Browsing Tag

balangir news

ବଜ୍ରାଘାତରେ ୧ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଲକ ଅନ୍ତର୍ଗତ କୁତସିଂହା ଗ୍ରାମରେ ବଜ୍ରପାତରେ ସୁରେଶ ପାତ୍ର(୩୫)ଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ସେ ଘରର ମୁଖ୍ୟ ଆୟସ୍ରୋତ ଥିଲେ । ଦୈନିକ ଶ୍ରମ କାମ କରି ପରିବାର ପୋଷଣ କରୁଥିଲେ । ସେ ଅନ୍ୟ ଜଣଙ୍କର ଧାନ ବିଲକୁ କାମ
Read More...

କମ୍ୟୁନିଟି ଲେବର ଉଦ୍‌ଘାଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ୱାଇସିଡିଏ ସଂସ୍ଥା ତରଫରୁ ଆଟଗାଁଠାରେ ଏକ କମ୍ୟୁନିଟି ଲେବର ଉଦ୍‌ଘାଟନ କରାଯାଇଅଛି । ଉକ୍ତ କମ୍ୟୁନିଟି ଲେବ ଦ୍ୱାରା ଆଟଗାଁ ଗ୍ରାମର ସମମସ୍ତ ଶିଶୁ ଉପକୃତ ହେବେ । ଉକ୍ତ ଉଦ୍‌ଘାଟନ ଉତ୍ସବରେ ସିଡିପିଓ ସୁଷମା ତ୍ରିପାଠୀ, ସିୱସି ର ସନ୍ଧ୍ୟାରାଣୀ ପଣ୍ଡା,
Read More...

ସାଇଟ ନର୍ସିଂଦ୍ୱାରା ବଟଲିଂପ୍ଲାନ୍‌ଟରେ ସ୍ୱାସ୍ଥ୍ୟ ସଚେତନତା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାମଜୀ ଯୁବକ ସଂଘର ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ରଙ୍କ ଆହ୍ୱାନ କ୍ରମେ ରାମଜୀ ଯୁବକ ସଂଘ, ସଦାଇପାଲି ଏବଂ ସାଇଟ ନର୍ସିଂ ମହାବିଦ୍ୟାଳୟ, ସଦାଇପାଲିର ମିଳିତ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ବଲାଙ୍ଗିର ଜିଲ୍ଲାର ସଦାଇପାଲି ସ୍ଥିତ
Read More...

ବଲାଙ୍ଗିର ଜିଲ୍ଲାର ସମସ୍ତ ଉଦ୍ୟାନ କୃଷି ଅଧିକାରୀ ସମୂହ ଛୁଟି ନେଇ ୬ ଦଫା ଦାବୀ ସହ ଆନ୍ଦୋଳନକୁ ଓହ୍ଲାଇଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ଉଦ୍ୟାନ କୃଷି ଅଧିକାରୀ ସେବା ସଂଘ ପକ୍ଷରୁ ଆରମ୍ଭ ହୋଇଛି ଆନ୍ଦୋଳନ । ବଲାଙ୍ଗିର ଜିଲ୍ଲା ଉଦ୍ୟାନ ବିଭାଗ ତଥା କୃଷି ବିଭାଗର ଅଧିକାରୀ ସମୂହ ଗତ ୩୧ ତାରିଖ ଦିନଠାରୁ ସମୂହ ଛୁଟି ନେଇ ଶୀତଳ ଭଣ୍ଡାର ନିକଟସ୍ଥ ଜିଳ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ
Read More...

ପୁଇଁତଲା ପୋଲିସକୁ ମିଳିଲା ବଡ଼ ସଫଳତା : ବିଭିନ୍ନ ରାହାଯାନୀ ଓ ଆନ୍ତଃଜିଲ୍ଲା ଡକାୟତ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ବିଭିନ୍ନ ରାହାଯାନୀ ଓ ଆନ୍ତଃଜିଲ୍ଲା ଡକାୟତି ମାମଲାର ଜଣେ ଅଭିଯୁକ୍ତଙ୍କୁ ଗିରଫ୍‌ କରିବାରେ ପୁଇଁତଲା ପୋଲିସ ସଫଳ ହୋଇଛି । ଏ ସଂପର୍କରେ ସୂଚନା ଦେଇଛନ୍ତି ଏସ୍‌ଡ଼ିପିଓ ତୋଫାନ୍‌ ବାଗ । ଦିଆଯାଇଥିବା ସୂଚନା
Read More...

