Browsing Tag

balangir news

ଟ୍ରେନରେ ଛାଡି ଦେଇଥିଲେ ୧୬ ଲକ୍ଷର ସୁନାଗହଣା : ଫେରାଇଲା ବଲାଙ୍ଗିର ଆର୍‌ପିଏଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁଲ ବଶତଃ ଟ୍ରେନରେ ଛାଡି ଦେଇଥିଲେ ସୁନା ଅଳଙ୍କାର । ସେହି ସୁନା ଅଳଙ୍କାରକୁ ଉଦ୍ଧାର କରି ରେଳ ଯାତ୍ରୀଙ୍କୁ ଫେରାଇଲା ରେଳବାଇ ପୁଲିସ । ହାୱଡାରୁ ରାଉରକେଲା ଅଭିମୁଖେ ଆସୁଥିବା ଦମ୍ପତି ଭୁଲରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଟ୍ରେନରେ ଛାଡି ଦେଇଥିବାବେଳେ
Read More...

ଦେଉଳପଦର-ପୁଆ ମଝିରେ ସୁକତେଲ ନଦୀରେ ନିର୍ମାଣ ହେବ ଭୂତଳ ଜଳସଂରକ୍ଷଣ କେନ୍ଦ୍ର : ମନ୍ତ୍ରୀ ନିରଂଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଗରତଳଗୋଠ ଛକଠାରେ ଗତ ୭ ଦିନ ହେଲା ଚାଲିଥିବା ମେଣ୍ଡା ବାରପାହାଡ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୫ମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ସୋନପୁର ବିଧାୟକ ତଥା ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଝାରୀ ଯୋଗଦେଇଥିଲେ । ସେ ମହୋତ୍ସବରେ
Read More...

ବଲାଙ୍ଗିର ଆକାଶବାଣୀରେ ବିଶ୍ୱ ରେଡ଼ିଓ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆକାଶବାଣୀ କେନ୍ଦ୍ରଠାରେ ବିଶ୍ୱ ରେଡ଼ିଓ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭବାନୀପାଟଣା କ୍ଲଷ୍ଟର ମୁଖ୍ୟ ଡେପୁଟି ଡାଇରେକ୍ଟର ଜେନେରାଲ ମଦନ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ରେଡ଼ିଓ ଯାତ୍ରା ନାମରେ ଏକ
Read More...

ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ସମ୍ବଲପୁର ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିସିଏଫ୍‌ଏ କଲେଜଛକ ବଲାଙ୍ଗିର ଆନୁକୁଲ୍ୟରେ ଦ୍ୱିତୀୟ ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ସିସିଏଫ୍‌ଏ ସଭାପତି ସୁରେନ୍ଦ୍ର ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖେଳରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବଲାଙ୍ଗିର ସାଂସଦ
Read More...

କଂଗ୍ରେସର ଦଳିତ ଜନଜାତି ସମ୍ମିଳନୀରେ ଗର୍ଜିଲେ ସମରେନ୍ଦ୍ର

ଦଳିତଙ୍କୁ ଶିକ୍ଷା, ରୋଜଗାର, ରାଜନୈତିକ ଅଧିକାରରୁ ବଂଚିତ କରିଛି ସରକାର : ସମରେନ୍ଦ୍ରଭୋଟ ମାଧ୍ୟମରେ ଦଳିତ ବିରୋଧି ସରକାରଙ୍କୁ ଜବାବ ଦେବାର ସମୟ ଆସିଛି : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : କଂଗ୍ରେସର ଦଳିତ ଜନଜାତି ସମ୍ମିଳନୀରେ ଗର୍ଜିଲେ ସମରେନ୍ଦ୍ର । ଏହି ଅବସରରେ ସେ
Read More...

ବିଜେଡିର ଯୁବ ସମାବେଶ : କଳିକେଶଙ୍କ ଉପସ୍ଥିତିରେ ସାମିଲ ହେଲେ ହଜାରେରୁ ଅଧିକ ଦଳିତ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳ ବଲାଙ୍ଗିର ପକ୍ଷରୁ ଏକ ବିଶାଳ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନର ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ତଥା ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ସିଂଦେଓଙ୍କ ଉପସ୍ଥିତିରେ ୧୦୦୦ରୁ
Read More...

ଶିଶୁମାନଙ୍କର ସୁରକ୍ଷା ଓ ଯତ୍ନ ପାଇଁ ସଚେତନତା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଲପଡ଼ା ବ୍ଲକ ସଭାଗୃହଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ତାଲିମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ବେଲପଡା ବ୍ଲକର ତହସିଲଦାର ବନବିହାରୀ ହରିପାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ
Read More...

ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରର ସମ୍ପୂର୍ଣ୍ଣ ନିଷେଦ୍ଧାଦେଶ ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ସାଂସ୍କୃତିକ ସଂଘ ବଲାଙ୍ଗିରର ସଦସ୍ୟ ବୃନ୍ଦ ଗତକାଲି ନୂଆ ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ସଂଘ ହାତକୁ ନେଉଥିବା ବହୁବିଧ ସମାଜ ମଙ୍ଗଳ କାମ ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ
Read More...

ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅଧିନସ୍ଥ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ପ୍ରଶିକ୍ଷଣ ଶିବିର ଅଧ୍ୟକ୍ଷ ସୁଦାମ ଚରଣ ଖମାରୀଙ୍କ ଦ୍ୱାରା ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ରାଜନୀତି ବିଜ୍ଞାନର ଅଧ୍ୟାପିକା
Read More...

ଫ୍ରେଣ୍ଡସ୍ କ୍ଲବ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : ସମ୍ବଲପୁରକୁ ହରାଇ କଦଲିପାଲି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆଠାରେ ବଲାଙ୍ଗିର ଫ୍ରେଣ୍ଡସ୍‌ କ୍ଲବ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳରେ କ୍ଲବର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ
Read More...