Browsing Tag

balangir news

ସଂପର୍କୀୟଙ୍କ ଆକ୍ରମଣରେ ଝିଅ ସହ ମା’ବାପା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ସଂପର୍କୀୟଙ୍କ ଆକ୍ରମଣରେ ମା’ବାପା ସହ ଝିଅ ଗୁରୁତର ହୋଇ ପଡ଼ିଥିବା ସୂଚନା ମିଳିଛି । ଏଭଳି ଏକ ଘଟଣା ଘଟିଛି ପୁଇଁତଲା ଥାନା ଅଧୀନସ୍ଥ ଖଇରବାଡ଼ି ଗ୍ରାମରେ । ଆକ୍ରମଣର ଶିକାର ହୋଇଥିବା ମୁକୁନ୍ଦ ଦାଶ(୬୫)ଙ୍କ କହିବା ଅନୁସାରେ ତାଙ୍କ ସଂପର୍କୀୟ ସୁରେଶ
Read More...

କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ ସାହିତ୍ୟ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୬.୦୧.୨୦୨୪ରୁ ଆରମ୍ଭ ହୋଇଥିବା ନୂଆ-ଓ ସାହିତ୍ୟ କାର୍ଯ୍ୟକ୍ରମ ୦୭.୦୨ ୨୦୨୪ରେ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ପର୍ଯ୍ୟାୟ କ୍ରମେ ଲୋକନୃତ୍ୟ, ହସ୍ତାକ୍ଷର ଲିଖନ, ପ୍ରବନ୍ଧ ଲିଖନ, ବକୃତା, ଭଜନ ଗାନ, କୁଇଜ ତଥା କବିତା ଲିଖନ ଆଦି ପ୍ରତିଯୋଗିତା
Read More...

ଡେଙ୍ଗ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ସଭାପତିତ୍ୱ ଅନୁସାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ସଇଁତଲା
Read More...

ସାଇଟ ନର୍ସିଂ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ସ୍ଥିତ ସାଇଟ ନର୍ସିଂ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗତ ଦୁଇ ଦିନ ବ୍ୟାପି ଅନୁଷ୍ଠିତ ହୋଇ ଆଜି ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ସୁଶ୍ରୀ ଶିକ୍ଷା ଅନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଡ. ଶ୍ରୀକର
Read More...

ଯୁଆନ୍‌ ପୁଅର ମା’ଙ୍କ ବିକଳ କ୍ରନ୍ଦନରେ ଫାଟି ପଡ଼ୁଛି ବଲାଙ୍ଗିର କଚେରି ଛକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦାଦନ ଖଟି ଯାଇ ମୃତ୍ୟୁବରଣ କରିଥିବା ଯୁଆନ୍‌ ପୁଅର ମା’ଙ୍କ ବିକଳ କ୍ରନ୍ଦନରେ ଫାଟି ପଡ଼ୁଛି ବଲାଙ୍ଗିର କଚେରି ଛକ । ମୁରିବାହାଲ ଥାନା ଅଧୀନସ୍ଥ ସାନ୍‌ଝର୍‌ବାହାଲି ଗାଁର ବିଧବା ମା’ ପଦ୍ମା ସେଠଙ୍କ ପୁଅ ମୈତ୍ର ସେଠ(୨୫) ଗତ ଦଶହରା ମାସରେ ତେଲେଙ୍ଗାନାକୁ
Read More...

୧୬ ଫେବୃୟାରୀ ଦେଶ ବ୍ୟାପୀ ଧର୍ମଘଟ ପାଇଁ ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା କମିଟିର ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ରୀୟ ଟ୍ରେଡ ୟୁନିୟନ, ସ୍ୱାଧୀନ ଫେଡେରେସନ, ଆସୋସିଏସନ୍‌ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଆହ୍ୱାନରେ ୧୬ ଫେବୃୟାରି ଦେଶ ବ୍ୟାପୀ ଏଆଇସିୟୁସି ବଲାଙ୍ଗିର ଜିଲ୍ଲା କମିଟି ବୈଠକ ସ୍ଥାନୀୟ ଗୋୟଲ ଧର୍ମଶାଳାଠାରେ ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସଂଘ
Read More...

ଆଟଗାଁ ପଂଚାୟତ ଆମ ଓଡିଶା ନବୀନ ଓଡିଶା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ପୁଇଁତଲା ବ୍ଲକ ଆଟଗାଁଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସରିଯାଇଛି । ଏହି କାର୍ଯ୍ୟକ୍ରମରେ ପୁଇଁନ୍ତଲା ବ୍ଲକ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ବିଜୟ କୁମାର ହୋତା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବ୍ଲକ ବିପିସି ରାଜେଶ
Read More...

ଜନ୍ମକଲା ପୁଅକୁ ଗଳାକାଟି ହତ୍ୟା କଲା ମା’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ୍ମକଲା ପୁଅକୁ ଗଳାକାଟି ହତ୍ୟା କଲା ମା’ । ଏଭଳି ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅଧୀନସ୍ଥ ଖଲିଆପାଲି ଗାଁରେ । ସୂଚନା ଅନୁସାରେ ଆଜି ସକାଳ ସାଢେ଼ ୭ଟା ସମୟରେ ରବୀନ୍ଦ୍ର ନାଗଙ୍କ ପତ୍ନୀ ୨ ଝିଅ ଓ ଗୋଟିଏ ପୁଅର
Read More...

ଜାତୀୟ କବାଡି ଖେଳାଳି ନମିତା ଓ ସୁନୀତାଙ୍କୁ ମିଳିଲା ପ୍ରଶିକ୍ଷିକା ଚାକିରି

ଛାତ୍ରଛାତ୍ରୀଙ୍କୁ କବାଡିଖେଳ ତାଲିମଦେବେ, ପାଇବେ ୨୫ ହଜାର ଲେଖାଏଁ ଦରମା ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦୁଇଜଣ ଜାତୀୟ କବାଡି ଖେଳାଳି ନମିତା ଭୋଇ ଓ ସୁନୀତା ମାଝୀଙ୍କୁ ସରକାର କୌଣସି ସହଯୋଗ କରୁନଥିବା ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ଓ ପ୍ରସାରିତ
Read More...

ସିସିଏଫ୍‌ଏ ବୀରମହାରାଜପୁରକୁ ହରାଇ କଦଳିପାଲି ଫାଇନାଲରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଖେଳପଡିଆରେ ବଲାଙ୍ଗିର ଫ୍ରେଣ୍ଡ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଆୟୋଜିତ ପ୍ରତିଯୋଗିତାର ତୃତୀୟ ଦିବସରେ କ୍ଲବର ସଭାପତି ଲୋଟସ ଷଡ଼ଙ୍ଗୀଙ୍କ
Read More...