Browsing Tag

balangir news

ବିଶ୍ୱ ଆଦିବାସୀ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୌରାଞ୍ଚଳରେ ବସବାସ କରୁଥିବା ସମସ୍ତ ଆଦିବାସୀ ପରିବାର ୨୯ତମ ବିଶ୍ୱ ଆଦିବାସୀ ଦିବସ ସ୍ଥାନୀୟ ଟାଉନ ହଲଠାରେ ପାଳିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଆଦିବାସୀ କଳା ସଂସ୍କୃତି ପରମ୍ପରା ବିଷୟରେ
Read More...

କ୍ରାନ୍ତୀ ଦିବସ ଅବସରରେ ଶ୍ରମିକଙ୍କ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଡାକରାରେ ବଲାଙ୍ଗିରରେ ମଧ୍ୟ ଏଆଇଟିୟୁସି ନେତୃତ୍ୱରେ କ୍ରାନ୍ତୀ ଦିବସ ପାଳନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣନୀତି ବିରୁଦ୍ଧରେ ହଜାର ହଜାର ଶ୍ରମିକ କୋସଳ କଳାମଣ୍ଡପଠାରୁ ଏଆଇଟିୟୁସି ଜିଲ୍ଲା
Read More...

ଇଷ୍ଟଜୋନ୍‌ ଚମ୍ପିଆନସିପ୍‌ ପାଇଁ ଓଡିଶା ଦଳ ଚୟନ ସରିଲା

ବଲାଙ୍ଗିରରୁ କଲିକତା ଅଭିମୁଖେ କଲେ ଯାତ୍ରା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପି.ଆର. ହାଇସ୍କୁଲ ଇନ୍‌ଡୋର ବ୍ୟାଡମିଣ୍ଟନ୍‌ ଷ୍ଟାଡିୟମଠାରେ ଇଷ୍ଟଜୋନ୍‌ ଚମ୍ପିଆନସିପ୍‌ ପାଇଁ ଓଡିଶା ଦଳ ଚୟନ ଶିବିର ଉଦ୍‌ଯାପିତ ହୋଇଛି । ଏହି ଶିବିରରେ ୧୯ ବର୍ଷରୁ କମ୍‌ ବାଳକ ଓ ବାଳିକା ଏବଂ ବରିଷ୍ଠ
Read More...

ସାମ୍ବିଧାନିକ ହକ୍‌ ନେଇ ଓବିସି ମଂଚର ଗଣଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ଛାଡ ଆନ୍ଦୋଳନ ଦିବସ ଉପଲକ୍ଷେ ଓଡିଶା ଓବିସି ମଂଚ ଡାକରାରେ ଆଜି ଜିଲ୍ଲା ଓବିସି ମଂଚ ବଲାଙ୍ଗିର ତରଫରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଓବିସି ମଂଚର ସାମ୍ବିଧାନିକ ହକ୍‌ ନେଇ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ମଂଚର ଉପସଭାପତି କିଶୋର
Read More...

ସେପ୍ଟେମ୍ବର ୯ରେ ବଲାଙ୍ଗିରର ସମସ୍ତ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ସେପ୍ଟେମ୍ବର ୯ ତାରିଖ ଶନିବାର ଦିନ ବଲାଙ୍ଗିରର ବଲାଙ୍ଗିର, ପାଟଣାଗଡ଼, ଟିଟିଲାଗଡ, କଣ୍ଟାବାଞ୍ଜି, ଲୋଇସିଂହା, ସଇଁତଳା, ମୁରିବାହଲ ଓ ବୋଙ୍ଗୋମୁଣ୍ଡାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ପ୍ରକାର ବିଚାରାଧୀନ ମକୋଦ୍ଦମା ଯଥା
Read More...

ଏଡସ୍‌ ନିରାକରଣ ସଚେତନତା ମାରାଥନ

ବଲାଙ୍ଗିର : ଏଡସ୍‌ ନିରାକରଣ ସକାଶେ ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ମାରାଥନ ଦୌଡ ଅୟୋଜନ କରିବ ବୋଲି ସୂଚନା ମିଳିଛି । ଯୁବବର୍ଗଙ୍କୁ ସଚେତନ କରାଇବାକୁ ଆସନ୍ତା ଅଗଷ୍ଟ ୧୧ ତାରିଖ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସ୍ଥିତ ଗାନ୍ଧୀ ଷ୍ଟାଡିୟମରୁ ଏହି ଦୌଡ ଆରମ୍ଭ ହୋଇ ଶାନ୍ତିପଡା ଛକ, ଲିଟଲ
Read More...

ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଲେ ଆୟୁର୍ବେଦିକ ଡାକ୍ତର ସୁଶାନ୍ତ କୁମାର ଚାନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସତେ ଯେପରି ବଲାଙ୍ଗିର ସହରକୁ ଦୁର୍ଘଟଣାର ପିଛା ଛାଡୁନାହିଁ । ଦୁର୍ଘଟଣାର ନୃଶଂସ ପଂଝା ସାଉଁଟି ଚାଲିଛି ନିରୀହ ଜୀବନ । ପୁଣି ଅସମୟରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି ଆୟୁର୍ବେଦିକ ଡାକ୍ତର ସୁଶାନ୍ତ କୁମାର ଚାନ୍ଦ । ବଲାଙ୍ଗିର ସହରର ଜଣାଶୁଣା
Read More...

ପଡୋଶୀଙ୍କ ଲୁହା ରଡ଼ ଆକ୍ରମଣରେ ମହିଳା ଗୁରୁତର, ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଉନ ଥାନା ଅନ୍ତର୍ଗତ ଡେମ ପଡ଼ାର ଉତ୍କଳ ନଗରରେ ଜଣେ ମହିଳାଙ୍କୁ ତାଙ୍କ ପଡୋଶୀ ଲୁହା ରଡ଼ରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମହିଳା ଜଣକ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ମହିଳା ଜଣକ ଡେମପଡ଼ା ସ୍ଥିତ ଉତ୍କଳ
Read More...

ୱାର୍ଡ ନଂ.୩ ଓ ୪ରେ ରାସ୍ତା, ଡ୍ରେନ ଅବ୍ୟବସ୍ଥା : ସମାଧାନ ପାଇଁ ନରସିଂହଙ୍କ ପରିଦର୍ଶନ

ରାସ୍ତା ଓ ଡ୍ରେନ ବ୍ୟବସ୍ଥିତ କରିବାରେ ପୌର ପରିଷଦ କରୁଛି ଅବହେଳା : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ.୩ ଓ ୪ର ବିଭିନ୍ନ ରାସ୍ତା ଓ ଡ୍ରେନରେ ଥିବା ଅବ୍ୟବସ୍ଥାକୁ ନେଇ ପୌର ଅଧିକାରୀଙ୍କୁ
Read More...

ମଣିପୁରରେ ମହିଳାଙ୍କ ଉପରେ ହେଉଥିବା ଅକଥନୀୟ ଅମାନବୀୟ ଅତ୍ୟାଚାର ପ୍ରତିବାଦରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିପୁରରେ ମହିଳାଙ୍କ ଉପରେ ହେଉଥିବା ଅକଥନୀୟ ଅମାନବୀୟ ଅତ୍ୟାଚାର ପ୍ରତିବାଦରେ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଛି ଜ୍ଞାନଜ୍ୟୋତି ସାବିତ୍ରୀ ଫୁଲେ ମହାସଂଘ । ମହାସଂଘର ସଦସ୍ୟାମାନେ ବିଭିନ୍ନ ସ୍ଲୋଗାନ ସହ ଏକ ବିଶାଳ ରାଲିରେ
Read More...