Browsing Tag

balangir news

ଜିଲ୍ଲା ପ୍ରଶାସନର ତୁରେକେଲା ବ୍ଲକରେ ଜନଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗଷ୍ଟ ମାସ ପାଇଁ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ସୂଚୀ ଅନୁସାରେ ଆଜି ତୁରେକେଲା ବ୍ଲକ ଅଫିସରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଫିସରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେଟ ଚଞ୍ଚଲ ରାଣା, ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରି, ଜିଲ୍ଲା
Read More...

ରାସ୍ତା କଡ଼ରୁ ଜବର୍‌ ଦଖଲ୍‌ ହଟାଇଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମୁଖ୍ୟ ରାସ୍ତା କଡ଼ରୁ ଜବର୍‌ ଦଖଲ୍‌ ହଟେଇବା ଆରମ୍ଭ କରିଛି ଆଜି ପ୍ରଶାସନ । ଆଜି ପୂର୍ବାହ୍ନରେ ବଲାଙ୍ଗିର କଚେରୀ ଛକରୁ ପାଟଣାଗଡ଼ ପଟକୁ ଯାଇଥିବା ମୁଖ୍ୟ ରାସ୍ତା କଡ଼ର ଉଠା ଦୋକାନ ସବୁ ରାସ୍ତା ଉପରକୁ ମାଡ଼ି ଆସିଥିବା ବେଳେ ଏହାକୁ ହଟାଇବା
Read More...

ଉଦ୍‌ଘାଟିତ ହେଲା ଏସ୍‌ଏଚ୍‌ଜି ମା’ମାନଙ୍କ ପାଇଁ ସ୍ୱତନ୍ତ୍ର ରାକ୍ଷୀ ଷ୍ଟଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଉଦ୍‌ଘାଟିତ ହୋଇଯାଇଛି ଏସ୍‌ଏଚ୍‌ଜି ମା’ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ରାକ୍ଷୀ ଷ୍ଟଲ୍‌ । ଏହାକୁ ଉଦ୍‌ଘାଟନ କରିଛନ୍ତି ଡିଆଇସିଓ ଓର୍‌ମାସ୍‌ ଅର୍ଦ୍ଧେନ୍ଦୁ ପାଲ୍‌ । ବଲାଙ୍ଗିର ସହରର ଚିଲ୍‌ଡ୍ରେନ୍‌ ପାର୍କ ପାଖରେ ଏସ୍‌ଏଚ୍‌ଜି ମା’ମାନଙ୍କ ବ୍ୟବସାୟରେ
Read More...

ଚୋରକୁ ଧରି କୋର୍ଟ ଚାଲାଣ କଲା ବଲାଙ୍ଗିର ଟାଉନ ଥାନା ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସମ୍ବଲପୁର ରୋଡ଼ ସ୍ଥିତ ପଟେଲ ନର୍ସିଂହୋମ୍‌ ନିକଟ ଏକ ଗ୍ୟାରେଜ୍‌ରୁ ବିଭିନ୍ନ ପ୍ରକାରର ସାମଗ୍ରୀ ଚୋରି ହୋଇଥିବା ନେଇ ବଲାଙ୍ଗିର ଟାଉନ ଥାନାରେ କିଛି ଦିନ ତଳେ ଅଭିଯୋଗ କରିଥିଲେ ଦୋକାନ ମାଲିକ । ଅଭିଯୋଗକୁ ଭିତ୍ତି କରି ବଲାଙ୍ଗିର ଟାଉନ
Read More...

ବଲାଙ୍ଗିର ଶାନ୍ତିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଶୋଚନୀୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାହିଁ ନଥିବା ସମସ୍ୟା ଦେଖିବାକୁ ମିଳିଛି । ୧୯୭୨ ମସିହାରୁ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢ଼ୁଥିବା ବେଳେ ସମୁଦାୟ ୮୫ ଜଣ ଛାତ୍ରଛାତ୍ରୀ ଏବେ ଏଠାରେ
Read More...

ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ

ବିଜ୍ଞାନ ମନୁଷ୍ୟ ଜାତି ପାଇଁ ଆଶୀର୍ବାଦ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଲେଜ ଛକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁସାରେ ଦକ୍ଷିଣ-ପଶ୍ଚିମ ସମ୍ଭାଗର ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ ହୋଇଯାଇଛି । ସମ୍ଭାଗ ସଭାପତି ବେଲାର ସିଂ
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମ୍ବାଦିକ ଭବନଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଆହ୍ୱାନ କ୍ରମେ ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇଙ୍କ ସଭାପତିତ୍ୱରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଏବଂ ସମ୍ମାନିତ
Read More...

ଅଖିଳ ଭାରତୀୟ ଅଘରିଆ ସମାଜ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଏବିଏଏସ୍‌ ଓଡ଼ିଶା ଟ୍ରଷ୍ଟ ନାମରେ ଜମି ଯୋଗାଇ ଦେବା ପାଇଁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଅଘରିଆ ସମାଜ ପକ୍ଷରୁ ବଲାଙ୍ଗିର କନ୍ଧପାଲିପଡ଼ା ଅଘରିଆ ସମାଜ କାର୍ଯ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମାଜ ପକ୍ଷରୁ କୁହାଯାଇଛି ଯେ, ଗତ ମେ' ମାସ ୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାରେ
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଇଚ୍ଛାପଡା ଆଦିବାସୀ ଭବନରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ପ୍ରତ୍ୟେକ ବ୍ଲକର ସଭାପତି, ପ୍ରତିନିଧି, କର୍ମକର୍ତ୍ତା ଭାଗ ନେଇ ଆଦିବାସୀଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଜଙ୍ଗଲ
Read More...

ଅଧିକାର ହାସଲ ପାଇଁ ବଲାଙ୍ଗିର ଆଦିବାସୀ କର୍ମଚାରୀ ସଂଘ ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗୋଁଣ୍ଡୱାନା ଭବାନଠାରେ ପୌରାଞ୍ଚଳ ଆଦିବାସୀ ସମାଜର ବରିଷ୍ଠ ସମାଜସେବୀ ଦଇତ ଧରୁଆଙ୍କ ସଭାପତିତ୍ୱରେ ଏକ ବୌଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପୌରାଞ୍ଚଳର ଆଦିବାସୀ ବୁଦ୍ଧିଜୀବୀ, ଶୁଭେଚ୍ଛୁ ବହୁ ସଂଖ୍ୟାରେ ଯୋଗ ଦେଇ ଆଦିବାସୀଙ୍କ ବିଭିନ୍ନ
Read More...