Browsing Tag

balangir news

ବରକାନି ପଂଚାୟତ ମାଙ୍କଡଚୁଆଁରେ ସମରେନ୍ଦ୍ର

ପାଖକୁ ପହଂଚି ଲୋକଙ୍କ ସମସ୍ୟା ସମାଧାନ ଆମର ଲକ୍ଷ୍ୟ : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ଅଂଚଳର ଲୋକେ ବହୁତ ସରଳ । ତାଙ୍କ ଦୈନନ୍ଦିନ ଜୀବନର ସମସ୍ୟା ହେଉ କି ଗାଁର ସାମୁହିକ ସମସ୍ୟା ସେ ସବୁକୁ ଉପଯୁକ୍ତ ଫୋରମ ହେଉ କି ଅଧିକାରୀଙ୍କ ପାଖରେ ପହଞ୍ଚି ତାର ସମାଧାନ କରି
Read More...

ବଲାଙ୍ଗିର ଜଗନ୍ନାଥପଡା ରାମଲୀଳା ପାଇଁ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ରାମଲୀଳା ନାଟକ ଆୟୋଜିତ କରିବା ପାଇଁ ନାଟ୍ୟ ସଂସଦ ତରଫରୁ ନିଷ୍ପତ୍ତି ନିଆଯାଇଛି । ଆଗାମୀ ୧୯ ତାରିଖ ମଙ୍ଗଳବାର ଦିନଠାରୁ ରାମଜୀପଡା ରଘୁନାଥ ମନ୍ଦିର ଆଜ୍ଞାମାଳ ଆଣି ରାମଲୀଳା ରିଏଲ୍‌ସିଏଲ୍‌ ହେବ । ବଲାଙ୍ଗିର ମାଉସୀ ମା' ମନ୍ଦିର ପ୍ରାଙ୍ଗଣରେ ଆଜି
Read More...

ଯୋଗେନ୍ଦ୍ର କର୍ମୀ କୋଶଳ ସେନାର ଜିଲ୍ଲା ସଭାପତି ଓ ଇନ୍ଦ୍ରମଣି ସାହୁ ସମ୍ପାଦକ ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଳ ରାଜ୍ୟ ଗଠନ ସକାଶେ କ୍ରାନ୍ତିକାରୀ ଆନ୍ଦୋଳନକୁ ଓହ୍ଲାଇ ଥିବା କୋଶଳ ସେନାର ନୂତନ ଜିଲ୍ଲା ସଭାପତି ଭାବେ ଯୋଗେନ୍ଦ୍ର କର୍ମୀ ଓ ସମ୍ପାଦକ ଭାବେ ଇନ୍ଦ୍ରମଣି ସାହୁ ମନୋନୀତ ହୋଇଛନ୍ତି । ଉଭୟଙ୍କ ନେତୃତ୍ୱରେ କୋଶଳ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି କୋଶଳ
Read More...

ନାଗରିକ କମିଟିର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ନାଗରିକ କଲ୍ୟାଣ ମହାସଂଘ ତରଫରୁ ଏକ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ସାଇଟ କଲେଜ, ପଲ୍ଲିଶ୍ରୀ ବିହାର, ସଦାଇପାଲିଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଭାକର ମିଶ୍ର, କାର୍ଯ୍ୟକାରୀ ସଭାପତି କପିଳେଶ୍ୱର ଖମାରୀ, ଉପ-ସଭାପତି ବ୍ରଜ କିଶୋର
Read More...

ଗାୟିକା ଅସୀମା ପଣ୍ଡାଙ୍କ ଷ୍ଟାର୍‌ ନାଇଟ୍‌ରେ ଝୁମିଲେ ଦର୍ଶକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶନିବାର ଦିନ ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ଖେଳପଡିଆଠାରେ ଆୟୋଜିତ ଆସୀମା ପଣ୍ଡାଙ୍କ ଷ୍ଟାର ନାଇଟ୍‌ରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଗାୟିକା ଅସୀମା ପଣ୍ଡାଙ୍କ ଶୋରେ ଗୀତର ତାଳେ ତାଳେ ଦର୍ଶକ ଝୁମିଥିଲେ । ହଜାର ହଜାର ଯୁବକଙ୍କ ନାଚରେ ହାଇସ୍କୁଲ
Read More...

ଦୃଷ୍ଟି ବାଧିତା ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଲାପ୍‌ଟପ୍‌ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଷ୍ଟାର ପ୍ରକଳ୍ପ ଅନ୍ତର୍ଗତ ମାଗଣାରେ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀମାନଙ୍କ ସକାଶେ ଲାପ୍‌ଟପ୍‌ ବଣ୍ଟନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା
Read More...

ବିଶ୍ୱ ଖାଉଟି ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅମଲା ଭବନ ଠାରେ ଜିଲ୍ଲା ବୈଧ ମାପ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ତଥା ବଲାଙ୍ଗିର ଭଗବତି ନଗର ସ୍ଥିତ ଆଦିତ୍ୟ ଏଜୁକେଶନାଲ ଓ ଚେରିଟେବୁଲ ଟ୍ରଷ୍ଟ ସହଯୋଗରେ ଜିଲ୍ଲା ସ୍ତରୀୟ ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ
Read More...

ସୁପ୍ରିମଟାକ୍ସ ଠାରେ ମହା ସ୍ୱାସ୍ଥ୍ୟ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ସୁପ୍ରିମଟାକ୍ସ ଜେନେରାଲ ହସ୍‌ପିଟାଲ୍‌ ଓ ନେତ୍ର ନିକେତନ ଠାରେ ଆଜି ସୁପ୍ରିମଟାକ୍ସ ଅଧ୍ୟକ୍ଷ ଅଜିତ ପାଲଙ୍କ ଉଦ୍ୟମ କ୍ରମେ ଚକ୍ଷୁ ସ୍ୱାସ୍ଥ୍ୟ ସମସ୍ୟା ଓ ନିରାକରଣ ପାଇଁ ଏକ ମହା ସ୍ୱାସ୍ଥ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ୩୦୦ରୁ
Read More...

ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସୁଦ୍‌ପଡ଼ା ୱାର୍ଡ ନଂ. ୯ ଓ ୧୦ରେ ହନୁମାନ ମନ୍ଦିର ପ୍ରହରୀ ମଣ୍ଡପ ଓ ଏକ ରାସ୍ତା ତଥା ୨୧ ନମ୍ବର ୱାର୍ଡରେ ସିନିଅର୍‌ ସିଟିଜନ୍‌ ମାନଙ୍କ ପାଇଁ ଏକ ଗୃହ ଓ ଏକ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା
Read More...

ସ୍କୁଟି ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଆଇସିଆଇସିଆଇ ବ୍ୟାଙ୍କ ସାମ୍ନାରୁ ସ୍କୁଟିର ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ନେଇଗଲେ ଦୁର୍ବୃତ୍ତ । ଏଭଳି ଏକ ଅଭିଯୋଗ ଆଜି ବଲାଙ୍ଗିର ଟାଉନ୍‌ ଥାନାରେ ପହଂଚିଛି । ବଲାଙ୍ଗିର ଟିକ୍ରାପଡ଼ାର ଅଙ୍କୁଶ ପ୍ରସାଦ ହୋତା ଅଭିଯୋଗ କରିଛନ୍ତି ଯେ, ଆଜି
Read More...