ମହାନ କଳାକାର ସ୍ୱର୍ଗତ ଉଦୟନାଥ ଦର୍ଜୀଙ୍କୁ ଶ୍ରଦ୍ଧାର୍ପଣ
ବଲାଙ୍ଗିର, (କେପିଏନ୍ଏସ୍) : ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ସାଂସ୍କୃତିକ ସଂଘ ଦ୍ୱାରା ସ୍ୱର୍ଗତ ଉଦୟନାଥ ଦର୍ଜୀଙ୍କ ଦ୍ୱାଦଶାହ ଗଙ୍ଗା ଶ୍ରାଦ୍ଧ ଅବସରରେ ସୁଦପଡା କଲ୍ୟାଣ ମଣ୍ଡପ ଠାରେ ଆଜି ଲିଖିତ ଏକ ଶ୍ରଦ୍ଧା ସୁମନାଞ୍ଜଳି ଅର୍ପଣ କରାଯାଇଥିଲା । ସ୍ୱର୍ଗତ ଦର୍ଜୀ ଜଣେ ବହୁମୁଖୀ!-->…
Read More...
Read More...