ପୋଖରୀକୁ ମାଛ ମାରିବାକୁ ଯାଇ ପଙ୍କରେ ଫସିଲେ ବାଳକ : ଉଦ୍ଧାର କଲେ ସ୍ଥାନୀୟ ଲୋକେ
ବଲାଙ୍ଗିର, (କେନିଏନ୍ଏସ୍) : ପୋଖରୀକୁ ମାଛ ମାରିବାକୁ ଯାଇ ପଙ୍କରେ ଫସି ଯାଇଥିବା ଜଣେ ବାଳକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବଲାଙ୍ଗିର ବିଶ୍ୱାତ୍ମ ଚେତନା ପରିଷଦ ଆଶ୍ରମ ନିକଟସ୍ଥ କାମାକ୍ଷୀନଗରର କୁନା ମେହେରଙ୍କ ପୁଅ ସୁରଜ ମେହେର(୧୦) ଆଜି!-->…
Read More...
Read More...