Browsing Tag

balangir news

ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଉତ୍କଳ ନଗର ସ୍ଥିତ ଏସ୍‌ଏଚ୍‌ଜି ଗୃହଠାରେ ନାରୀ ଶକ୍ତି ସଂଗଠନ ବଲାଙ୍ଗିର ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ମାଗଣାରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି । ଅନେକଙ୍କର ପରୀକ୍ଷା ସମ୍ପର୍ଣ୍ଣ କରାଯାଇ ୧୫ଜଣଙ୍କ ମାଗଣାରେ
Read More...

ଯୁବତୀଙ୍କୁ ବ୍ଲାକ୍‌ମେଲ୍ କରିବା ପଡିଲା ମହଙ୍ଗା : ଯୁବକଙ୍କୁ ଗିରଫ କଲା ସାଇବର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହଙ୍ଗା ପଡ଼ିଲା ଯୁବତୀଙ୍କୁ ବ୍ଲାକମେଲ କରିବା । ବ୍ଲାକମେଲର୍‌କୁ ଗିରଫ କରି କୋର୍ଟ ଚାଲାଣ କଲା ବଲାଙ୍ଗିର ସାଇବର ପୁଲିସ । ଗତ ଗୁରୁବାର ରାତିରେ ଜଣେ ଯୁବତୀଙ୍କୁ କେହି ଜଣେ ଅଜଣା ବ୍ୟକ୍ତି ହ୍ୱାର୍ଟସ୍‌ଆପରେ ଭିଡିଓ କଲ୍ ଓ ଅଡିଓ କଲ୍ କରି ଅସଭ୍ୟ ମେସେଜ
Read More...

୫ମ ବଲାଙ୍ଗିର ମ୍ୟୁନିସିପାଲିଟିସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଜ୍ଞାନ ମିଶନ୍‌ ଆନୁକୂଲ୍ୟରେ ସରକାରୀ ମହିଳା ମହାବିଦ୍ୟାଳୟଠାରେ ୫ମ ବଲାଙ୍ଗିର ମ୍ୟୁନିସିପାଲିଟିସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ପାଇଁ ଶ୍ରୀମଦ୍‌ ଭଗବତ ଗୀତାର ତୃତୀୟ
Read More...

କୁଲତା ସମାଜର ଜିଲ୍ଲାସ୍ତରୀୟ ସାଙ୍ଗଠନିକ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ହର୍ଡାଟାଲଠାରେ କୁଲତା ସମାଜର ଜିଲ୍ଲାସ୍ତରୀୟ ସାଙ୍ଗଠନିକ ସଭା କୁଲତା ସମାଜ, ହର୍ଡାଟାଲ କେନ୍ଦ୍ରର ଜିଲ୍ଲା ସଭାପତି ବେଲାର ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ରାମଚଣ୍ଡି ପୀଠ, ହର୍ଡାଟାଲ କେନ୍ଦ୍ରର ସଭାଗୃହରେ
Read More...

ଟ୍ରକ ଉପରକୁ ଚଢିଗଲା ସ୍କୁଟି : ୨ ମୃତ, ୨ ଗୁରୁତର

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଲହୁଣିପଡାରେ ଆଜି ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇ ହସ୍‌ପିଟାଲରେ ଚିକିତ୍ସାଧିନ ଥିବା ଜଣାପଡିଛି ।
Read More...

ରାଜ୍ୟ ମହିଳା ଉଷୁ ଲିଗ ପାଇଁ ୧୪ ଜଣ ଖେଳାଳୀ ମୋନନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ଧରି ଝାରସୁଗୁଡା ବେଲପାହାଡ ସ୍ଥିତ ଜୁବୁଲି ହଲଠାରେ ଖେଲୋ ଇଣ୍ଡିଆ ରାଜ୍ୟ ମହିଳା ଉଷୁ ଲିଗ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ୨୫୦ରୁ ୩୦୦ ଖେଳାଳୀ ଯୋଗଦେବେ । ପ୍ରତିଯୋଗିତାରେ ଯୋଗଦେବା ପାଇଁ ବଲାଙ୍ଗିର
Read More...

