ବଲାଙ୍ଗିର ସହରର ହୋଟେଲ୍ ଇନ୍ଦ୍ରପସ୍ଥରୁ ଟିଭି ଚୋରି କରୁଥିଲେ ବଣ୍ଟି
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ମଧ୍ୟରେ ଥିବା ଇନ୍ଦ୍ରପ୍ରସ୍ଥ ହୋଟେଲରୁ ଟିଭି ଚୋରି କରୁଥିଲେ ଜଣେ କର୍ମଚାରୀ । ଧରିଲେ ସାଥୀ କର୍ମଚାରୀ ଓ ପୋଲିସକୁ ଜିମା ଦେଇଥିବା ସୂଚନା ମିଳିଛି । ବଲାଙ୍ଗିର ରେଳ ଷ୍ଟେସନ ନିକଟରେ ଥିବା ହୋଟେଲ ଇନ୍ଦ୍ରପ୍ରସ୍ଥ ଠାରେ ଜଣେ କର୍ମଚାରୀ ଟିଭି!-->…
Read More...
Read More...