Browsing Tag

balangir news

ବଲାଙ୍ଗିର ପୁଲିସ ତରଫରୁ ଫ୍ଲାଗ ମାର୍ଚ୍ଚ : ନିର୍ବାଚନ ପାଇଁ ଜୋରସୋର ପ୍ରସ୍ତୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗକୁ ନିର୍ବାଚନ ରହିଥିବା ବେଳେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବିଭିନ୍ନ ସରକାରୀ କର୍ମଚାରୀମାନଙ୍କୁ ନେଇ ସ୍ଥାନୀୟ ମହିଳା ମହାବିଦ୍ୟାଳୟରେ ତାଲିମ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ବଲାଙ୍ଗିର ପୁଲିସ ତରଫରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ବଲାଙ୍ଗିର ପୁଲିସ
Read More...

ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ଆଂଚଳିକ ଭକ୍ତଗୋଷ୍ଠୀ ଆନୁକୁଲ୍ୟରେ ସପ୍ତମ ଭକ୍ତ ମିଳନ ଉତ୍ସବ ୨୦୨୪

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିନେକେଲା ପଂଚାୟତର ସାଲେଡିଗ୍ରୀ (ଟିମନଭାଡି) ଗ୍ରାମରେ ଆଂଚଳିକ ଭକ୍ତ ଗୋଷ୍ଠୀ ଆନୁକୁଲ୍ୟରେ ସପ୍ତମ ଭକ୍ତ ମିଳନ ଉତ୍ସବ ହୋଇଯାଇଛି । ଉକ୍ତ ଉତ୍ସବରେ ବିଶ୍ୱ ଶାନ୍ତି ଘୃତ ଯଜ୍ଞ, ଠାକୁରଙ୍କ ଭକ୍ତଗୋଷ୍ଠୀ ସ୍ତବ, ଷଢପୋଚାର ପୂଜା,
Read More...

ବାନ୍ଧନଘୋର ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶୁଭଖମ୍ବ ସ୍ଥାପନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅଧିନସ୍ଥ ବାନ୍ଧନଘୋର ଗ୍ରାମରେ ମାଁ ମାହେଶ୍ୱରୀ ଦେବୀଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ମହାସମାରୋହରେ ଶୁଭଖମ୍ବ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପୁରୋଧା ଜମିଦାର ବିଧୂଭୂଷଣ ସିଂଦେଓ ଏବଂ ମୁଖ୍ୟ ଦେହେରୀ
Read More...

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସମରେନ୍ଦ୍ରଙ୍କ ବାର୍ତ୍ତାଳାପ କାର୍ଯ୍ୟକ୍ରମ

ଅଂଚଳବାସୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ଆମର ଲକ୍ଷ୍ୟ ହେବ : ସମରେନ୍ଦ୍ରଅର୍ଥନୈତିକ ବିକାଶ ଲୋକଙ୍କ ଜୀବନ ଧାରଣର ମାନ ବଢାଇଥାଏ : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଣେ ଲୋକ ପ୍ରତିନିଧି ରାଜନୀତି ମାଧ୍ୟମରେ ଲୋକଙ୍କ ସେବା କରିଥାଏ । ଅଂଚଳର ଲୋକଙ୍କ ସର୍ବାଙ୍ଗିନ ବିକାଶ କରିବାର
Read More...

ମାର୍ଚ୍ଚ ୧୯ରେ ତାଲପାଲିପଡା ରାମଜୀମନ୍ଦିରର ରତ୍ନମୁଦ ସ୍ଥାପନ

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ରପାଣ୍ଠିରୁ ଚାଲିଛି କାମ ବଲାଙ୍ଗିର, (କେପିଏନ୍‌ଏସ୍) : ବଲାଙ୍ଗୀର ସହରର ୪ ନମ୍ବର ୱାର୍ଡର ତାଲପାଲିପଡାରେ ବହୁବର୍ଷ ଅବହେଳିତ ହୋଇପଡିରହିଥିବା ମନ୍ଦିରର ପୁନଃନିର୍ମାଣ ଚାଲିଛି । ସ୍ଥାନୀୟ ପଡାବାସୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ମନ୍ଦିରକାମ
Read More...

