Browsing Tag

balangir news

ଜରସିଂହା ବିଏନ୍‌ଏନ୍‌କୁ ହରାଇ ସମ୍ବଲପୁର ଭାରତ କ୍ଲବ ୨ୟ ସେମିଫାଇନାଲରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ବଲାଙ୍ଗିର ଫ୍ରେଣ୍ଡସ୍‌ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଶନିବାର ଆୟୋଜିତ ପ୍ରତିଯୋଗିତାର ପଞ୍ଚମ ଦିବସରେ କ୍ଲବର ସଭାପତି ଲୋଟସ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ
Read More...

ଆଜି ବିଜେପି ପକ୍ଷରୁ ଗାଁକୁ ଚାଲ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜୋନ୍ ନମ୍ଵର୍ ୨୩ର ଚାଣ୍ଟିମୁଣ୍ଡା ଗାଁଠାରେ ମଣ୍ଡଳ ସଭାପତି ପୁରୁଷୋତ୍ତମ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଗୋପାଲଜୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ
Read More...

ବଲାଙ୍ଗିର ଜିଲ୍ଲାରେ ଉଦ୍‌ଘାଟନ ହେଲା ଫାଇଲେରିଆ ନିରାକରଣ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ୧୧ ଗୋଟି ବ୍ଲକ ଓ ୪ ଗୋଟି ସହରାଞ୍ଚଳରେ ଆରମ୍ଭ ହୋଇଯାଇଛି ଫାଇଲେରିଆ ନିରାକରଣ ଅଭିଯାନ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ । ଆଜି ପୂର୍ବାହ୍ନରେ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଗୌରବ
Read More...

ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀନଗରଠାରେ ଫାଇଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଶାସ୍ତ୍ରୀନଗର ପରିସର ମଧ୍ୟରେ ଚଳିତ ବର୍ଷର ଫାଇଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଉକ୍ତ ଅଭିଯାନରେ ନେସ୍‌ନାଲ୍‌ ପିସ୍‌ ୟୁନିସନ୍‌ ଦ୍ୱାରା ପରିଚାଳିତ ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ
Read More...

ଆସନ୍ତା ୧୮ରୁ କର୍ଣ୍ଣେଲ୍‌ ସି.କେ.ନାଇଡ଼ୁ ଟ୍ରଫି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୧୮ ତାରିଖରୁ ୨୧ ତାରିଖ ପର୍ୟ୍ୟନ୍ତ ୪ ଦିନ ଧରି ବଲାଙ୍ଗିର ଗାନ୍ଧୀ ଷ୍ଟାଡ଼ିଅମ୍‌ରେ କର୍ଣ୍ଣେଲ୍‌ ସି.କେ.ନାଇଡ଼ୁ ଟ୍ରଫି ଓଡ଼ିଶା କ୍ରିକେଟ୍‌ ଆସୋସିଏନ୍‌ ଏବଂ ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଆୟୋଜିତ ହେବ । ଏ ସଂପର୍କରେ ଆଜି ଗାନ୍ଧୀ
Read More...

ଶିଶୁ ବିକାଶ କେନ୍ଦ୍ର ପକ୍ଷରୁ ସଦ୍‌ଭାବନା ସାଇକେଲ ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁ ବିକାଶ କେନ୍ଦ୍ର ପକ୍ଷରୁ ଦୁଇ ଦିନିଆ ସଦ୍‌ଭାବନା ସାଇକେଲ ରାଲି ଆରମ୍ଭ ହୋଇଯାଇଛି । ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ତଥା ଶିଶୁ ବିକାଶ କେନ୍ଦ୍ରର ୪୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶିଶୁ ସୁରକ୍ଷା, ନାରୀ ନିର୍ଯାତନା, ନିଶା ନିବାରଣ ସଂପର୍କରେ
Read More...

ସ୍କୁଲକୁ ଯିବା ସମୟରେ ଟେମ୍ପୁରୁ ଛିଟିକି ପଡ଼ି ଛାତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍କୁଲକୁ ଯିବା ସମୟରେ ଟେମ୍ପୁରୁ ଛିଟିକି ପଡ଼ି ଛାତ୍ରୀ ଗୁରୁତର ହୋଇ ବଲାଙ୍ଗିର ବିବିଏମ୍‌ସିଏଚ୍‌ରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ମିଳିଥିବା ଖବର ଅନୁସାରେ ମୁରିବାହାଲ ଥାନା କନ୍ଧେନଝୁରାର ଷଷ୍ଠ ଶ୍ରେଣୀ ଛାତ୍ରୀ ପୂର୍ଣ୍ଣିମା ସାହୁ(୧୨) ୪
Read More...

ଭାରସାମ୍ୟ ହରାଇ ବାଇକ୍‌ ଦୁର୍ଘଟଣାଗ୍ରସ୍ତ, ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଜଣେ ବାଇକ୍‌ ଚାଳକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗଭୀର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଦେଓଗାଁ ଥାନା ବଗଡ଼ା ଗାଁରୁ ବଲାଙ୍ଗିର ସହରକୁ ବାଇକ୍‌ ଯୋଗେ ପ୍ରକାଶ ସାହୁ(୩୦) ମେଡ଼ିକାଲ୍‌ କାମରେ ଆସୁଥିବା ବେଳେ କୁରୁଲ
Read More...

ପୋଲିସ ଅଧିକାରୀଙ୍କ ପାଇଁ ଶିଶୁ ସୁରକ୍ଷା ଆଇନ ଉପରେ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଟିଟିଲାଗଡ଼ ପୋଲିସ ଉପଖଣ୍ଡ ସ୍ତରୀୟ ଶିଶୁ ସୁରକ୍ଷା ଏବଂ ସେମାନଙ୍କ ଅଧିକାର ନିମନ୍ତେ ଥିବା ବିଧି ବ୍ୟବସ୍ଥା ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାଟିକୁ ଟିଟିଲାଗଡ଼ ସବ୍‌କଲେକ୍ଟର ଉଦ୍‌ଘାଟନ
Read More...

ବିଡିଘାଟରେ ମାହେଶ୍ୱରୀ ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ଜଣାଶୁଣା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ଏବଂ ନାରାୟଣ ହେଲ୍‌ଥ ରାୟପୁରର ମିଳିତ ଆନୁକୁଲ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ଏବଂ ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ସ୍ୱାସ୍ଥ୍ୟ ଶିବିରକୁ ପୂର୍ବତନ ଶିକ୍ଷକ
Read More...