Browsing Tag

balangir news

ମାହେଶ୍ୱରୀର ପ୍ରୟାସ ସ୍ୱଚ୍ଛତା ଓ ସଂଯମତା

ମାହେଶ୍ୱରୀର ପ୍ରୟାସ ସ୍ୱଚ୍ଛତା ଓ ସଂଜମତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ତରଫରୁ ବଲାଙ୍ଗିର ସହରର ୱାର୍ଡ ନଂ.୧୪ ଓ ୧୫ ମାଲପଡା ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ଠାରେ ଏକ ମହିଳା ସଚେତନତା ଧର୍ମି କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ପଶ୍ଚିମ ଓଡିଶା ମହିଳା ସଂଗଠନର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ଭବନ ବଲାଙ୍ଗିର ଠାରେ ପଶ୍ଚିମ ଓଡିଶା ମହିଳା ସଂଗଠନର କାର୍ଯ୍ୟକାରିଣୀ ବୈଠକ ସଭାନେତ୍ରୀ ସବିତା ନନ୍ଦଙ୍କ ସଭାପତିତ୍ୱରେ ସମସ୍ତ ସଭ୍ୟବୃନ୍ଦ ଉପସ୍ଥିତ ରହି କିଭଳି ଭାବରେ ସଂଗଠନ ପ୍ରଥମେ ବଲାଙ୍ଗିର ଜିଲ୍ଲା ଏବଂ ପରବର୍ତ୍ତି ସମୟରେ ପଶ୍ଚିମ ଓଡିଶା…
Read More...

ଆଟଗାଁ ଜଗନ୍ନାଥ ମନ୍ଦିର ରଥ ଓ ମହାପ୍ରଭୁଙ୍କ ହାତ ଭାଙ୍ଗି ଯାଇଥିବାରୁ ଦେବାଳୟ ସୁରକ୍ଷା କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆଟଗାଁ ମନ୍ଦିରରେ ଦେବାଳୟ ସୁରକ୍ଷା କମିଟି ଏବଂ ଦୁର୍ଗାପୂଜା କମିଟି ଗ୍ରାମବାସୀଙ୍କ ମଧ୍ୟରେ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେବୋତ୍ତର ବିଭାଗ ଅଧିନରେ ବଲାଙ୍ଗିର ଆଟଗାଁ ମନ୍ଦିର ମଧ୍ୟ ଥିବାରୁ ଜଗନ୍ନାଥ ମନ୍ଦିର ସମ୍ପର୍କରେ ସୂଚନା ଆଧାରରେ…
Read More...

ନୂତନ ଅପରାଧିକ ଆଇନ ସମ୍ପର୍କରେ ସୂଚନା ଦେଲେ ବଲାଙ୍ଗିର ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ବଲାଙ୍ଗିର ଏସପି ଋଷିକେଶ ଖିଲାରୀ । ଆଜି ପୂର୍ବାହ୍ନ ୧୦ଟା ସମୟରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଏ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମର…
Read More...

ଚାନ୍ଦ ମନ୍ଦିର ରଥ କମିଟିର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ରଥଯାତ୍ରା ପାଳନର ପ୍ରସ୍ତୁତି ପାଇଁ ବଲାଙ୍ଗିର ଟିକ୍ରାପଡା ସ୍ଥିତ ଚାନ୍ଦ ମନ୍ଦିର ରଥ କମିଟିର ଏକ ପ୍ରସ୍ତୁତି ବୈଠକ ଗତ ୩୦.୦୬.୨୦୨୪ ରେ ଚାନ୍ଦ ମନ୍ଦିର ପରିସରରେ କମିଟିର ସଭାପତି ପ୍ରଦୀପ ଚନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…
Read More...

ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ନବନିର୍ବାଚିତ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ଜିଲ୍ଲା ବ୍ରାହ୍ମଣ ସମାଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲା ପ୍ରବକ୍ତା ପରିଷଦର…
Read More...

ଶିକ୍ଷକଙ୍କୁ ନିଆରା ଢଙ୍ଗରେ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚନ୍ଦନଭାଟୀ ପଞ୍ଚାୟତ ଅନ୍ତର୍ଗତ ଚନ୍ଦନଭାଟୀ ପଞ୍ଚାୟତ ହାଇସ୍କୁଲରେ ଆଜି ଦେଖିବାକୁ ମିଳିଛି ପୂର୍ବତନ ଶିକ୍ଷକ ରମେଶ ଚନ୍ଦ୍ର ମେହେରଙ୍କୁ ହାଇସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ ନିଆରା ଢଙ୍ଗରେ ଅବସରକାଳୀନ ସମ୍ବର୍ଦ୍ଧନା । ସୂଚନାଯୋଗ୍ୟ ଯେ, ଗତ ୧୯୯୪ ମସିହାରେ…
Read More...

ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଜଣେ ଡାକ୍ତରଙ୍କ ଘରେ ଗଛ କାଟିବା ସମୟରେ ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବଲାଙ୍ଗିର ଡୁଙ୍ଗୁରିପଡ଼ାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ଏଠି…
Read More...

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଜଣେ ଶ୍ରମିକ ମୃତ

ବଲାଙ୍ଗିର : ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର ଜିଲ୍ଲା ଡୁଙ୍ଗୁରିପଡାର ଘଟଣା । ଗଛ କାଟୁଥିବା ସମୟରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ ଶ୍ରମିକ ଜଣଙ୍କ । ମୃତ ଶ୍ରମିକ ଜଣଙ୍କ ହେଲେ କାଲିଝରଣ ଗାଁର କୁମାର ହରପାଳ । ଖବର ମୁତାବକ,…
Read More...

ନିଟ୍‌ ୟୁଜି ଏବଂ ୟୁଜିସି ନେଟ୍‌ ପ୍ରବେଶିକା ପରିକ୍ଷାରେ ଘଟିଥିବା ମହାଦୁର୍ନିତିର ପ୍ରତିବାଦରେ ଏଆଇଡିଏସ୍‌ଓର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଡିଏସ୍‌ଓ ବଲାଙ୍ଗିର ଜିଲ୍ଲା ପକ୍ଷରୁ ନିଟ୍‌ ଏବଂ ନେଟ୍‌ ପ୍ରବେଶିକାରେ ଘଟିଥିବା ମହାଦୁର୍ନିତିର ପ୍ରତିବାଦରେ ଛାତ୍ର ବିକ୍ଷୋଭ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ନିଟ୍‌ ଏବଂ ନେଟ୍‌ରେ ହୋଇଥିବା ମହାଦୁର୍ନିତିର…
Read More...