Browsing Tag

balangir news

ଚଙ୍ଗରିଆ ସରପଞ୍ଚଙ୍କୁ ଆକ୍ରମଣ କରିଥିବା ପିଡ଼ବ୍ଲ୍ୟୁଡି ଏସ୍‌ଡ଼ିଓଙ୍କୁ ପୁନଃ ଗିରଫ୍‌ କରି ଚାକିରୀରୁ ବହିଷ୍କାର କରିବା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଙ୍ଗରିଆ ସରପଞ୍ଚଙ୍କୁ ଆକ୍ରମଣ କରିଥିବା ପିଡ଼ବ୍ଲ୍ୟୁଡି ଏସ୍‌ଡ଼ିଓଙ୍କୁ ପୁନଃ ଗିରଫ୍‌ କରି ଚାକିରୀରୁ ବହିଷ୍କାର କରିବା ପାଇଁ ଦାବୀ କରିଛି ବଲାଙ୍ଗିର ସରପଞ୍ଚ ମହାସଂଘ । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଓ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କୁ ଭେଟି…
Read More...

ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ସହ ଅନ୍ୟ…
Read More...

ଗଇଁତଲାରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ : ନୀହାରଙ୍କ ପ୍ରାର୍ଥୀତ୍ୱ ଉପରେ ଦଳୀୟ କର୍ମୀଙ୍କ ମୋହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀର ପୁଇଁତଲା ବ୍ଲକର ଗଇଁତଲା ଖେଳ ପଡିଆରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସରେ ଏକ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପୁଇଁତଲା ବ୍ଲକ ବିଜେଡି ସଭାପତି ବିଷ୍ଣୁ ପଟେଲଙ୍କ ସଭାପତିତ୍ୱରେ…
Read More...

ମଠଖାଇ ମହୋବତ୍ସ ପାଇଁ ଶୁଭସ୍ତମ୍ଭ ସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁୟାରୀ ୭ ତାରିଖରୁ ଆରମ୍ଭ ହେବ ଜାତୀୟ ସ୍ତରର ମଠଖାଇ ମହୋତ୍ସବ ଏଥିପାଇଁ ସ୍ଥାନୀୟ କୋଶଳ କଳା ମଣ୍ଡଳରେ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ଆଜି ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ବଲାଙ୍ଗିର ମାଟିର ବିଶିଷ୍ଟ ନାଟ୍ୟକର୍ମୀ ସନାତନ ଠାକୁରଙ୍କ…
Read More...

ସୁଶୀଳ ଗୁରୁଙ୍କୁ ଏସ୍‌ଡିଓଙ୍କ ଆକ୍ରମଣର ପ୍ରତିବାଦରେ କେଆର୍‌ଏମ୍‌ଏମ୍‌ର ବିକ୍ଷୋଭ

ବଲାଙ୍ଗିର, ( କେପିଏନ୍‌ଏସ୍‌) : କୋସଲବାଦୀ ନେତା ତଥା ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘର ସଭାପତି ସୁଶୀଳ ଗୁରୁ ହରିଶଙ୍କର ପର୍ଯ୍ୟଟନସ୍ଥଳିରେ ହେଉଥିବା ନିମ୍ନମାନର କାମକୁ ପ୍ରତିବାଦ କରିବାରୁ କଣ୍ଟାବାଞ୍ଜି ପୂର୍ତ୍ତବିଭାଗର ଏସ୍‌ଡିଓ ସିଦ୍ଧାର୍ଥ ଦାସ ମାଡ ମାରିଛନ୍ତି । ଗତକାଲି ଏହି ଘଟଣାକୁ…
Read More...

ବଲାଙ୍ଗିର ବିଜେପି ଦଳ ପକ୍ଷରୁ “ବୀର ବାଲ ଦିବସ” ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଗୁରୁଦ୍ୱାର ପରିସର ମଧ୍ୟରେ ବଲାଙ୍ଗିର ବିଜେପିର ବରିଷ୍ଠ ନେତା ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ "ବୀର ବାଲ ଦିବସ" ପାଳିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ମୁଖ୍ୟ ଅତିଥି ଭାବେ…
Read More...

ବଲାଙ୍ଗିର ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ଗରିମାକୁ କ୍ଷୁର୍ଣ୍ଣ କଲା ଭଳି ଆଚରଣ ପ୍ରଦର୍ଶନ କରିଥିବା କାମିୟା ଯାନୀ ତଥା ତାଙ୍କୁ ପ୍ରୋତ୍ସାହିତ କରିଥିବା ସରକାରୀକଳର ମୁଖ୍ୟ ପାଣ୍ଡିଆନ୍ ଏବଂ ଶ୍ରୀମନ୍ଦିରର ପ୍ରଶାସକଙ୍କ…
Read More...

ଭାଇରାଲ ହେବାରେ ଲାଗିଛି ସରପଞ୍ଚଙ୍କୁ ପିଡବ୍ଲୁଡି ଏସ୍‌ଡିଓଙ୍କ ଆକ୍ରମଣ ଘଟଣାର ଭିଡିଓ : ଦୁହିିଁଙ୍କ ପକ୍ଷରୁ ମାମଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ପୀଠରେ ଚାଲିଥିବା ଉନ୍ନୟନ କାମ ନିମ୍ନମାନର ହେଉଥିବା ଦର୍ଶାଇ ସରପଞ୍ଚ ତଥା କୋଶଲମୁକ୍ତି ମୋର୍ଚ୍ଚା ସଦସ୍ୟ ସୁଶୀଳ ଗୁରୁ ସିଧାସଳଖ ପିଡବ୍ଲୁଡି ଏସ୍‌ଡିଓ ସିଦ୍ଧାର୍ଥ ଦାସଙ୍କୁ ଅଭିଯୋଗ କରିଥିଲେ ।…
Read More...

ସରପଞ୍ଚଙ୍କୁ ପିଡବ୍ଲୁଡି ଏସ୍‌ଡିଓଙ୍କ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ : ପ୍ରମୋଦ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରିଶଙ୍କରଠାରେ ଚାଲିଥିବା ଉନ୍ନୟନ କାମ ନିମ୍ନମାନର ହେଉଥିବା ଅଭିଯୋଗ କରି ଜଣେ ସରପଞ୍ଚ ତଥା କୋଶଲ ମୁକ୍ତି ମୋର୍ଚ୍ଚାର ଜଣେ ସଦସ୍ୟ ସୁଶୀଳ କୁମାର ଗୁରୁ କଣ୍ଟାବାଞ୍ଜି ଏସ୍‌ଡିଓ ସିଦ୍ଧାର୍ଥ ଦାସଙ୍କ ସହ ଯୁକ୍ତିତର୍କ ହେବା ବେଳେ ଏସ୍‌ଡିଓ ଶ୍ରୀ ଦାସ ସରପଞ୍ଚ…
Read More...

ବଲାଙ୍ଗିର ଜିଲ୍ଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ କାମିୟା ଯାନୀ ବିବାଦକୁ ନେଇ ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ କାମିୟା ଯାନୀ ବିବାଦକୁ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ କରାଯାଇଥିବା ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନଙ୍କ ପକ୍ଷରୁ କୁହାଯାଇଛି ଯେ, କାମିୟା…
Read More...