ତା ଅଗଷ୍ଟ ୧୨ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଜୟଦେବ
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନରସିଂହ ମନ୍ଦିରଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ସାଧାରଣ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିବା
Read More...

ଜିଲ୍ଲା ଛାତ୍ର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଗଣତନ୍ତ୍ରର ସୁରକ୍ଷା ପାଇଁ ଛାତ୍ର ସମାଜ ଲଢେଇ ଜାରି ରଖିବ୫-ଟି ସଚିବଙ୍କ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଅତି ନିନ୍ଦନୀୟ : ଛାତ୍ର କଂଗ୍ରେସଛାତ୍ରମାନଙ୍କ ଉପରେ ପୁଲିସର ଦମନଲୀଳାକୁ ଛାତ୍ର କଂଗ୍ରେସର ନନ୍ଦା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ଭାରତ ବର୍ଷ ହେଉଛି ସର୍ବ ବୃହତ
Read More...

ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବଲାଙ୍ଗିରବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହୀଦ ସୁଧୀର କୁମାର ତ୍ରିପାଠୀଙ୍କ ପାର୍ଥିବ ଶରୀର ବଲାଙ୍ଗିର ପହଞ୍ଚିବା ପରେ ପୂର୍ବତନ ସୈନିକ ସଂଘର ସଦସ୍ୟମାନେ ତାଙ୍କ ଲାଲ୍‌ଟିକ୍ରା ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୂର୍ବ ସୈନିକମାନଙ୍କ ଶୋଭାଯାତ୍ରାରେ ସହୀଦଙ୍କ ପାର୍ଥିବ
Read More...

ବଲାଙ୍ଗିର ଗସ୍ତର ଦ୍ଵିତୀୟ ଦିନରେ ୫-ଟି ସଚିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ବଲାଙ୍ଗିର ଗସ୍ତରେ ଆସିଥିବା ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଗସ୍ତର ଆଜି ଦ୍ଵିତୀୟ ଦିନ ଥିଲା । ୫-ଟି ସଚିବ ସକାଳୁ ବଲାଙ୍ଗିରର ସମଲେଇ ମନ୍ଦିରରେ ପୂଜା କରି ଦିନ ଆରମ୍ଭ କରିଥିଲେ । ଏହା ପରେ ମନ୍ଦିର
Read More...

ସହିଦ ଧରମସିଂମାଝୀ ମାନଧାତାଙ୍କ ସ୍ମୃତି ସୁରକ୍ଷା ପାଇଁ ୫ଟି ସଚିବଙ୍କୁ ଭେଟିଲେ ସ୍ମୃତି କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇ ସହିଦ ହୋଇଥିବା ଆଟଗାଁ ଜମିଦାର ସହିଦ ଧରମସିଂମାଝୀ ମାନଧାତାଙ୍କ ସ୍ମୃତି ରକ୍ଷା କରିବାକୁ ଆଟଗାଁ ମହଲର ପୁନଃଉଦ୍ଧାର, ପୁଡାପାଠ ମନ୍ଦିରର ରୂପାନ୍ତରିକରଣ କରିବା ଦାବୀ ହୋଇଆସୁଛି । ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀର
Read More...

ଇଷ୍ଟଜୋନ୍‌ ଚମ୍ପିଆନସିପ୍‌ ପାଇଁ ଓଡିଶା ଦଳ ଚୟନ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପି. ଆର. ହାଇସ୍କୁଲ ଇନ୍‌ଡୋର ବ୍ୟାଡମିଣ୍ଟନ୍‌ ଷ୍ଟାଡିୟମଠାରେ ଇଷ୍ଟଜୋନ୍‌ ଚମ୍ପିଆନସିପ୍‌ ପାଇଁ ଓଡିଶା ଦଳ ଚୟନ ଶିବିର ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରର ଉଦ୍‌ଘାଟନ କରିଥିଲେ ।
Read More...