Browsing Tag

balangir news

ପୁଣି ବୁଲିଲା ଖଣ୍ଡା, ଜଣେ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ତାଲପାଲିପଡାରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଅଜିତ ନନ୍ଦ । ସୂଚନା ଅନୁସାରେ ଅଜିତ ତାଲପାଲିପଡା ସ୍ଥିତ ତାଙ୍କ ବଡ଼ ଭଉଣୀଙ୍କ ଘରକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ପ୍ରାୟ ୮
Read More...

ଭୀମ ପାହାଡ ସୌନ୍ଦର୍ଯ୍ୟକରଣ ସକାଶେ ଯୁବ କୁଲୁତା ସମାଜର ଉଦ୍ୟମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଆଜି ପଶ୍ଚିମ ଓଡିଶାର ପର୍ଯ୍ୟଟନ ସ୍ଥଳି ଭୀମପାହାଡଠାରେ ଭୀମପାହାଡର ସୌନ୍ଦର୍ଯ୍ୟକରଣ ସକାଶେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ତଥା ରାଜ୍ୟ
Read More...

ବଲାଙ୍ଗିର ଜିଲ୍ଲା ହାଇସ୍କୁଲ ଏନ୍‌ପିଏସ୍‌ ଶିକ୍ଷକଙ୍କ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ସରକାରୀ ହାଇସ୍କୁଲ ଏନ୍‌ପିଏସ୍‌ ଶିକ୍ଷକ ସଂଘର ଏକ ଜରୁରୀ ବେଠକ ଅନୁଷ୍ଠିତ ହୋଇଯାଇଛି । ସଭାରେ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା । ୨୦୨୨ ମସିହାରେ ନିଯୁକ୍ତ ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କର ସେବା ପୁସ୍ତିକା
Read More...

ରାଜ୍ୟ ସରକାରଙ୍କର ପରାମର୍ଶ ଦାବୀ କମିଟି ଦ୍ୱାରା ରଣା ଓ ମାଳି ଜାତିକୁ ଆଦିବାସୀ ତାଲିକାରେ ସାମିଲ ସୁପାରିସକୁ ଜୋରଦାର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମତ ପ୍ରକାଶ ପାଇଛି ଯେ, ଓଡିଶା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଆଦିବାସୀ ପରାମର୍ଶଦାତା କମିଟି ଦ୍ୱାରା ଓଡିଶାରେ ବସବାସ କରୁଥିବା ରଣା ଓ ମାଳି ଜାତି, ଓ.ବି.ସି
Read More...

ଖପ୍ରାଖୋଲରେ ମାହେଶ୍ୱରୀର ନୂତନ ଶାଖା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉପାନ୍ତ ଅଂଚଳ ପରି ମନେ ହେଉଥିବା ଏବଂ ମ୍ୟାଲେରିଆ ତଥା ଦାଦନ ପ୍ରବଣ ଇଲାକା ଭାବେ ଚିହ୍ନିତ ସୁଦୂର ଖପ୍ରାଖୋଲ ବ୍ଲକରେ ଯୁବଗୋଷ୍ଠୀଙ୍କୁ ସଂଗଠିତ କରି ଲୋକଙ୍କ ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ମୌଳିକ ସେବାକୁ ସଠିକ ଭାବେ ପହଂଚାଇବା ଲକ୍ଷ୍ୟରେ ଜିଲ୍ଲାର ଅଗ୍ରଣୀ
Read More...

ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାର ଯୁବ ଚେତନା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆର୍ଯ୍ୟ ସମାଜ ମନ୍ଦିର ପ୍ରାଙ୍ଗଣରେ ଅଖିଳ ବିଶ୍ୱ ଗାୟତ୍ରୀ ବଲାଙ୍ଗିର ଜିଲ୍ଲା ଯୁବ ଚେତନା ଶିବିର ପୂର୍ବାହ୍ନ ଘ.୧୦ ରେ ଗାୟତ୍ରୀ ମନ୍ତ୍ର ସହିତ ପ୍ରାରମ୍ଭ କରାଯାଇଥିଲା । ଜିଲ୍ଲାର ୧୪ଟି ବ୍ଲକରୁ ଯୁବା ଏକତ୍ରିତ ହୋଇଥିଲେ । ରାୟଗଡାଠାରେ ଆଗାମୀ ମାର୍ଚ୍ଚ ୨୯,
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଜିଲ୍ଲା ସଂସ୍କୃତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମହେନ୍ଦ୍ର ମହାପାତ୍ର ଏହି ଶିବିରର ଉଦ୍‌ଘାଟନ କରିଥିଲେ । ସୂଚନା, ଶିକ୍ଷା,
Read More...

ଜିଲ୍ଲା ସାମ୍ବାଦିକ ସଂଘର ୬୨ତମ ପ୍ରତିଷ୍ଠା ଦିିବସ ସମାରୋହ

ଜିଲ୍ଲାର ବିକାଶ ଦିଗରେ ସାମ୍ବାଦିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ୬୨ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ସାମ୍ବାଦିକ ଭବନଠାରେ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି । ସଂଘର ସଭାପତି ଶିବ ପ୍ରସାଦ ପରିଡ଼ାଙ୍କ
Read More...

ବିଇଡି କଲେଜରେ ଗଙ୍ଗାଧର ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ସ୍ଥାନୀୟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ଓଡ଼ିଆ ସାହିତ୍ୟକୁ ଗଙ୍ଗାଧର ମେହେରଙ୍କ ଅବଦାନ, ତାଙ୍କ ସାହିତ୍ୟର ବିଶେଷତ୍ଵ ଓ ଆଦର୍ଶ ସମ୍ପର୍କରେ ଏହି ସଭାରେ ଆଲୋଚିତ ହୋଇଥିଲା । ସଭାର
Read More...

ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ବୈଠକ

୨୪ ସେପ୍ଟେମ୍ବରରୁ ଜିଲ୍ଲା ଫୁଟବଲ୍‌ ଟୂର୍ଣ୍ଣାମେଣ୍ଟ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀଷ୍ଟାଡିୟମରେ ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ କମିଟି ବୈଠକ ତଥା ଫୁଟବଲ ଟୁର୍ଣ୍ଣାମେଣ୍ଟ, ଟ୍ରାନ୍ସଫର ଚୟନ କମିଟି ଓ ଅମ୍ପାୟାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସଦର
Read More...