Browsing Tag

balangir news

ଆତ ଗୋରୁକୁ ଉଦ୍ଧାର କଲେ ସମାଜସେବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୬ ନଂ ଜାତୀୟ ରାଜପଥ ବଲାଙ୍ଗିର-ଟିଟିଲାଗଡ ରାସ୍ତାରେ ହୋଟେଲ୍ ମେନେଜ୍‌ମେଣ୍ଟ ପାଖରେ ଗୋଟିଏ ଗୋରୁ କୌଣସି ଅଜଣା ଗାଡି ଧକ୍କାରେ ଦୀର୍ଘ ଦୁଇ ତିନି ଦିନ ହେବ ଲହୁଲୁହାଣ ଅବସ୍ଥାରେ ପଡି ରହିଥିବାର ଦେଖିବାକୁ ମିଳିଥିଲା । ସମାଜସେବୀ ଅଜୟ କୁମାର ନାଗ,
Read More...

ଠକ ହାବୁଡ଼ରେ ଏସ୍‌ଏଚ୍‌ଜି ଗ୍ରୁପ୍‌, ଥାନାରେ ମାମଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଠକ ହାବୁଡ଼ରେ ଏସ୍‌ଏଚ୍‌ଜି ଗ୍ରୁପ୍‌, ଥାନାରେ ମାମଲା । ଏଭଳି ଏକ ଘଟଣା ଘଟିଛି ପୁଇଁତଲା ଥାନା ଅନ୍ତର୍ଗତ ଖଇରମାଲ ଗାଁରେ । ଅଭିଯୋଗ ଅନୁସାରେ ଖଇରମାଲ ଗାଁରେ ୧୦ ଜଣ ମହିଳାଙ୍କୁ ନେଇ ଏକ ଏସ୍‌ଏଚ୍‌ଜି ଗ୍ରୁପ୍‌ ଗଠିତ ହୋଇଥିବା ବେଳେ ବୈଦେହୀ ବରିହା(୩୫) ସେହି
Read More...

ଦୀର୍ଘ ୧୪ ଦିନ ହେଲା ଗାଁରେ ନାହିଁ ବିଜୁଳି : ରାସ୍ତା ଅବରୋଧ କରି ଅସନ୍ତୋଷ ପ୍ରକାଶ କଲେ ଗ୍ରାମବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୧୪ ଦିନ ହେଲା ଗାଁରେ ବିଜୁଳି ନାହିଁ, ରାସ୍ତା ଅବରୋଧ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଏପରିକି ଦାବୀ ପୂରଣ ନହେଲେ ରାସ୍ତାରୋକ ହଟିବି ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି ଗ୍ରାମବାସୀ । ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ
Read More...

ଅଭିଭାବକ ମଂଚ ପକ୍ଷରୁ ‘ମୋ ସ୍କୁଲ, ମୋ ଗଛ’ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲଗୋଦାମପଡ଼ା ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ମଂଚ ତରଫରୁ ‘ମୋ ସ୍କୁଲ, ମୋ ଗଛ’ କାର୍ଯ୍ୟକ୍ରମ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଅଭିନନ୍ଦନ ସାହିତ୍ୟ ପରିଷଦର ସଂପାଦକ ନୀଳକଣ୍ଠ ମିଶ୍ର ପ୍ରଥମେ ବିଦ୍ୟାଳୟ
Read More...

ଭାରତୀୟ ଜନତା ପାର୍ଟି ପକ୍ଷରୁ ଭୋଟର ସଚେତନତା ମହାଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭାରତୀୟ ଜନତା ପାର୍ଟି ବଲାଙ୍ଗିର ବିଧାନସଭା ମଣ୍ଡଳୀର ସଂଯୋଜକ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ସହରର ଭଗବତୀ ମଣ୍ଡପଠାରେ ଭୋଟର ସଚେତନତା ମହାଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା
Read More...

ଡୁଚେନ୍ ମାଂସପେଶୀ ଡିଷ୍ଟ୍ରୋଫି ବ୍ୟାଧିର ୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କକ୍ଷରେ ଡୁଚେନ୍ ମାଂସପେଶୀ ଡିଷ୍ଟ୍ରୋଫି (ଡିଏମ୍‌ଡି) ବ୍ୟାଧିର ୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଲ ରାଣା । ଅର୍ଚିତ
Read More...

ସେପ୍ଟେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେପ୍ଟେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି । ସେହି ଅନୁସାରେ ସେପ୍ଟେମ୍ବର ମାସ ୦୪ ତାରିଖ ସୋମବାର ସକାଳ ଘ ୧୦.୩୦ ମି ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ
Read More...

୧୧ ଦଫା ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଲା ବଲାଙ୍ଗିର ଜିଲ୍ଲା ସରପଞ୍ଚ ମହାସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୧ ଦଫା ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛି ବଲାଙ୍ଗିର ଜିଲ୍ଲା ସରପଞ୍ଚ ମହାସଂଘ । ଦାବୀ ପୂରଣ ନ ହେଲେ ଆଗକୁ ଘନଘୋର ଆନ୍ଦୋଳନ ଚେତାବନୀ ଦେଇଛି ମହାସଂଘ । ଆଜି ବଲାଙ୍ଗିର ଜିଲ୍ଲାର ଗ୍ରାମ ପଞ୍ଚାୟତଗୁଡ଼ିକର ସରପଞ୍ଚମାନେ ଏକଜୁଟ୍‌ ହୋଇ ବଲାଙ୍ଗିର ଜିଲ୍ଲାପାଳଙ୍କ
Read More...

ଲିମ୍‌ ଗଛୁ ଧାର୍‌ ଧାର୍‌ ବୁହୁଛେ ଗୁରସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲିମ୍‌ ଗଛୁ ଧାର୍‌ ଧାର୍‌ ବୁହୁଛେ ଗୁରସ୍‌ । ଏନ୍‌ତା କାବା କରିଦେଲା ମେତାନ୍‌ ଗୁଟେ ଦୁରୁଶ୍‌ ଦେଖ୍‌ବାର୍‌ କେ ମିଲିଛେ ବଲାଙ୍ଗିର ସଦର୍‌ ବ୍ଲକ୍‌ ନେ ଥିବାର୍‌ ମାୟାବର୍‌ହା ଗାଁ ନେ । ଶରାବନ୍‌ ମାସ୍‌ କେ ମହାଦେବ୍‌ ବାବାଙ୍କର୍‌ ମାସ୍‌ ବଲି ଲୋକଙ୍କର୍‌
Read More...

ସୁଶ୍ରୀ ଆଇଟିଆଇଠାରେ ବିଶ୍ୱ ଉଦ୍ୟୋଗିତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲିଠାରେ ଅବସ୍ଥିତ ସୁଶ୍ରୀ ଆଇଟିସିଠାରେ ସ୍ୱାବଲମ୍ବୀ ଭାରତ ଅଭିଯାନ ଓ ରାମଜୀ ଯୁବକ ସଂଘ, ସଦାଇପାଲିର ମିଳିତ ଆନୁକୂଲ୍ୟରେ ତଥା ସୁଶ୍ରୀ ଶିକ୍ଷା ଅନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ରଙ୍କ ଆବାହକତ୍ୱରେ ବିଶ୍ୱ ଉଦ୍ୟୋଗିତା ଦିବସ ପାଳିତ
Read More...