Browsing Tag

balangir news

ଧର୍ମେନ୍ଦ୍ର ପ୍ରଧାନଙ୍କ କୋଶଲୀ ସ୍ତୁତି ବହି ‘ସରବ ମଙ୍ଗଳା ଜନାନ୍’ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ତହଁକ୍ କୁଟୁମ୍ ପକ୍ଷରୁ କବି ଧର୍ମେନ୍ଦ୍ର ପ୍ରଧାନଙ୍କର କୋଶଲୀ ସ୍ତୁତି ବହି ସରବ ମଙ୍ଗଳା ଜନାନ୍ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୋଶଲ ସଂଗ୍ରାମୀ ନରେନ୍ଦ୍ର ହୋତା ଯୋଗ ଦେଇଥିବା ବେଳେ
Read More...

ଧରସିଂମାଝୀ ମାନଧାତାଙ୍କ ଆଠଗାଁ ମହଲର ବିକାଶ ପାଇଁ ୩ କୋଟି ୧୨ ଲକ୍ଷ ଟଙ୍କା ମଞ୍ଜୁର

ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଇଲା ସ୍ମୃତିକମିଟି ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ପ୍ରଥମ ସହିଦ ତଥା ଆଠଗାଁ ଜମିଦାର ଧରସିଂମାଝୀ ମାନଧାତାଙ୍କ ସ୍ମୃତିପୀଠ ଆଠଗାଁ ଜମିଦାରୀମହଲ, ପୁଡାପାଠ-ବସ୍ତେନ ମନ୍ଦିର ଓ ରାନୀବନ୍ଧର ପୁନଃ ଉଦ୍ଧାର ତଥା
Read More...

କଂଗ୍ରେସର ପଦଯାତ୍ରା

ସକମା-ଫାସଡରେ ଯୋଗଦେଲେ ନରସିଂହ ଓ ସମରେନ୍ଦ୍ରବିଜେଡି - ବିଜେପିର ମିଥ୍ୟା ପ୍ରତିଶୃତି ବିରୁଦ୍ଧରେ ପ୍ରଚାର କଲେକଂଗ୍ରେସ ହିଁ ଲୋକଙ୍କ ପାଖକୁ ବିକାଶ ପହଞ୍ଚାଇଥାଏ - ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କଂଗ୍ରେସ ପକ୍ଷରୁ ସକମା-ଫାସଡରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ପରିବେଶ ସ୍ଥିରତା ଉପରେ ଜେଏସ୍‌ଏମ୍‌ ବାଣିଜ୍ୟ ଓ କଳା ମହାବିଦ୍ୟାଳୟରେ ଏକ ଦିବସୀୟ ସେମିନାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପରିବେଶ ସ୍ଥିରତା ଉପରେ ଜେଏସ୍‌ଏମ୍‌ ବାଣିଜ୍ୟ ଓ କଳା ମହାବିଦ୍ୟାଳୟରେ ଏକ ଦିବସୀୟ ସେମିନାର ଆୟୋଜିତ ହୋଇଯାଇଛି । ଆମର ପରିବେଶ ସମସ୍ତ ଜୀବ ଏବଂ ସେମାନଙ୍କର ପରିବେଶକୁ ନେଇ ଗଠିତ । ପରିବେଶ ସମସ୍ତଙ୍କ ପାଇଁ ଜୀବନର ଉତ୍ସ । ସମସ୍ତଙ୍କ ଜୀବନକୁ ନିର୍ଦ୍ଦେଶ
Read More...

ପୁଇଁନ୍ତଲା ବ୍ଲକ ଯାଦବ ମହାସଭା ପକ୍ଷରୁ ନୂଆଁଖାଇ ଭେଟଘାଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଅଏଲାସାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁରେଲବାହାଲିଠାରେ ପୁଇଁନ୍ତଲା ବ୍ଲକ ଯାଦବ ମହାସଭା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାଦବ ମହାସଭାର ସଭାପତି ଅନିରୁଦ୍ଧ ବଗର୍ତ୍ତୀଙ୍କ
Read More...

