Browsing Tag

balangir news

ଜାତୀୟ କ୍ରୀଡ଼ା ଦିବସ ରାଲିକୁ ଉଦ୍‌ଘାଟନ କଲେ ପୌର ଅଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ହକି ତାରକା ସ୍ୱର୍ଗତ ମେଜର୍‌ ଧ୍ୟାନ୍‌ ଚନ୍ଦଙ୍କ ଜନ୍ମ ଶତବାର୍ଷିକୀ ତଥା ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆଜି ସକାଳ ୭ଟା ସମୟରେ ବଲାଙ୍ଗିର ସହରର ଯୋଗର୍ସ ପାର୍କରୁ ଏକ ରାଲି ବାହରିଥିବା ବେଳେ ଏହାକୁ ଉଦ୍‌ଘାଟନ କରିଛନ୍ତି ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ
Read More...

ତମାଖୁ ସେବନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁଟୁମଡୋଲା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ତମାଖୁ ସେବନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଏଚ୍‌ସି ଚୁଡାପାଲି ଏନ୍‌ସିଡି କାଉନ୍‌ସେଲର୍‌ ଶ୍ରୀମତୀ ରୁଚିମନ୍ତା ନାୟକଙ୍କ ଦ୍ୱାରା
Read More...

ପ୍ରସିଦ୍ଧ ବ୍ୟାସ ଶାନ୍ତନୁ ତ୍ରିପାଠୀଙ୍କୁ ମିଳିଲା ରାଜ୍ୟସ୍ତରୀୟ ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଙ୍ଗୀତ ମୂର୍ଚ୍ଛନା ଓ ଓଡ଼ିଆ ସଂସ୍କୃତି କଳା ଏକାଡେମୀ କେନ୍ଦ୍ରାପଡ଼ା ପକ୍ଷରୁ ବଲାଙ୍ଗିର ଟାଉନ ହଲରେ ଆଯୋଜିତ ହୋଇଥିବା ରାଜ୍ୟସ୍ତରୀୟ ଓକା ଆଇଡଲ୍ ପ୍ରତିଭା ଅନ୍ୱେଷଣ ସମ୍ବର୍ଦ୍ଧନା ମହୋତ୍ସବ ୨୦୨୩ରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ତମିଆଁ ଗ୍ରାମର
Read More...

ବଲାଙ୍ଗିର ଏକ୍ସନ କମିଟିର ମିଟ୍‌ ୱିଥ୍‌ ଦ ସିନିୟର ସିଟିଜେନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେପିର ବରିଷ୍ଠ ନେତା ତଥା ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଏକ୍ସନ କମିଟିର ମିଟ୍‌ ୱିଥ୍‌ ଦ ସିନିୟର ସିଟିଜେନ କାର୍ଯ୍ୟକ୍ରମର ଏକ ବୈଠକ ଅମଲା ଭବନ, ବଲାଙ୍ଗିରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ
Read More...

ଛୋଟା ହାତି ଗାଡ଼ିରେ ଯାଉଥିବା ୪୫ ଟି ଶାଳ ସାଇଜକୁ ଦମକିପାଲି ଗ୍ରାମରେ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କଲା ବନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବନ ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ଦମକିପାଲି ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ଛୋଟା ହାତି ଗାଡ଼ି (ଓଡ଼ି ୦୩ୱାଇ ୨୫୭୮)କୁଜବତ କରିବା ସହ ଗାଡ଼ିରେ ଚାଲାଣ ହେଉଥିବା ୪୫ଟି ଶାଳ ସାଇଜକୁ ମଧ୍ୟ ଜବତ କରିଛି ବନ ବିଭାଗ । ଏହା ସହ ଏହି
Read More...

ବଲାଙ୍ଗିର ଜିଲ୍ଲା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

ଦିବ୍ୟମ୍‌ ଓ ସମ୍ପଦାଙ୍କୁ ତ୍ରିମୁକୁଟମନୋରଞ୍ଜନ ଭେଟେରାନ ସିଙ୍ଗଲ୍ସ ଓ ମାନସ, ଅମ୍ବିକା ଡବଲ୍ସ ବିଜେତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ଇନଡୋର ବ୍ୟାଡ଼ମିଣ୍ଟନ ଷ୍ଟାଡିୟମରେ ଚାଲିଥିବା ଜିଲ୍ଲା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି
Read More...

ହେଭେନ୍ ରାଇଟ୍ସର ପ୍ରଥମ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ହେଭେନ୍ ରାଇଟ୍ସ ସାହିତ୍ୟ ପରିବାରର ପ୍ରଥମ ସନ୍ଧ୍ୟାରେ ପ୍ରଥମ ସଭା ଗୁଗୁଲ ମିଟ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତସଭାରେ ମୁଖ୍ୟ ଅତିଥି ଭାବରେ ସାହିତ୍ୟିକ ତଥା ମାର୍ଗଦର୍ଶକ ଜିତେନ୍ଦ୍ର ଗିରି ଯୋଗ ଦେବା ସହ ଏହାର ସମ୍ପାଦିକା ସୁଶ୍ରୀ ଋତମ୍ଭରା ପତି ଏବଂ
Read More...

ନିଜ ଜନ୍ମ ଦିନରେ ବୃକ୍ଷରୋପଣ କଲେ ଟିଟିଲାଗଡ଼ ସହରର ସୁଚିସ୍ମିତା ଷଡ଼ଙ୍ଗୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନିଜ ଜନ୍ମଦିନରେ ତଥା ନିଜ ବଡ଼ ଭାଇ ସ୍ୱର୍ଗତ ରାଜେଶ ଗୋପାଲ ଷଡ଼ଙ୍ଗୀଙ୍କ ସ୍ମୃତି ବୃକ୍ଷରୋପଣ କରି ଚର୍ଚ୍ଚାରେ ଅଛନ୍ତି ଟିଟିଲାଗଡ଼ ସହରର ସୁଚିସ୍ମିତା ଷଡ଼ଙ୍ଗୀ । ସୁଚିସ୍ମିତା ଟିଟିଲାଗଡ଼ର ସହରର ବାସିନ୍ଦା ହୋଇଥିବା ବେଳେ ଟିଟିଲାଗଡ଼ ସହରର
Read More...

ଅସହାୟ ଅବସ୍ଥାରେ ପଡି ରହିଥିବା ବୃଦ୍ଧଙ୍କୁ ସହାୟ ହେଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ବୃଦ୍ଧ ବ୍ୟକ୍ତି ଅସହାୟ ଅବସ୍ଥାରେ ଗେଟସରୋବର ବନ୍ଧ ନିକଟରେ ପଡି ରହିଥିବାର ସୂଚନା ପାଇଥିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ସୂଚନା ପାଇ ସଂଗଠନର ସଦସ୍ୟମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପଚରାଉଚରା ପରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ
Read More...

ଅଜଣା ଗାଡି ଧକ୍କାରେ ବୃଦ୍ଧା ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସୁଦପଡା ହନୁମାନ ମନ୍ଦିର ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସୁଦପଡା ହନୁମାନ ମନ୍ଦିର ନିକଟରେ ରେଲୱେ ଓଭର୍ ବ୍ରିଜ୍‌କୁ ସଂଯୋଗ କରୁଥିବା
Read More...