Browsing Tag

balangir news

ବଲାଙ୍ଗିର ବିଜେପି ଦଳ ପକ୍ଷରୁ “ବୀର ବାଲ ଦିବସ” ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଗୁରୁଦ୍ୱାର ପରିସର ମଧ୍ୟରେ ବଲାଙ୍ଗିର ବିଜେପିର ବରିଷ୍ଠ ନେତା ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ "ବୀର ବାଲ ଦିବସ" ପାଳିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ମୁଖ୍ୟ ଅତିଥି ଭାବେ
Read More...

ବଲାଙ୍ଗିର ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ଗରିମାକୁ କ୍ଷୁର୍ଣ୍ଣ କଲା ଭଳି ଆଚରଣ ପ୍ରଦର୍ଶନ କରିଥିବା କାମିୟା ଯାନୀ ତଥା ତାଙ୍କୁ ପ୍ରୋତ୍ସାହିତ କରିଥିବା ସରକାରୀକଳର ମୁଖ୍ୟ ପାଣ୍ଡିଆନ୍ ଏବଂ ଶ୍ରୀମନ୍ଦିରର ପ୍ରଶାସକଙ୍କ
Read More...

ଭାଇରାଲ ହେବାରେ ଲାଗିଛି ସରପଞ୍ଚଙ୍କୁ ପିଡବ୍ଲୁଡି ଏସ୍‌ଡିଓଙ୍କ ଆକ୍ରମଣ ଘଟଣାର ଭିଡିଓ : ଦୁହିିଁଙ୍କ ପକ୍ଷରୁ ମାମଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ପୀଠରେ ଚାଲିଥିବା ଉନ୍ନୟନ କାମ ନିମ୍ନମାନର ହେଉଥିବା ଦର୍ଶାଇ ସରପଞ୍ଚ ତଥା କୋଶଲମୁକ୍ତି ମୋର୍ଚ୍ଚା ସଦସ୍ୟ ସୁଶୀଳ ଗୁରୁ ସିଧାସଳଖ ପିଡବ୍ଲୁଡି ଏସ୍‌ଡିଓ ସିଦ୍ଧାର୍ଥ ଦାସଙ୍କୁ ଅଭିଯୋଗ କରିଥିଲେ ।
Read More...

ସରପଞ୍ଚଙ୍କୁ ପିଡବ୍ଲୁଡି ଏସ୍‌ଡିଓଙ୍କ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ : ପ୍ରମୋଦ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରିଶଙ୍କରଠାରେ ଚାଲିଥିବା ଉନ୍ନୟନ କାମ ନିମ୍ନମାନର ହେଉଥିବା ଅଭିଯୋଗ କରି ଜଣେ ସରପଞ୍ଚ ତଥା କୋଶଲ ମୁକ୍ତି ମୋର୍ଚ୍ଚାର ଜଣେ ସଦସ୍ୟ ସୁଶୀଳ କୁମାର ଗୁରୁ କଣ୍ଟାବାଞ୍ଜି ଏସ୍‌ଡିଓ ସିଦ୍ଧାର୍ଥ ଦାସଙ୍କ ସହ ଯୁକ୍ତିତର୍କ ହେବା ବେଳେ ଏସ୍‌ଡିଓ ଶ୍ରୀ ଦାସ ସରପଞ୍ଚ
Read More...

ବଲାଙ୍ଗିର ଜିଲ୍ଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ କାମିୟା ଯାନୀ ବିବାଦକୁ ନେଇ ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ କାମିୟା ଯାନୀ ବିବାଦକୁ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ କରାଯାଇଥିବା ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନଙ୍କ ପକ୍ଷରୁ କୁହାଯାଇଛି ଯେ, କାମିୟା
Read More...

ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ବଲାଙ୍ଗିର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନଠାରେ ବଲାଙ୍ଗିର ବିଜେଡ଼ି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ପ୍ରତାପ ସାଗର ପୁନଃ ଉଦ୍ଧାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲା ବଲାଙ୍ଗିର ଟାଉନ୍‌ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟାଉନ୍‌ କଂଗ୍ରେସ ପକ୍ଷରୁ ୱାର୍ଡ ନଂ ୧୬ ପ୍ରତାପ ସାଗର ପାଖରେ ଏକ ପଥପ୍ରାନ୍ତ ସଭା କରି ଏହାର ପୁନଃ ଉଦ୍ଧାର ଦାବୀ ହୋଇଛି । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଏହି ସାଗରର ପୁନଃ ଉଦ୍ଧାର ପାଇଁ ଅନେକ ଦିନ ହେଲା ସ୍ଥାନୀୟ ଲୋକେ ଦାବୀ କରି ଆସୁଥିଲେ
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ବାଣିଜ୍ୟ ବିଭାଗରେ ନୂଆ ଓଡିଶା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଉପଖଣ୍ଡସ୍ତରୀୟ ନୂଆ ଓଡିଶା ସାଂସ୍କୃତିକ କାର୍ଯ୍ୟକ୍ରମ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ବାଣିଜ୍ୟ ବିଭାଗ ସମ୍ମୁଖସ୍ଥ ପଡ଼ିଆଠାରେ ଆଜି ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟିତ ଏହି
Read More...

ପୂଜ୍ୟପୂଜା ସେବା ସଂଗଠନର ବାର୍ଷିକ ବନ୍ଧୁମିଳନ ଓ ଶୀତ କବିତା ଆସର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସାମାଜିକ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନର ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ବିଷ୍ଣୁମୁଣ୍ଡାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଆଇନଜୀବି ଜୟରାମ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଆରମ୍ଭରେ ଆକାଶବାଣୀ
Read More...

ଭଣଜାଙ୍କ ଆକ୍ରମଣରେ ମାମୁଁ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଜଡାମୁଣ୍ଡା ଗାଁର ରାଜୁ ଝାଙ୍କର(୪୦) କିଛି ଯୁକ୍ତିତର୍କକୁ ନେଇ ନିଜ ଭଣଜାଙ୍କ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ସେହି ଗାଁରେ ଦୁଇ ଜଣ ଲୋକ ଯୁକ୍ତିତର୍କ କରୁଥିଲେ । ତାର ସମାଧାନ କରିବା
Read More...