ଦୋଳ ପୂର୍ଣ୍ଣିମା ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁର୍ଲ୍ଲୁପାଲି ସ୍ଥିତ ମା' ସମଲେଶ୍ୱରୀଙ୍କ ପୀଠଠାରେ ଚଳିତ ମାସ ୨୫ ତାରିଖରେ ପାଳିତ ହେବାକୁ ଥିବା ଦୋଳ ପୂର୍ଣ୍ଣିମା ମହୋତ୍ସବ ପାଳନ ଉପରେ ଏକ ପ୍ରସ୍ତୁତି ବୈଠକ
Read More...

ମା’ଙ୍କ କିଡ୍‌ନୀରେ ବଞ୍ଚିବ ପୁଅ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନେ ଗର୍ଭରେ ଦଶ ମାସ ଧରି ପୁଅକୁ ଜନ୍ମ ଦେଇଥିଲେ ମା' । ଛାତିରୁ ନିଗାଡ଼ି ପୁଅ ମୁହଁରେ ଦେଇଥିଲେ ଅମୃତ ତୁଲ୍ୟ କ୍ଷୀର । ପୁଅ ସଂସାରରେ ବଢ଼ିବ, ଖେଳିବ ପୁଣି ତାର ଏକ ସଂସାର ଗଢ଼ିବ ପୁଅ ବୋଲି ମା' ଦେଖିଥିଲେ ସ୍ୱପ୍ନ । ସେୟା ବି ହେଲା । ପୁଅ ବଡ଼ ହେଲା,
Read More...

ଜିଲ୍ଲାରେ ସାଧାରଣ ନିର୍ବାଚନ ସରଳ ଓ ତୃଟିଶୂନ୍ୟ କରିବା ନିମନ୍ତେ ପୋଲିଙ୍ଗ ଓ ପ୍ରିଜାଡିଙ୍ଗ ଅଧିକାରୀମାନଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ସାଧାରଣ ନିର୍ବାଚନକୁ ସରଳ ଓ ତୃଟିଶୂନ୍ୟ କରିବା ପାଇଁ ବଲାଙ୍ଗିର ଜିଲ୍ଲାପ୍ରଶାସନ ପକ୍ଷରୁ ପୋଲିଙ୍ଗ ଓ ପ୍ରିଜାଡିଙ୍ଗ ଅଧିକାରୀମାନଙ୍କୁ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଯାଇଛି । ରାଜ୍ୟରେ ହେବାକୁ ଥିବା ବିଧାନସଭା ଓ ଲୋକସଭା
Read More...

ପରୀକ୍ଷା ଦେଲାନି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ

ବଲାଙ୍ଗିର : ପରୀକ୍ଷା ଦେଲାନି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ । ଏପରି ଏକ ଖବର ଏବେ ସାମ୍ନାକୁ ଆସିଛି । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ବୁଧବାର ପରୀକ୍ଷା ଦେଇନଥିବା ବେଳେ ଶାରୀରିକ ଅସୁସ୍ଥତା ଥିବା ଦର୍ଶାଇ ସେ
Read More...

ମୁରିବାହାଲରେ ଜେସିବିରେ କାକାଙ୍କ ଘର ଭାଙ୍ଗି ମାଟିରେ ମିଶାଇଦେଲା ସାମ୍ବାଦିକ ତଥା ଫାର୍ମାସିଷ୍ଟ
ପୁତୁରା :

ବଲାଙ୍ଗିର, (ଦୁର୍ଗାନନ୍ଦ ମହାକୁର) : ନିଜକୁ କେତେବେଳେ ଜଣେ ବଡ ସାମ୍ବାଦିକ ତଥା ବ୍ଲକ ସାମ୍ୱାଦିକ ସଂଘର ସଭାପତି ତ ଆଉ କେତେବେଳେ ଫାର୍ମାସିଷ୍ଟ ପାଠ ପଢି ନିଜକୁ ଡ଼ାକ୍ତର ତ ଆଉ କେତେବେଳେ ଶାସକ ଛାତ୍ର ବିଜେଡିର ଜଣେ କର୍ମକର୍ତା କହି ଲୋକପ୍ରତିନିଧି ଓ ସରକାରୀ ଅଫିସରଙ୍କୁ ଧମକଚମକ
Read More...