Browsing Tag

balangir news

କବି ଜୟଦେବଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଅକ୍ଷୟ ତୃତୀୟା ଶୁକ୍ରବାର ସନ୍ଧ୍ୟା ୭ଟା ସମୟରେ ଶବରୀ ନାରାୟଣ ଧର୍ମଶାଳା, ଇନ୍ଦିରାନଗର ବଲାଙ୍ଗିର ଠାରେ କବିଶ୍ରୀ ଜୟଦେବଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ମହାପ୍ରଭୁ ଶବରୀ ନାରାୟଣ ଓ କବି ଶ୍ରୀ ଜୟଦେବଙ୍କ ଫଟୋଚିତ୍ରରେ
Read More...

ବଲାଙ୍ଗିର ବିଜେଡି ପକ୍ଷରୁ ମୁସଲିମ୍‌ ସମ୍ପ୍ରଦାୟ ଲୋକଙ୍କ ସହ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜେଡି ପକ୍ଷରୁ ମୁସଲିମ୍‌ ସମ୍ପ୍ରଦାୟ ଲୋକଙ୍କ ସହ ଏକ ବନ୍ଧୁ ମିଳନ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ପ୍ରଦାୟର ବିଭିନ୍ନ ଦାବି ପୂରଣ କରିବା ସହ ସବୁ ସୁବିଧା ସୁଯୋଗ ଆଗକୁ ମଧ୍ୟ ଏଭଳି ଜାରି ରହିବ ବୋଲି କହିଛନ୍ତି ବିଜେଡି ଯୁବନେତା
Read More...

ଜିଲ୍ଲାରେ ଅନୁଷ୍ଠିତ ହେଲା ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧୀକରଣଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ଥିବା ସମସ୍ତ ତାଲୁକ୍‌ ସ୍ତରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଏହି ଲୋକ ଅଦାଲତରେ ସମୁଦାୟ ୩୧ଟି ଦେୱାନୀ ମାମଲାର ଫଇସଲା ହୋଇଥିଲା ।
Read More...

ଅକ୍ଷୟ ତୃତୀୟାରେ ଗାୟତ୍ରୀ ପରିବାର ପକ୍ଷରୁ ଅନ୍ନଛତ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅକ୍ଷୟ ତୃତୀୟା ଅବସରରେ ବଲାଙ୍ଗିର ଗାୟତ୍ରୀ ପରିବାର ତରଫରୁ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ଗୋପାଳଜୀଉ ମନ୍ଦିର ଆଗରେ ଅନ୍ନଛତ୍ର ଦିନ ୧୨ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ସଂଯୋଜକ ସତ୍ୟନାରାୟଣ ଗୁପ୍ତା ଅନ୍ନଛତ୍ରକୁ ଗାୟତ୍ରୀ
Read More...

ବଲାଙ୍ଗିରରେ ବ୍ରାହ୍ମଣ ସମାଜ ପକ୍ଷରୁ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ପାଳିତ : ସହରରେ ବିଶାଳ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୁକ୍ରବାର ଦିନ ଭଗବାନ ପର୍ଶୁରାମଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳେ ପ୍ରଥମେ ଭଗବାନ ପର୍ଶୁରାମଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସଂଧ୍ୟାରେ ସ୍ଥାନୀୟ ନରସିଂହ
Read More...

ରୋଟାରୀ ଏଲିଟ୍‌ ଦ୍ୱାରା “ମୋ ଭୋଟ ମୋ ଅଧିକାର” ଆଲୋଚନାଚକ୍ର ଆୟୋଜିତ

ରାଜନୈତିକ ମୋହଭଙ୍ଗ ଅଳ୍ପ ମତଦାନର କାରଣ ବଲାଙ୍ଗିର, (କେପିଏନ୍‌ଏସ୍‌) : ଏପ୍ରିଲ ୧୦ ତାରିଖ ସନ୍ଧ୍ୟାରେ ବଲାଙ୍ଗିର ସାମ୍ବାଦିକ ଭବନରେ ରୋଟାରୀ ଏଲିଟ୍‌ ଦ୍ୱାରା ଭୋଟ୍‌ ସଚେତନତା ପାଇଁ 'ମୋ ଭୋଟ୍‌ ମୋ ଅଧିକାର' ଆଲୋଚନାଚକ୍ର ଆୟୋଜିତ ହୋଇଛି । ଏହି ସଭାରେ ପ୍ରାୟ ପ୍ରଥମ ଥର ପାଇଁ ଭୋଟ୍‌
Read More...