କଣ୍ଠଶିଳ୍ପୀ ସଙ୍ଗୀତ ନିର୍ଦ୍ଦେଶକ ଜିତୁ କୁମ୍ଭାରଙ୍କ ଅକାଳ‌ ବିୟୋଗରେ ବଲାଙ୍ଗିର ଯୁବ କଳାକାର ମହାସଂଘର ଶୋକ ପ୍ରକାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଜଣାଶୁଣା କଣ୍ଠଶିଳ୍ପୀ ସଙ୍ଗୀତ ନିର୍ଦ୍ଦେଶକ ଜିତୁ କୁମ୍ଭାରଙ୍କ ଅକାଳ‌ ବିୟୋଗରେ ବଲାଙ୍ଗିର ଜିଲ୍ଲାର‌‌‌ କଳାକାର ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି । ସେ 'ଏକ୍‌ଡା ଏକ୍‌ଡା ରା', "ଏ ଧନ କେନକେ ଗଲୁ" ଠାରୁ ଆରମ୍ଭ କରି "ଗାଡ଼ି ବାଲା ଆଏଲା ଘରୁ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସ

ବଲାଙ୍ଗିର, (କେିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସ ଶିକ୍ଷାନୁଷ୍ଠାନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଇତ୍ୟବସରରେ ବିଶ୍ୱବିଦ୍ୟାଳୟର ସଭାଗୃହରେ ଏକ ଭବ୍ୟ ସଭା ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଥିଲା । ଏହି ସଭା ବିଶ୍ୱବିଦ୍ୟାଳୟର କୁଳପତି
Read More...

ଜୋର୍‌ସୋର ଆନ୍ଦୋଳନକୁ ଓହ୍ଲାଇଲେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଡାକ୍ତରୀ ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆୟୁର୍ବେଦିକ କଲେଜ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଜୋର୍‌ସୋର ଆନ୍ଦୋଳନ ଚାଲିଥିବା ଦେଖିବାକୁ ମିଳିଛି । ଦୀର୍ଘ ଆଠ ଦିନ ହେଲା ଆୟୁର୍ବେଦିକ ଛାତ୍ରଛାତ୍ରୀମାନେ କଳାବ୍ୟାଚ୍‌ ପରିଧାନ କରି ସେମାନଙ୍କର ନାର୍ଯ୍ୟ ଦାବୀ ସରକାରଙ୍କୁ ଜଣାଇ ଆସୁଥିଲେ ବି
Read More...

ମଏନା ଆର୍‌ ମୁନୁଷ୍‌ ଭିତରେ ଗାଢ଼ା ପ୍ରେମ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର୍‌ ସମିଆଁ ଥି ମୁନୁଷ୍‌ ମୁନୁଷ୍‌ ଭିତରେ ସଂପର୍କ ପାଏନ୍‌ଚିଆ ହେଇ ଆସୁଥିବାର୍‌ ବେଲ୍‌କେ ଗୁଟେ ସୁରୁଟେ ଚେରେ ମୁନୁଷ୍‌ର ସାଂଗେ କେନ୍‌ତା ଗାଢ଼ା ସଂପର୍କ ରଖିଛେ ସେଟା ଦେଖ୍‌ଲେ କାବା ଲାଗ୍‌ସି । ବଲାଙ୍ଗିର ସହର ନୁଁ ୧୦ କିଲୋମିଟର୍‌ ଧୁରେ ରହିଥିବା
Read More...

ଘୁନଘୁଟିପାଲି ଗ୍ରାମରେ ଝୁଲଣ ଯାତ୍ରା ସମ୍ପର୍ଣ୍ଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପାଞ୍ଚ ଦିନ ବ୍ୟାପି ଘୁନଘୁଟିପାଲି ଗ୍ରାମରେ ଝୁଲଣ ଯାତ୍ରା ସମ୍ପର୍ଣ୍ଣ ହୋଇଯାଇଛି । ରାଧାକୃଷ୍ଣଙ୍କ ଯୁଗଳ ମୂରତୀଙ୍କୁ ଦେଉଳ ଗାଁ ଜଗନ୍ନାଥ ମନ୍ଦିରରୁ ଆଣି ଘୁନଘୁଟିପାଲି ପୂଜା ମଣ୍ଡପଠାରେ ସ୍ଥାପିତ କରାଯାଇଥିଲା ଏବଂ ଗ୍ରାମର
Read More...