ରାସ୍ତା ବନ୍ଦ କଲା ରେଳ ବିଭାଗ : ମାଲଗୋଦାମପଡା ବାସିନ୍ଦାଙ୍କ ପ୍ରତିବାଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହରର ୧୭ ନଂ ୱାର୍ଡ ଅନ୍ତର୍ଗତ ମାଲଗୋଦାମପଡା ବାସିନ୍ଦା ରେଳଷ୍ଟେସନ ଦେଇ ଯାଉଥିବା ରାସ୍ତାକୁ ଯାତାୟାତ ପାଇଁ ବ୍ୟବହାର କରୁଥିଲେ । ଆଜି ରେଳ ବିଭାଗ ତରଫରୁ ଏହି ରାସ୍ତାକୁ ବନ୍ଦ କରି ଦିଆଯାଇଛି । ପଡାକୁ ଯିବା ପାଇଁ ଏକ ମାତ୍ର ରାସ୍ତାକୁ ପ୍ରଶାସନ ବନ୍ଦ
Read More...

ଜାଲ୍ ନୋଟ୍ ଜବତ ସହ ୨ ଗିରଫ୍‌

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ସନ୍ତରାଗଡ଼ିଆରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୩୨ ହଜାର ୭୦୦ ଜାଲ୍ ନୋଟ୍ ଜବତ କରାଯାଇଥିବା ଜଣାପଡିଛି । ଏହି ଚଢାଉ କରି ଜଣେ ମହିଳା ସମେତ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ବାଲେଶ୍ୱର ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି ।
Read More...

ବନବିଭାଗ ପକ୍ଷରୁ ଚଢ଼ାଉ : ୫ଟି ବିଜା ଲଗ୍, ୬ଟି ସାଲ୍ ଲଗ୍ ଏବଂ ୩ଟି ପଟା ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଞ୍ଜର କର୍ମଚାରୀମାନେ ହର୍ଡାଟାଲ୍ ବିଭାଗର ହର୍ଡାଟାଲ୍ ଗ୍ରାମ ନିକଟରେ ୫ଟି ବିଜା ଲଗ୍ ୧୬.୬୧ ସିଏଫ୍‌ଟି, ୬ଟି ସାଲ୍ ଲଗ୍ ୧୫.୩୮ ସିଏଫ୍‌ଟି ଏବଂ ୩ଟି ପଟା ୮.୧୩ ସିଏଫ୍‌ଟି ଜବତ କରିଥିବା ଜଣାପଡିଛି । ଅଧିକ ଅନୁସନ୍ଧାନ ପାଇଁ ଜବତ ସାମଗ୍ରୀକୁ
Read More...

ଅଗଷ୍ଟ ୩୧ରୁ ସମୂହ ଛୁଟି ନେବାକୁ ଆବେଦନ କଲେ ଓଡିଶା କୃଷି ସେବା ସଂଘ : କୃଷିକାର୍ଯ୍ୟ ବ୍ୟାହତ ହେବା ଆଶଙ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ୟାଡର ପୁନର୍ବିନ୍ୟାସ ପାଇଁ ଦାବୀ କରି ବାରମ୍ବାର ଆନ୍ଦୋଳନ କରୁଥିଲେ ମଧ୍ୟ ସରକାରଙ୍କର ଅଣଦେଖା ଓ କୃଷି ସେବା ସଂଘର ଦାବୀକୁ ଗ୍ରହଣ ନ କରିବାରୁ ଆସନ୍ତା ଅଗଷ୍ଟ ୩୧ରୁ ସମୂହ ଛୁଟି ନେବାକୁ ଆବେଦନ କଲା ବଲାଙ୍ଗିର ଜିଲ୍ଲାର କୃଷି ସେବା ସଂଘ । ଏଥିପୂର୍ବରୁ
Read More...