Browsing Tag

balangir news

ବିଜେପିର ଗାଁକୁ ଚାଲ ଅଭିଯାନରେ ସାମିଲ ହେଲେ ଶତାଧିକ ଗ୍ରାମବାସୀ : ଅନ୍ୟ ଦଳର କର୍ମୀମାନେ ବିଜେପିରେ ହେଲେ ସାମିଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ବିଜେପିର ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳୀର ଚୁଡାପାଲି ମଣ୍ଡଳ ଅଧୀନରେ ଥିବା ଝାଙ୍କର ପାଲି ଗାଁରେ ବିଜେପି ପକ୍ଷରୁ ଗାଁକୁ ଚାଲ (ବୁଥ୍‌କୁ ଚାଲ) ଅଭିଯାନ ପାଇଁଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରେ ଦଳ
Read More...

ବେଲପଡା ବ୍ଲକ ମୁଖ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ବେଲପଡା ବ୍ଲକ ମୁଖ୍ୟାଳୟଠାରେ ପୂର୍ବାହ୍ନରେ ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ଉପ ଜିଲ୍ଲାପାଳ ଅମିତ
Read More...

ବଲାଙ୍ଗିରରେ ଲକ୍ଷ୍ମୀ ବସ ଯୋଜନା ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ସଦରମହକୁମା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟ ପଡିଆଠାରେ ଲକ୍ଷ୍ମୀ ବସ ସେବା ଯୋଜନା ଲୋକାର୍ପିତ ହୋଇଯାଇଛି । ଅଭାସି ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରକମଳରେ ଲକ୍ଷ୍ମୀ ବସ ଯୋଜନା ଲୋକାର୍ପିତ କରିଛନ୍ତି । ଆଜି
Read More...

ବଲାଙ୍ଗିର ନୂତନ ସଦର ଏସ୍‌ଡ଼ିପିଓ ଭାବେ ଯୋଗ ଦେଲେ ପ୍ରଦୀପ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ନୂତନ ସଦର ଏସ୍‌ଡ଼ିପିଓ ଭାବେ ଯୋଗ ଦେଇଛନ୍ତି ପ୍ରଦୀପ କୁମାର ସାହୁ । ଏସ୍‌ଡ଼ିପିଓ ଶ୍ରୀ ସାହୁ ପୂର୍ବରୁ ସମ୍ବଲପୁର ସଦର ଏସ୍‌ଡ଼ିପିଓ ଭାବେ କାର୍ଯ୍ୟରତ ଥିବା ବେଳେ ଏବେ ସେ ବଦଳି ହୋଇ ବଲାଙ୍ଗିର ସଦର ଏସ୍‌ଡ଼ିପିଓ ଭାବେ ଦାୟିତ୍ୱ ଗ୍ରହଣ
Read More...

ଜେଏସ୍‌ଏମ୍‌ ମହାବିଦ୍ୟାଳୟରେ ଭାଷା ହିଁ ମଣିଷର ପରିଚୟ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍‌ଏମ୍‌ ବାଣିଜ୍ୟ ଓ କଳା ମହାବିଦ୍ୟାଳୟର ଭାଷା ସାହିତ୍ୟରେ ସୃଜନଶୀଳତା କାର୍ଯ୍ୟକ୍ରମରେ ଭାଷା ହିଁ ମଣିଷର ପରିଚୟ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଚେୟାରମେନ ସିଏ ଶ୍ରୀକାନ୍ତ ଶର୍ମା, ନିର୍ଦ୍ଦେଶିକା ଶ୍ରୀମତୀ
Read More...

୧୦ରୁ ଅଧିକ କେସ୍‌ରେ ସାମିଲ୍‌ ଥିବା ଅଭିଯୁକ୍ତଙ୍କୁ ଗିରଫ୍‌ କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୦ରୁ ଅଧିକ କେସ୍‌ରେ ସାମିଲ୍‌ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ୍‌ କରି ଆଜି କୋର୍ଟ ଚାଲାଣ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ । ସୂଚନା ଅନୁସାରେ ଗତ ୧୦ ତାରିଖ ସଂଧ୍ୟାରେ ଜିଆର୍‌
Read More...

ବଲାଙ୍ଗିର ଯାଦବ ଭବନରେ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯାଦବ ଭବନରେ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି । ବଲାଙ୍ଗିର ପୌରାଂଚଳ ଯାଦବ ମହାସଭା ଓ ବୀରମହାରାଜପୁର ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସା ଆନୁକୂଲ୍ୟରେ ଆଜି ପୂର୍ବାହ୍ନରୁ ୯ଟାରୁ ଏହି ଶିବିର ଆରମ୍ଭ ହୋଇଥିବା
Read More...

ନିଜ ଭାଇର ଠେଙ୍ଗା ମାଡ଼ରେ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଜ ଭାଇର ଠେଙ୍ଗା ମାଡ଼ରେ ଜଣେ ବ୍ୟକ୍ତି ଗୁରୁତର ହୋଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ବେଲପଡ଼ା ନିବାସୀ ଲମ୍ବୋଦର ପୁଟେଲ୍‌(୪୫) ପ୍ରତ୍ୟହ ମଦ
Read More...

୨ କିନ୍ନର ଲୁଟିନେଲେ ୧୧ ହଜାର ଟଙ୍କା ସହ ମୋବାଇଲ ଫୋନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨ ଜଣ କିନ୍ନର ଜଣେ ଯୁବକଙ୍କଠାରୁ ୧୧ ହଜାର ଟଙ୍କା ସହ ମୋବାଇଲ ଫୋନ୍‌ ଲୁଟି ନେଇଥିବା ବଲାଙ୍ଗିର ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ବିଜେପୁର ପାଖ ତୁହିଲାମାଲ ଗାଁର ମନୋଜ ହରିପାଲ୍‌ ତାମିଲ୍‌ନାଡ଼ୁରୁ ଟ୍ରେନ୍‌ ଯୋଗେ ଫେରି ନିଜର ଜଣେ
Read More...

ଥାନାରୁ ଅଭିଯୋଗ ଫେରସ୍ତ ନେବାକୁ ଧମକ୍‌ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଥାନାରୁ ଅଭିଯୋଗ ଫେରସ୍ତ ନେବାକୁ ଧମକ୍‌ ଦିଆଯାଇଥିବା ସଂପର୍କରେ ପୁଇଁତଲା ଥାନା ଅନ୍ତର୍ଗତ ବିଲେଇସର୍ଡା ନିବାସୀ ଶାରଳା ଗଡ଼ତ୍ୟା ବଲାଙ୍ଗିର ଟାଉନ୍‌ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଶାରଳା କହିଛନ୍ତି ଯେ, ଗତ ୨୪ ତାରିଖ ଦିନ ତାଙ୍କ ଶ୍ୱଶୁର ମୋହନ
Read More...