ଅସ୍ତି ବିସର୍ଜନକୁ ନେଇ ତୁମୂଳ କାଣ୍ଡ : ୩ ବାପ ପୁଅଙ୍କୁ ବାନ୍ଧିଲା ପୁଇଁନ୍ତଲା ଥାନା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଟିକ୍ରାପଡ଼ାଠାରେ ଅସ୍ତି ବିସର୍ଜନକୁ ନେଇ ଏକ ତୁମୂଳ କାଣ୍ଡ ଘଟିଥିବା ବେଳେ ଏହି ଘଟଣାରେ ୩ ଜଣ ବାପ ପୁଅଙ୍କୁ ଗିରଫ କରିଛି ପୁଇଁନ୍ତଲା ଥାନା ପୋଲିସ । ଗିରଫ ୩ ଜଣ ହେଲେ ପୁଇଁନ୍ତଲା ଥାନା ଅନ୍ତର୍ଗତ ବନ୍ଧପଡ଼ା ଅଂଚଳର ଶ୍ରୀମନ୍ତ ଅମାତ ଓ
Read More...

ନରସିଂହଙ୍କ ପ୍ରେସ ବିବୃତି

ରାଧାକୃଷ୍ଣ ମନ୍ଦିର ବଲାଙ୍ଗିର ନ ଭାଙ୍ଗି ତାର ସୁରକ୍ଷା କରୁ ପ୍ରଶାସନ : ନରସିଂହଲୋକଙ୍କ ଭାବାବେଗ ସହ ଖେଳିଲେ ହେବ ଜନ ଆନ୍ଦୋଳନ : ନରସିଂହ ବଲାଙ୍ଗିର,( ଦେବାଶିଷ ମିଶ୍ର ) : ବଲାଙ୍ଗିର ରାଧାରାଣୀ ପଡା ଜିଲ୍ଲା ସଦର ମହକୁମା ଡାକ୍ତରଖାନା ନିକଟବର୍ତ୍ତି ରାଧାକୃଷ୍ଣ ମନ୍ଦିର ବଲାଙ୍ଗିରର
Read More...

ବଲାଙ୍ଗିର ସଦର ବ୍ଲକ କଂଗ୍ରେସ ପକ୍ଷରୁ ଜନଜାଗରଣ ପଦଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ ସଭାପତି ରାମ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଜନଜାଗରଣ ପଦଯାତ୍ରା କୁଡାସିଂହା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ କମିଟି ଡାକରାରେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ
Read More...

ଟଙ୍କା ଓ ସୁନାଗହଣା ଲୁଟି ଫେରାର୍‌ ହେବା ବେଳେ ଆର୍‌ପିଏଫ୍‌ ପୋଲିସ ହାତରେ ଧରାପଡିଲେ ୨ ଡକାୟତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାରାଷ୍ଟ୍ର ଲକଡଗଞ୍ଜ ଥାନା ଅଞ୍ଚଳରୁ ଟଙ୍କା ଓ ସୁନାଗହଣା ଲୁଟି ଟ୍ରେନ ଯୋଗେ ବଲାଙ୍ଗିର ଦେଇ ଯାଉଥିବା ଦୁଇ ଡକାୟତଙ୍କୁ ଆରପିଏଫ୍ ପୋଲିସ କାବୁ କରିଛି । ଖବର ପାଇ ଲକଡଗଞ୍ଜ ପୋଲିସ ବଲାଙ୍ଗିର ପହଞ୍ଚି ଉଭୟଙ୍କୁ ନିଜ ସହ ନେଇଯାଇଥିବା ଜଣାପଡ଼ିଛି । ଅଭିଯୁକ୍ତ
Read More...

ନାବାଳକଙ୍କୁ ଅପହରଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାର୍ବଣ ସମୟରେ ସହର ଅଶାନ୍ତ ହେବାରେ ଲାଗିଛି । ପ୍ରତିଦିନ ଚୋରି ଏବଂ ଲୁଟ୍ ବଢୁଥିବା ବେଳେ ଏବେ ଅପହରଣ ଉଦ୍ୟମ ଭଳି ଅଭିଯୋଗ ସାମ୍ନାକୁ ଆସିଛି । ସ୍ଥାନୀୟ ବରପାଲିପଡ଼ାର ଜଣେ ନାବାଳକ ଅଣ୍ଡା କିଣିବାକୁ ଯାଇଥିବା ବେଳେ ତାଙ୍କୁ କେତେକ ଦୁର୍ବୃତ୍ତ ଅପହରଣ
Read More...