Browsing Tag

balangir news

ବଲାଙ୍ଗିର ଭୁଲିଆ ସମାଜ କେନ୍ଦ୍ର ବୋର୍ଡ ଆନୁକୁଲ୍ୟରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲାଲଟିକ୍ରା ସ୍ଥିତ ଭୁଲିଆ ମେହେର ସମାଜ ଧର୍ମଶାଳା ଠାରେ ବଲାଙ୍ଗିର ଭୁଲିଆ ମେହେର ସମାଜ କେନ୍ଦ୍ର ବୋର୍ଡ ଅର୍ନ୍ତଭୁକ୍ତ ସମସ୍ତ ଆଂଚଳିକ ବୋର୍ଡର ଭୁଲିଆ ପରିବାରମାନଙ୍କୁ ନେଇ ଗଙ୍ଗାଧର ମେହେର ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଥିଲା । କେନ୍ଦ୍ର
Read More...

ନାମୀଦାମୀ ବ୍ରାଣ୍ଡ୍‌ର ମହୋର ଲାଗିଥିବା ଗଦା ଗଦା ନକଲି ପୋଷାକ ଜବତ୍‌ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାମୀଦାମୀ ବ୍ରାଣ୍ଡ୍‌ର ମହୋର ଲାଗିଥିବା ଗଦା ଗଦା ନକଲି ପୋଷାକ ଜବତ୍‌ କରିଛି ବଲାଙ୍ଗିର ପୋଲିସ । ଏହି ମାମଲାରେ ନକଲି ରେଡ଼ିମେଡ଼୍‌ ପୋଷାକ ବେପାରୀ ବଲାଙ୍ଗିର ସହରର ଜଣାଶୁଣା ପୋଷାକ ଦୋକାନ ଲଖାନୀ ନିଉ ଗାର୍‌ମେଣ୍ଟସ୍‌ର ମାଲିକ ରାଜେଶ କୁମାର
Read More...

ଚନ୍ଦନଭାଟି ହାଇସ୍କୁଲରେ ଜାତୀୟ କ୍ରୀଡା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ହାଇସ୍କୁଲରେ ପ୍ରଧାନଶିକ୍ଷକ ରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନ ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନରେ ଶ୍ରଦ୍ଧାସୁମନ ଅର୍ପଣ
Read More...

ଜାତୀୟ କ୍ରୀଡା ଦିବସ ଅବସରରେ ଓଡ଼ିଶା ମିଲେଟ୍ ମିଶନ ଦ୍ୱାରା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ କ୍ରୀଡା ଦିବସ ଓ ଆନ୍ତର୍ଜାତିକ ମିଲେଟ୍ ବର୍ଷ ପାଳନ ଅବସରରେ ଓଡ଼ିଶା ମିଲେଟ୍ ମିଶନ ଦ୍ୱାରା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଟାଉନ ହାଇସ୍କୁଲ୍ ପଡିଆରେ ହକି, କରାଟେ ଏବଂ ଆର୍. ଏନ୍. ସିଂଦେଓ ସ୍ପୋର୍ଟସ
Read More...

ବଲାଙ୍ଗିର ବିଧାୟକଙ୍କୁ ଓଷ୍ଟା ପକ୍ଷରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ବଲାଙ୍ଗିର ଓ ଦେଓଗାଁ ବ୍ଲକର ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶତାଧିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଓଷ୍ଟା ରାଜ୍ୟ ଉପସଭାପତି ସୁଧିର କୁମାର ନାଏକ, ଓଷ୍ଟା ଜିଲ୍ଲା ଯୁଗ୍ମ ସଂପାଦକ ଅନୀଲ କୁମାର ସାହୁ, ବଲାଙ୍ଗିର
Read More...

ହର୍ଡାଟାଲ କେନ୍ଦ୍ର କୁଲୁତା ସମାଜ ନିଷ୍ପତି ବିରୁଦ୍ଧରେ ନିନ୍ଦା ଓ ପ୍ରତିବାଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହର୍ଡାଟାଲ କେନ୍ଦ୍ର କୁଲୁତା ସମାଜ ନିଷ୍ପତି ବିରୁଦ୍ଧରେ ନିନ୍ଦା ଓ ପ୍ରତିବାଦ ଜଣାଇଲେ ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ । ସେ କହିଛନ୍ତି ଯେ, ଏକ ଦୈନିକ ଖବରକାଗଜ ପଢି ଅବଗତ ହେଲି ଗତ ୨୭/୦୮/୨୦୨୩ ବଲାଙ୍ଗିର ବ୍ଲକ ହର୍ଡାଟାଲ ସ୍ଥିତ ଶ୍ରୀ ଶ୍ରୀ
Read More...

ବିଇଡି କଲେଜରେ ଜାତୀୟ କ୍ରୀଡା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ହକି ତାରକା ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ପାଳନ ଅବସରରେ ସ୍ଥାନୀୟ ବିଇଡି କଲେଜରେ ଅଧ୍ୟକ୍ଷ ଅନନ୍ତ କୁମାର ନାଏକଙ୍କ ସଭାପତିତ୍ୱରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଶିକ୍ଷକ ହେବାକୁ ଟ୍ରେନିଂ ନେବା ପାଇଁ ଆସୁଥିବା ଛାତ୍ରଛାତ୍ରୀଙ୍କ ସାମଗ୍ରିକ
Read More...

ବଲାଙ୍ଗିର ସହରର ବେଆଇନ ଭାବେ ନିର୍ମିତ ହୋଇଥିବା ଦୋକନ ଭାଂଗିଲା ପ୍ରଶାସନର ବୁଲ୍‌ଡୋଜର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଗୋଶାଲା ନିକଟରୁ ମୁଖ୍ୟ ରାସ୍ତା କଡ଼ରେ ବେଆଇନ ଭାବେ ନିର୍ମିତ ହୋଇଥିବା ଦୋକନ ଭାଂଗିଛି ଆଜି ବଲାଙ୍ଗିର ପ୍ରଶାସନର ବୁଲ୍‌ଡୋଜର୍‌ । ଆଜି ପୂର୍ବାହ୍ନରେ ପୋଲିସ ଫୋର୍ସ ଓ ବୁଲ୍‌ଡୋଜର୍‌ ସହ ବଲାଙ୍ଗିର ପ୍ରଶାସନ ମାଡ଼ି ଆସିଥିଲା ଠିକାଦାର ପଡ଼ା
Read More...

ବାଲୁକା କଳା ମାଧ୍ୟମରେ ସ୍ୱଭାବ କବି ଗଂଗାଧର ମେହେରଙ୍କୁ ଶ୍ରଦ୍ଧାଂଜଳି ଜଣାଇଲେ ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲୁକା କଳା ମାଧ୍ୟମରେ ସ୍ୱଭାବ କବି ଗଂଗାଧର ମେହେରଙ୍କୁ ତାଙ୍କ ୧୬୨ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ ସାହୁ । ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ ଜଣେ ଶିକ୍ଷକ ହୋଇଥିବା ବେଳେ ନିଜ ଅବସର ସମୟରେ ବାଲୁକା କଳାରେ
Read More...

ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଫଳଚାଷ ପାଇଁ ଚାରା ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଫଳ ଚାଷ ପାଇଁ ଚାରା ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ଫଳଚାରା ଯୋଗାଇଥିବା ସଷ୍ଟେନେବୁଲ ଗ୍ରୀନ ଇନିସିଏଟିଭ ଫାଉଣ୍ଡେସନ ଓ ବାସୁଦେବ
Read More...