Browsing Tag

balangir news

ବାଇକ୍‌ରୁ ପଡ଼ି ୨ ସାଙ୍ଗ ଗୁରୁତର, ବିବିଏମ୍‌ସିଏଚ୍‌ରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଇକ୍‌ରୁ ପଡ଼ି ୨ ସାଙ୍ଗ ଗୁରୁତର ହୋଇପଡ଼ିଥିବା ବେଳେ ଦୁହିଁଙ୍କୁ ବିବିଏମ୍‌ସିଏଚ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପୁଇଁତଲା ଥାନା ରଣ୍ଡା ଗାଁର ଦୁଇଜଣ ସାଙ୍ଗ ସୁରେଶ ବୁଡେ଼କ(୨୩) ଓ ରବି ବେହେରା(୨୨) ଅନ୍ୟ ଜଣେ ସାଂଗଙ୍କୁ
Read More...

ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୩ରୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିସିଏଫ୍‌ଏ କଲେଜଛକ ବଲାଙ୍ଗିର ଆନୁକୁଲ୍ୟରେ ଆସନ୍ତା ୧୩ ତାରିଖ ମଙ୍ଗଳବାରଠାରୁ ସ୍ଥାନୀୟ ମିଶନ ହାଇସ୍କୁଲ ପଡିଆଠାରେ ଦ୍ୱିତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ସିସିଏଫ୍‌ଏ ବଲାଙ୍ଗିର ସଭାପତି ସୁରେନ୍ଦ୍ର ନାଗଙ୍କ ଅଧ୍ୟକ୍ଷତାରେ
Read More...

ବିଧାନସଭା ଶେଷ ଅଧିବେଶନ ପରେ ବଲାଙ୍ଗିର ଫେରିଲେ ନରସିଂହ

ସାଧାରଣ ଜନତା ଓ ଦଳିତ କର୍ମକର୍ତ୍ତା ଦେଲେ ଭାବବିହ୍ୱଳ ସମ୍ବର୍ଦ୍ଧନାବଂଚି ଥିବା ଯାଏଁ ଲୋକଙ୍କ ସେବା ପ୍ରଦାନ କରିବା ପାଇଁ ଦେଲେ ପ୍ରତିଶୃତି ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନ ୫ଟାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ରାଜନୈତିକ ଜୀବନର ଶେଷ ବିଧାନସଭା ଅଧିବେଶନ ସାରି
Read More...

ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଦ୍‌ଯାପିତ : କଣ୍ଟାବାଞ୍ଜି ରେଡ ବିଜେତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମଠାରେ ଓଡିଶା କ୍ରିକେଟ ଏସୋସିଏସନ୍‌ ଓ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଆଜିର ଏହି ଫାଇନାଲ ମ୍ୟାଚ୍‌ଟି ୪୦ ଓଭର ବିଶିଷ୍ଟ ହୋଇଥିଲା । ବଲାଙ୍ଗିର ଗ୍ରୀନ ଦଳ ଟସ୍‌ ଜିଣି
Read More...

୨ୟ ସେମିଫାଇନାଲରେ କଣ୍ଟାବାଞ୍ଜି କୋଷ୍ଟାଲ ୧୧କୁ ହରାଇ ଫାଇନାଲରେ ସମ୍ବଲପୁର ଭାରତ କ୍ଲବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ବଲାଙ୍ଗିର ଫ୍ରେଣ୍ଡସ କ୍ଲବ ପକ୍ଷରୁ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରବିବାର ୨ୟ ସେମିଫାଇନାଲରେ ପ୍ରତିଯୋଗିତାର ଷଷ୍ଠ ଦିବସରେ କ୍ଲବର ସଭାପତି ଲୋଟସ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ
Read More...

ମାସିକ ରଚନା ସନ୍ଧ୍ୟା

ଯୁବସମାଜ ପାଇଁ ଉପଯୁକ୍ତ ମାର୍ଗଦର୍ଶନ ଆବଶ୍ୟକ ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁବସମାଜ ସମ୍ମୁଖରେ ଆଗରୁ ବି ଆହ୍ୱାନ ଥିଲା, ଏବେ ବି ଅଛି ଓ ଆଗକୁ ବି ରହିବ । କେବଳ ସୁଦୃଢ ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ବଳରେ ସେମାନେ ନିଜର ସୁନ୍ଦର ଭବିଷ୍ୟତ ଗଠନ କରିପାରିବେ । ଏଥି ପାଇଁ ଉପଯୁକ୍ତ
Read More...

ସ୍ୱର୍ଗୀୟ ସୃଜନୀ ସାହିତ୍ୟ ପ୍ରତିଷ୍ଠାନର ପ୍ରଥମ ଇ-ପତ୍ରିକା ‘ପଦ୍ମସ୍ଥିତା’ର ତୃତୀୟ ସଂସ୍କରଣର ଶୁଭ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱର୍ଗୀୟ ସୃଜନୀ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ତାର ମାନସ କନ୍ୟା ପ୍ରଥମ ଇ-ପତ୍ରିକା 'ପଦ୍ମସ୍ଥିତା'ର ତୃତୀୟ ସଂସ୍କରଣର ଶୁଭ ଉନ୍ମୋଚନ ଉତ୍ସବ ଭର୍‌ଚୁଆଲ୍‌ ମୋଡ଼୍‌ରେ ଅତିଥିମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି ଇ-ପତ୍ରିକାରେ ଓଡ଼ିଶାର ବିଭିନ୍ନ
Read More...

ବଲାଙ୍ଗିରରେ ଆତ୍ମରକ୍ଷା ତାଲିମ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଆସିଡିଏସ୍‌ ମିଟିଂ ହଲଠାରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ତରଫରୁ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ବ୍ଲକର ୫୫ ଜଣ କିଶୋରୀ ଛାତ୍ରୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିଥିଲା
Read More...

କର୍ଣ୍ଣେଲ ୟୁ-୨୩ ସି.କେ. ନାଇଡୁ ଟ୍ରଫି ଗାନ୍ଧି ଷ୍ଟାଡିୟମରେ

ଓଡିଶା ବନାମ ପଞ୍ଜାବ ମଧ୍ୟରେ ତା.୧୮ରୁସଂସଦର ବାର୍ଷିକ ସାଧାରଣ ପରିଷଦ ବୈଠକ ଆୟୋଜିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ୍‌ ଏବଂ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ତଥା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତା ଓ ସାଧାରଣ
Read More...

ସାଇଟ ନର୍ସିଂ କଲେଜର ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ସମାବର୍ତ୍ତନ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ସ୍ଥିତ ସାଇଟ ନର୍ସିଂ କଲେଜର ସମସ୍ତ ଏମ୍‌.ଏସ୍‌.ସି (ନର୍ସିଂ) ଉର୍ତ୍ତୀଣ୍ଣ ହୋଇଥିବା ପ୍ରଥମ ବ୍ୟାଚ୍‌ ଛାତ୍ରଛାତ୍ରୀମାନଙ୍କ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର
Read More...