ପଶ୍ଚିମ ଓଡ଼ିଶାର ମହାନ୍ ପର୍ବ ନୂଆଁଖାଇ ନିମନ୍ତେ ବଲାଙ୍ଗିରବାସୀଙ୍କ ପାଇଁ ବାହାରିଲା ଲଗ୍ନ
ବଲାଙ୍ଗିର, (କେପିଏନ୍ଏସ୍) : ଆଗାମୀ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାର ମହାନ୍ ପର୍ବ ନୂଆଖାଇଁ ପଡ଼ୁଥିବା ବେଳେ ଆଜି ପରମ୍ପରା ଅନୁଯାୟୀ ବଲାଙ୍ଗିର ଶୈଳଶ୍ରୀ ପେଲେସ୍ରେ ଲଗ୍ନ ଘୋଷଣା କରିଛନ୍ତି ରାଜ ପୁରୋହିତ । ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ଦିନ ୧୦ଟା!-->…
Read More...
Read More...