Browsing Tag

balangir news

ଟିକ୍ରାପଡା ଚାନ୍ଦ ମନ୍ଦିର ଶ୍ରୀ ଜୀଉମାନଙ୍କର ସ୍ନାନଯାତ୍ରା ଓ ହାତୀବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଶ୍ରୀକ୍ଷେତ୍ର ଚାନ୍ଦ ମନ୍ଦିରରେ ଶ୍ରୀ ଜୀଉମାନଙ୍କର ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି । ସକାଳ ୯ଟାରୁ ଜୀଉମାନଙ୍କର ମହାସ୍ନାନ ଆରମ୍ଭ ହୋଇଥିଲା । କର୍ତ୍ତା ଭାବରେ ଚାନ୍ଦ…
Read More...

ସ୍ୱାସ୍ଥ୍ୟ ଉପରେ ସମୀକ୍ଷା ବୈଠକ କଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ସମ୍ମିଳନୀରେ ଯୋଗଦେଇ ବଲାଙ୍ଗିର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଥିଲେ । ତାଙ୍କ ସହିତ ଟିଟିଲାଗଡ଼…
Read More...

ଆନ୍ତର୍ଜାତୀୟ ଯୋଗ ଦିବସରେ ହାଟପଦା ପାର୍କ ଠାରେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତର୍ଜାତିକ ଯୋଗ ଦିବସ ବଲାଙ୍ଗିର ସହର ସ୍ଥିତ ହାଟପଦା ପାର୍କ ଠାରେ ପାଳିତ ହୋଇଯାଇଛି । ଆଜିର ଏହି ଯୋଗ ଦିବସରେ ବଲାଙ୍ଗିର ସହରର ବହୁତ୍ ସଂଖ୍ୟାରେ ଲୋକେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମା' ମେଟାକାନି ଯୋଗ କମିଟି ପକ୍ଷରୁ ସମସ୍ତ ପ୍ରକାରର…
Read More...

ଏ. ପି.ଏସ୍. କଲେଜ ରୋତରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତ୍, ଜିଲ୍ଲା-ବଲାଙ୍ଗିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୋଗ ଶିବିରରେ…
Read More...

ସହଯୋଗ ଫାଉଣ୍ଡେସନ୍ ଏବଂ ବଲାଙ୍ଗିର ନଗରପାଳିକା ଯୁଗଳ ଭାବେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ୍ ଏବଂ ବଲାଙ୍ଗିର ନଗରପାଳିକା ଯୁଗଳ ଭାବେ ବଲାଙ୍ଗିର ରାଜେନ୍ଦ୍ର ପାର୍କରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଗୁରୁ ସୁଜିତ କୁମାର ସାହୁ ଯୋଗ ଅଧିବେଶନର ଅନୁଷ୍ଠାନ କଲେ । ବଲାଙ୍ଗିର…
Read More...

ଜେଏସ୍‌ଏମ୍‌ର ବାଣିଜ୍ୟ, କଳା ଓ ବିଜ୍ଞାନ ମହାବିଦ୍ୟାଳୟ ଦ୍ୱାରା ଶୀତଳ ଷଷ୍ଠୀ ପାଳନ ଉପଲକ୍ଷେ ସରବତ ପାଣି ବଣ୍ଟନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ବଲାଙ୍ଗିର ଏବଂ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ଶୀତଳ ଷଷ୍ଠୀ ପାଳନ କରାଯାଏ । ଏହି ଉତ୍ସବରେ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ଈଶ୍ୱରୀୟ ବିବାହ ସ୍ମରଣ କରାଯାଇଥାଏ । ଏହା ଏକ ପାଞ୍ଚ ଦିନିଆ ପର୍ବ 'ପତ୍ର ପେଣ୍ଡି' ରୀତିନୀତି ସହିତ ଆରମ୍ଭ ହୋଇଥାଏ…
Read More...

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଖଗସାରେ ୧୦ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱବ୍ୟାପି ୧୦ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେଇଯାଛି । ସମଗ୍ର ବିଶ୍ୱର ଜନସାଧାରଣଙ୍କ ଯୋଗ ପ୍ରତି ଦୃଷ୍ଟି ଆକର୍ଷଣ ସକାଶେ ଏହି ଦିବସର ଆବିର୍ଭାବ । କଥାରେ ଅଛି 'ସ୍ୱାସ୍ଥ୍ୟ ହିଁ ସମ୍ପଦ', ଏହାର ମୁଖ୍ୟ ଉତ୍ସ ହେଉଛି ଯୋଗ । ଯୋଗ ଦ୍ୱାରା ଶାରୀରିକ ଓ…
Read More...

ବଲାଙ୍ଗିରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆନ୍ତର୍ଜାତୀୟ ଯୋଗ ଦିବସ । ଭାରତର କୋଣେ ଅନୁକୋଣେ ଆଜି ପାଳନ କରାଯାଉଛି ଯୋଗ ଦିବସ । ଏହି କ୍ରମରେ ବଲାଙ୍ଗିରରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଥିବା ବେଳେ ବଲାଙ୍ଗିର ସରକାରୀ ଆଇଟିଆଇ ପଡ଼ିଆରେ ବଲାଙ୍ଗିର ଶାଖା ପତଞ୍ଜଳି ଯୋଗ ସମିତି ତରଫରୁ ଆଜି ପ୍ରାତଃ…
Read More...

ଗିରଫ୍‌ ହେଲେ ନକଲି ଶିକ୍ଷକ କମଳଲୋଚନ ପଟେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଟାଉନ୍‌ ପୋଲିସ ଜଣେ ନକଲି ଶିକ୍ଷକଙ୍କୁ ଗିରଫ୍‌ କରିଛି । ନକଲି ମାର୍କସିଟ୍‌ ଦେଇ ଚାକିରି କରୁଥିବା ଶିକ୍ଷକ ଆଜି ଗିରଫ୍‌ ହୋଇଥିବା ବେଳେ ଏହି ଘଟଣା ସାରା ଅଂଚଳରେ ଚହଳ ସୃଷ୍ଟି କରିଛି । ସୂଚନା ଅନୁସାରେ ବଲାଙ୍ଗିର ଗୋଷ୍ଠୀ ଶିକ୍ଷା…
Read More...

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ପ୍ରସନ୍ନ କୁମାର ଷଡଙ୍ଗୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ପ୍ରଶାସନିକ ସେବା ଅଧିକାରୀ ପ୍ରସନ୍ନ କୁମାର ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଓଏସ୍‌ଡି ତଥା ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜୁନ ୧୩ ତାରିଖ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ…
Read More...