ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବାଇକ୍ ଆରୋହୀ ଗୁରୁତର
ବଲାଙ୍ଗିର, (କେପିଏନ୍ଏସ୍) : ବାଇକ୍ରେ ଆସୁଥିବା ବେଳେ ଜଣେ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ସୋନପୁର ନିବାସୀ ସମୀର ପଟ୍ଟନାୟକ(୩୦) ସୋନପୁରରୁ କନ୍ସରାକୁ କୌଣସି କାମରେ ଆସୁଥିବା!-->…
Read More...
Read More...