ଧର୍ମପରାୟଣ ମହିଳା ଶୋଭାଗିନୀ ଷଡ଼ଙ୍ଗୀଙ୍କ ୯୦ ବର୍ଷ ବୟସରେ ପରଲୋକ
ବଲାଙ୍ଗିର, (କେପିଏନ୍ଏସ୍) : ଠିକାଦାର ପଡ଼ା ନିବାସୀ ଧର୍ମପରାୟଣ ମହିଳା ଶୋଭାଗିନୀ ଷଡ଼ଙ୍ଗୀଙ୍କ ୯୦ ବର୍ଷ ବୟସରେ ପରଲୋକ ଘଟିଛି । ସେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅବସରପ୍ରାପ୍ତ ଅଧିକାରୀ ସ୍ୱର୍ଗତ ତ୍ରିଲୋଚନ ଷଡ଼ଙ୍ଗୀଙ୍କ ପତ୍ନୀ ଅଟନ୍ତି । ସେ ଗାୟତ୍ରୀ ପରିବାରର ସଦସ୍ୟା ଭାବରେ!-->…
Read More...
Read More...