Browsing Tag

balangir news

ବିଶ୍ୱ ପଖାଳ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହର ରାଉରକେଲାରେ ବିଶ୍ୱ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିକୂଳ ପାଗ ସତ୍ଵେ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ବିଭିନ୍ନ ସ୍ଥାନରେ, ବିଭିନ୍ନ ହୋଟେଲରେ ପଖାଳ ଦିବସ ପାଳନ କରାଯାଇଛି । ୨୦୧୧ ମସିହା ମାର୍ଚ୍ଚ ୨୦ ତାରିଖରୁ ସମଗ୍ର
Read More...

ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଛ ଲଗାଇବା ଓ ଗଛର ସୁରକ୍ଷା କରିବା, ଆମ ପରିବେଶକୁ ସୁରକ୍ଷିତ ରଖିବା । ଏହି ଆହ୍ୱାନ ସହ ଆଜି ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି । ବଲାଙ୍ଗିର ଡିଏଫ୍‌ଓ ସୁଦର୍ଶନ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ବିଶ୍ୱ କବିତା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱ କବିତା ଦିବସ ପ୍ରତିବର୍ଷ ମାର୍ଚ୍ଚ ୨୧ ତାରିଖରେ ପାଳନ କରାଯାଏ । ଏହି ଆନ୍ତର୍ଜାତୀୟ ଉତ୍ସବ ଭାରତରେ ମଧ୍ୟ ବହୁ ସ୍ଥାନରେ ପାଳିତ ହୋଇଥାଏ । ୧୯୯୯ ମସିହାରେ ୟୁନେସ୍କୋ ଦ୍ୱାରା ମାର୍ଚ୍ଚ ୨୧ ତାରିଖକୁ ବିଶ୍ୱ କବିତା ଦିବସ ଭାବେ ପାଳନ କରିବା ନିଷ୍ପତ୍ତି
Read More...

ଝରେଇବାହାଲି ରଘୁନାଥ ମଠ ହନୁମାନ ମନ୍ଦିରରେ ଚବିଶ ଜଣ ବାଳକଙ୍କ ସାମୂହିକ ବ୍ରତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଳକ୍ ଅନ୍ତର୍ଗତ ଝରେଇବାହାଲି ରଘୁନାଥ ମଠ ହନୁମାନ ମନ୍ଦିରରେ ମହାରାଜ ବଳରାମ ଦାଶଜୀ ମହାରାଜଙ୍କ ତତ୍ୱାବଧାନରେ ଚବିଶ ଜଣ ବାଳକଙ୍କ ଏକା ସାଂଗରେ ସାମୂହିକ ବ୍ରତ କରାଯାଇଅଛି । ଦୀର୍ଘ ଦଶ ବାର ବର୍ଷ ହେବ ଏହି ରଘୁନାଥ ମଠ ହନୁମାନ ମନ୍ଦିରରେ
Read More...

ହାସ୍ୟ କବି ସମ୍ମିଳନୀ ପାଇଁ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ହୋଲି ପର୍ବ ପାଇଁ ବଲାଙ୍ଗିର ମାରୱାଡି ସମ୍ମିଳନ ଓ ମାରୱାଡି ଯୁବା ମଂଚ ତରଫରୁ ୨୩ ମାର୍ଚ୍ଚରେ ନଟରାଜ ପେଲେସରେ ହାସ୍ୟ କବି ସମ୍ମିଳନୀ ହେବାକୁଯାଉଛି । ଏହି କବି ସମ୍ମିଳନୀରେ ଭାରତର ବିଭିନ୍ନ ରାଜ୍ୟରୁ କବି, କବିୟତ୍ରୀ ଯୋଗଦେଇ ହାସ୍ୟ କବି
Read More...

ରକ୍ତଦାନ ଓ ଅନ୍ନଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମାଜସେବୀ ଓ ଶ୍ରମିକ ସଂଗଠକ ସ୍ୱର୍ଗତ ଅରୁଣ କୁମାର ସାହୁଙ୍କ ଜନ୍ମଦିନ ସ୍ମୃତିରେ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ଥିବା ବ୍ଲଡ୍‌ ସଂଗ୍ରହଠାରେ ରକ୍ତଦାନ ଓ ତାର ସମ୍ମୁଖରେ ଅନ୍ନଦାନ କାର୍ଯ୍ୟକ୍ରମ ଅରୁଣ କୁମାର ସାହୁ ସ୍ମୃତି କମିଟି
Read More...

ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ପ୍ରାନ୍ତୀୟ ଅଧିବେଶନରେ ବଲାଙ୍ଗିର ମାରୱାଡ଼ି ସମ୍ମେଳନ ସମ୍ମାନିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନର ପ୍ରାନ୍ତୀୟ ଅଧିବେଶନ ବଲାଙ୍ଗିର ମାରୱାଡ଼ି ସମ୍ମେଳନ ସମ୍ମାନିତ ହୋଇଥିବା ଜଣାପଡ଼ିଛି । ଝାରସୁଗୁଡ଼ାର ହୋଟେଲ ମେ’ଫେୟାର୍‌ରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନର ପ୍ରାନ୍ତୀୟ କାର୍ଯ୍ୟକାରିଣୀ ଅଧିବେଶନ ଆୟୋଜିତ
Read More...

ବିଶ୍ୱ ପଖାଳ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେ ନାହିିଁ । ଖରାଦିନ ଆସିଗଲେ ଓଡ଼ିଆ ମନଖୋଜେ ପଖାଳ । ଓଡ଼ିଶା ଓ ଓଡ଼ିଆଙ୍କ ଖାଦ୍ୟ ତାଲିକାରେ ପଖାଳର ସ୍ଥାନ ସ୍ୱତନ୍ତ୍ର । ଓଡ଼ିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ୱର
Read More...

ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ପରିସରରେ ରହିଛି ବଲାଙ୍ଗିର ଜିଲ୍ଲା ଦୁଗ୍ଧ ଶୀତଳୀକରଣ କେନ୍ଦ୍ର । ଏଠାକୁ ପ୍ରତ୍ୟହ ଚାଷୀମାନେ କ୍ଷୀର ଦେବାକୁ ଯିବା ଆସିବା କରୁଥିବା ବେଳେ କ୍ଷୀର ପରିବହନ ପାଇଁ ମଧ୍ୟ ଗୁଡ଼ାଏ ଯାନବାହାନ ଚଳାଚଳ ହୋଇଥାଏ ।
Read More...

ତାଲପାଲିପଡା ରାମଜୀମନ୍ଦିରର ରତ୍ନମୁଦ ସ୍ଥାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ୪ନମ୍ବର ୱାର୍ଡର ତାଲପାଲିପଡାରେ ବହୁବର୍ଷ ଅବହେଳିତ ହୋଇପଡିରହିଥିବା ମନ୍ଦିରର ପୁନଃନିର୍ମାଣ ଚାଲିଛି । ସ୍ଥାନୀୟ ପଡାବାସୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ମନ୍ଦିରକାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଏହାର ରତ୍ନମଦ ସ୍ଥାପିତ ହୋଇଛି ।
Read More...