Browsing Tag

balangir news

ବଲାଙ୍ଗିର ମାଟିର ବିଶିଷ୍ଟ କଣ୍ଠଶିଳ୍ପୀ ଜିତୁ କୁମ୍ଭାରଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ବିଶିଷ୍ଟ କଣ୍ଠଶିଳ୍ପୀ ଜିତୁ କୁମ୍ଭାର(୫୦)ଙ୍କ ପରଲୋକ ହୋଇଯାଇଛି । ବଲାଙ୍ଗିର ସହରର ହାତୀପଡ଼ାରେ ରହୁଥିବା ଜିତୁ କୁମ୍ଭାରଙ୍କ ଗତ ବିଳମ୍ବିତ ରାତିରେ ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ହୋଇଥିବା କୁହାଯାଇଛି । ପଶ୍ଚିମ ଓଡିଶାର ଆଗଧାଡ଼ିର ଜଣେ
Read More...

ବଲାଙ୍ଗିର ପୌର ପରିଷଦ ପକ୍ଷରୁ ନିଖିଳ ଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରପରିଷଦ ପକ୍ଷରୁ ଜିଲ୍ଲାରେ ପାଳନ କରାଯାଇଛି ନିଖିଳ ଭାରତୀୟ ସ୍ୱାୟତ ଶାସନ ଦିବସ । ନିଜକୁ ଶାସନ କରିବା ହିଁ ସ୍ୱାୟତ୍ତ ଶାସନ । ଏହି ଶାସନରେ ଭାଗୀଦାରିତା ପାଇଁ ଜନସାଧାରଙ୍କ ସଂପୃକ୍ତି ନିଶ୍ଚୟ । ତ୍ରିସ୍ତରୀୟ ଶାସନରେ ସ୍ୱାୟତ ଶାସନ
Read More...

ଜିଲ୍ଲା ପରିଷଦ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳେ ଜିଲ୍ଲା ପରିଷଦ ସଭା ଗୃହରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁଙ୍କ ଅଧ୍ୟକତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା ହୋଇଥିଲା । କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ ଓ ଏହି ଅନୁଦାନର
Read More...

ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଭୁଣ୍ଡିମୁହାଁଣ ତଥା କଙ୍କରା ଗ୍ରାମ ପରିଦର୍ଶନରେ ସାଂସଦ ସଂଗୀତା

ବଲାଙ୍ଗିର, (କେପିଏନ୍‌ଏସ୍‌) ଆଜି ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଭୁଣ୍ଡିମୁହାଁଣ ତଥା କଙ୍କରା ଗ୍ରାମ ପରିଦର୍ଶନରେ ଯାଇ ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଙ୍କରା ଏବଂ
Read More...

ଦେଶୀ ମଦଭାଟି ଭାଂଗିଲେ ଗାଁ ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ପାଖ ଖୁଜେନପାଲି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମବାସୀମାନେ ମିଳିତ ଭାବେ ଗାଁର ମଦଭାଟିରେ ହୋହାଲ୍ଲା କରିବା ସହିତ ଗଦା ଗଦା ମଦ ପାଉଚ୍‌ ରାସ୍ତା ଉପରେ ଢ଼ାଳି ଦେଇଛନ୍ତି । ଗାଁ ମୁଣ୍ଡରେ ମଦ ଦୋକାନ ଖୋଲିବାକୁ ନେଇ ଲୋକେ
Read More...

ବଲାଙ୍ଗିର ଇନ୍ଦିରା ନଗରଠାରେ ମେଗା ଅଣସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇନ୍ଦିରା ନଗର ୱାର୍ଡ ନ.୨୦ଠାରେ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପରିସର ମଧ୍ୟରେ ସୁଶ୍ରୀ ଗାୟିତ୍ରୀ ଭୋଇ (ଉପ-ନଗରପାଳ, ବଲାଙ୍ଗିର ପୌର ପରିଷଦ)ଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର
Read More...

ମହାବୀର କଲେଜଠାରେ ଉପଖଣ୍ଡସ୍ତରୀୟ ସଂଚୟ ଆର୍ଥିକ ସ୍ଵାକ୍ଷରତା ଅନ୍ତର୍ଭୁକ୍ତକରଣ ସଚେତନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇନ୍ତଁଲା ସ୍ଥିତ ମହାବୀର କଲେଜଠାରେ ଉପଖଣ୍ଡସ୍ତରୀୟ ସଂଚୟ ଆର୍ଥିକ ସ୍ଵାକ୍ଷରତା ଅନ୍ତର୍ଭୁକ୍ତକରଣ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇ । ଏହି ସଚେତନ ଶିବର ଓଡ଼ିଶା ସରକାରଙ୍କ ପୋଷ୍ଟାଲ ସଂଚୟ ଓ ଆର୍ଥିକ ସେବା ନିର୍ଦ୍ଦେଶାଳୟର ଅର୍ଥ ବିଭାଗ
Read More...

ଫଟାବାହାଲ ସ୍ଥିତ କୋଶଲ ଲକ୍ଷ୍ମୀ ଫର୍ଟିଲାଇଜରରେ ପ୍ରଶାସନର ଚଢ଼ାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ଲୋଇସିଂହା ବ୍ଲକ କୁଶମେଲ ପଂଚାୟତର ଫଟାବାହାଲ ସ୍ଥିତ ଏମ୍‌ଏସ୍‌ କୋଶଲ ଫର୍ଟିଲାଇଜର ହୋଲସେଲ ଦୋକାନରେ କୃଷି ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ ଭାବେ ଗଛିତ ସାର ଜବତ
Read More...

ସହଯୋଗ ଫାଉଣ୍ଡେସନ୍‌ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ସହିତ ପାଳନ କଲା ରକ୍ଷା ବନ୍ଧନ

ବାଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ଧାର୍ମିକ ସଂସ୍କୃତି ଅନୁଯାୟୀ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ରକ୍ଷା ବନ୍ଧନ ପର୍ବ ପାଳନ କରାଯାଏ । ଏହି ପର୍ବ ଭାଇ ଓ ଭଉଣୀମାନଙ୍କୁ ସ୍ନେହ ଶ୍ରଦ୍ଧାର ବନ୍ଧନରେ ବାନ୍ଧି ରଖିଥାଏ । ଏହି ଦିନ ଭଉଣୀ ନିଜ ଭାଇର ମଙ୍ଗଳ କାମନା କରି କପାଳରେ ଟିକା ଲଗାଇ
Read More...

ଗଙ୍ଗାଧର ଜୟନ୍ତୀ ଓ ରକ୍ଷା ବନ୍ଧନ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡା ଠାରେ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ସ୍ୱଭାବ କବି ଗଙ୍ଗାଧର ଜୟନ୍ତୀ ଓ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ
Read More...