Browsing Tag

balangir news

କଡ଼ା ସମାଲୋଚନା କଲେ ଗୋପାଳଜୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆରଏନ୍‌ ସିଂହଦେଓ ମେମୋରିଆଲ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀ ଉତ୍ସବରେ ମାଗଣା ଟି-ସର୍ଟ ବଂଟନକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବଲାଙ୍ଗିର ବିଜେପିର ଛାମୁଆ କାର୍ଯ୍ୟକର୍ତ୍ତା ଗୋପାଳଜୀ ପାଣିଗ୍ରାହୀ । ନିର୍ବାଚନ ଆଚରଣ ବିଧି ଲାଗୁହେବା ପରେ
Read More...

ରାଜ୍ୟରେ ନିର୍ବାଚନୀ ବିଗୁଲ୍‌ ବାଜିବା ପରେ ଏବେ ସର୍‌ଗରମ୍‌ ନିର୍ବାଚନ ମାହୋଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ନିର୍ବାଚନୀ ବିଗୁଲ୍‌ ବାଜିବା ପରେ ଏବେ ସର୍‌ଗରମ୍‌ ଜଣାପଡ଼ୁଛି ନିର୍ବାଚନ ମାହୋଲ୍‌ । ବଲାଙ୍ଗିର ସହରରେ ନିର୍ବାଚନୀ ଉଷ୍ମତାରେ ଆହୁରି ପ୍ରଖରତା ରହିଥିବା ବି ଅନୁମାନ ହେଉଛି । ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀମାନେ ନିଜ ନିଜର ସ୍ଥିତିକୁ ବଳିଷ୍ଠ
Read More...

ସେକ୍ସ ରାକେଟ୍‌ ଠାବ ଘଟଣା : ରାଣୀ ମହୁମାଛି ଫେରାର୍‌, ଗିରଫ୍‌ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଖର୍ସେଲ୍‌ପଡ଼ାର ମନୋଜ ବାରିକଙ୍କ ଭଡ଼ାଘର ଉପରେ ଗତରାତିରେ ଚଢ଼ାଉ କରି ବଲାଙ୍ଗିର ଟାଉନ୍‌ ପୋଲିସ ଅସଂଯତ ଅବସ୍ଥାରେ ଥିବା ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୪ ଜଣ ଯୁବକଙ୍କୁ ଗିରଫ୍‌ କରିଥିଲା । ଗିରଫ୍‌ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ
Read More...

ଧର୍ମପରାୟଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ ଶିକ୍ଷକ ଚାନ୍ଦମଣି ସାହୁଙ୍କ ଧର୍ମପତ୍ନୀ ସ୍ୱର୍ଗତା କୌଶଲ୍ୟା ସାହୁଙ୍କ ନିଜ ଶାନ୍ତିପଡ଼ା ଗୃହରେ ଗତ ୧୭ ତାରିଖ ଦିନ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ
Read More...

ସାଧାରଣ ନିର୍ବାଚନ ୨୦୨୪ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଆଜି ଅପରାହ୍ନ ୧୧ ଘଟିକା ସମୟରେ ସାଧାରଣ ନିର୍ବାଚନ ୨୦୨୪ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ରାଜନୈତିକ
Read More...

ବଲାଙ୍ଗିରରେ ସାଧାରଣ ନିର୍ବାଚନ ୨୦୨୪ ଉତ୍ତମ ପରିଚାଳନା ପାଇଁ ସାମ୍ବାଦିକ ସମ୍ମିଳନୀ

ନିର୍ବାଚନୀ ପରିଚାଳନା ଓ ଆଦର୍ଶ ଆଚରଣ ବିଧିର ଅନୁପାଳନକୁ ଗୁରୁତ୍ଵ ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଣତନ୍ତ୍ରର ମହାପର୍ବ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪କୁ ସୂଚାରୁ ରୂପେ ଆୟୋଜନ କରି ଏହାର ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି । ଏହି
Read More...

ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଲେ ଦଳିତ ନେତା ଦ୍ରୋଣ କୁମ୍ଭାର ଓ ବେବି କୁମ୍ଭାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଜଣାଶୁଣା ଚେହେରା ତଥା ଦଳିତ ନେତା ଦ୍ରୋଣ କୁମ୍ଭାରଙ୍କ ବିଜେଡିକୁ ଘରବାହୁଡା ହୋଇଛି । ଦ୍ରୋଣ କୁମ୍ଭାର ଓ ତାଙ୍କ ପତ୍ନୀ ବେବି କୁମ୍ଭାର ତାଙ୍କର ୨୦୦ ସମର୍ଥକଙ୍କ ସହ ବିଜେଡି ଦଳରେ ଯୋଗଦେଇଛନ୍ତି । ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିକାଶ
Read More...

ବାଲାଙ୍ଗିର ସହର ଖର୍ସେଲ୍‌ପଡା ରାସ୍ତାରେ ଭଡ଼ାଘରେ ଚାଲିଥିଲା ସେକ୍ସ ରାକେଟ୍‌ ମାଡିବସିଲା ପୋଲିସ୍‌

ବାଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଆକ୍ସନ ମୋଡ଼କୁ ଆସିଛି ବାଲାଙ୍ଗିର ଟାଉନ ଥାନା ପୋଲିସ । ସହର ଭିତରେ ଚାଲିଥିବା ସେକ୍ସ ରାକେଟ୍‌ କାବୁ କରି ଚର୍ଚ୍ଚାକୁ ଆସିଛି । ସହରର ୨୧ ନମ୍ବର ୱାର୍ଡ଼ ଶାନ୍ତିପଡ଼ା ଛକରୁ ଖର୍ସେଲ୍‌ପଡାକୁ ଯିବା ରାସ୍ତାରେ ଏକ ଭଡ଼ାଘରେ ଦୀର୍ଘ ମାସ ଧରି ଏହି ସେକ୍ସ
Read More...

ଆର୍‌ସିଡିସିର ୩୧ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଲାଲଟିକ୍ରାର ରାଧିକାନଗରଠାରେ ଆର୍‌ସିଡିସିର ୩୧ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆର୍‌ସିଡିସିର ବରିଷ୍ଠ କର୍ମୀ କୁଳମଣି ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ପୂର୍ବତନ ପ୍ରୋଗ୍ରାମ ଅଫିସର
Read More...

ସାଧାରଣ ନିର୍ବାଚନ ପାଇଁ ଅସ୍ତ୍ରଶସ୍ତ୍ର ଜମା ଦେବାକୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ସାଧାରଣ ନିର୍ବାଚନ ୨୦୨୪ ପାଇଁ ତାରିଖ ଘୋଷଣା ହେବା ସହିତ ସମଗ୍ର ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏ ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ରଖିଥିବା ବ୍ୟକ୍ତି ବିଶେଷମାନଙ୍କୁ ନିଜ
Read More...