ବଲାଙ୍ଗିର ସୁଦପଡ଼ାରେ ବୃଦ୍ଧା ମା’ଙ୍କ ଶବ ଉଦ୍ଧାର କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ରାତିରେ ବଲାଙ୍ଗିର ଟାଉନ୍‌ ପୋଲିସ ଜଣେ ବୃଦ୍ଧା ମା’ଙ୍କ ଶବ ବସ୍ତ୍ରହୀନ ଅବସ୍ଥାରେ ସୁଦପଡ଼ା ନୂଆ ହନୁମାନ ମନ୍ଦିର ପଛପଟେ ରହିଥିବା ଏକ ଘରୁ ଉଦ୍ଧାର କରିଛି । ଏହି ଘଟଣା ବଲାଙ୍ଗିର ସହରରେ ଚାଂଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ମୃତ ବୃଦ୍ଧା ଜଣକ
Read More...

ତହଁକ୍ କୁଟୁମ୍ ତରଫରୁ ସାହିତ୍ୟ ପ୍ରାଣ କବି ଖଗେଶ୍ୱର ସେଠ୍‌ଙ୍କ ଜୟନ୍ତୀ ପାଳନ : କବିଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ତହଁକ୍ କୁଟୁମ୍ ତରଫରୁ ସ୍ଥାନୀୟ ଆମର୍ ପସରା ଠାରେ ସାହିତ୍ୟ ପ୍ରାଣ କବି ଖଗେଶ୍ୱର ସେଠ୍‌ଙ୍କ ୧୧୮ ତମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ କୋଶଲି ସଂସ୍କୃତି ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ, ସାହିତ୍ୟିକ ଗୋପିନାଥ ଦଣ୍ଡସେନା କବି ଶୁସାନ୍ତ ବାଗ, କବି
Read More...

ଲୋକଙ୍କ ସାମାଜିକ, ଆର୍ଥିକ ସୁରକ୍ଷା ଆମ ପରବର୍ତ୍ତୀ ଲକ୍ଷ୍ୟ : ସମରେନ୍ଦ୍ର

ଲୋକଙ୍କ ସହ ରହୁନଥିବା ନେତାଙ୍କୁ ବରଖାସ୍ତ କରନ୍ତୁ ଜନତା ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକଙ୍କ ସାମାଜିକ, ଆର୍ଥିକ ସୁରକ୍ଷା ଆମ ପରବର୍ତ୍ତୀ ଲକ୍ଷ୍ୟ ବୋଲି କହିଛନ୍ତି ସମରେନ୍ଦ୍ର । ଲମ୍ବା ସମୟ ରାଜ୍ୟରେ ଗୋଟିଏ ଦଳ ସରକାରରେ ରହିଥିବାରୁ ରାଜ୍ୟ ଶାସନରେ ଏକଛତ୍ରବାଦ ଓ ମନୋମୁଖୀ
Read More...

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବଲାଙ୍ଗିର ବ୍ଲକ ବରଗାଁରେ ଅକ୍ଷି ମୁଠି ଅନୁକୂଳ କଲେ ସମରେନ୍ଦ୍ର

କଂଗ୍ରେସ ଦଳ ସରକାରକୁ ଆସିଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ଟଙ୍କା ସହିତ କୃଷକଙ୍କୁ ମାସିକ ୨ହଜାର ଟଙ୍କା ଭତ୍ତା ବ୍ୟବସ୍ଥା କରାଯିବ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବୈଦିପାଲି ଗ୍ରାମ ପଂଚାୟତ ବରଗାଁ
Read More...