Browsing Tag

balangir news

ସାଲେଭଟା – କୁଟାସିଂହା ରାସ୍ତାର କୁଠି ଯୋର ସେତୁ ନିର୍ମାଣ କାର୍ଯ୍ୟ ମନ୍ଥର ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତା ୧୧-୦୫-୨୪- ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା - କୁଟାସିଂହା ରାସ୍ତାର କୁଠି ଯୋର ସେତୁ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ଅଭିଯୋଗ ହୋଇଛି । ହରଭଙ୍ଗା ଓ ଡୁଙ୍ଗୁରିପାଲି ମଧ୍ୟ୍ୟରେ ପ୍ରବାହିତ ଏହି କୋଠି ଯୋର ଉପରେ କମଉଚ୍ଚର ପୋଲ ଥିବାରୁ
Read More...

କେବଳ ହାତ ଚିହ୍ନ ହିଁ ବଲାଙ୍ଗିରର ବିକାଶ କରିଛି : ସମରେନ୍ଦ୍ର

୨୪ ବର୍ଷ ଶାସନରେ ବଲାଙ୍ଗିରର ପରିଚୟ ହେଉଛି ଦାଦନ ବଲାଙ୍ଗିର, (କେପିଏନ୍‌ଏସ୍‌) : କେବଳ ହାତ ଚିହ୍ନ ହିଁ ବଲାଙ୍ଗିରର ବିକାଶ କରିଛି ବୋଲି କହିଛନ୍ତି ସମରେନ୍ଦ୍ର ମିଶ୍ର । ‘ଆପଣମାନେ ଖୁସି ତ’ ସ୍ଲୋଗାନରେ ଗରିବଙ୍କ ଦୁଃଖ ଯାଉନାହିଁ । ଛାତ୍ରକୁ ଶିକ୍ଷକ ମିଳୁନାହିଁ । ଯୁବକଙ୍କୁ ରୋଜଗାର
Read More...

ବଲାଙ୍ଗିର କୋଶଳ କଳା ମଣ୍ଡଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ନିର୍ବାଚନୀ ପ୍ରଚାର ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଶଳ କଳା ମଣ୍ଡଳରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ନିର୍ବାଚନୀ ପ୍ରଚାର ସଭା ଆଜି ଅପରାହ୍ନରେ ଆୟୋଜିତ ହୋଇଯାଇଛି । ସହସ୍ରାଧିକ ନବୀନ ପ୍ରେମୀଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଆଗାମୀ ଜୁଲାଇ ମାସରୁ ଆଉ ବିଜୁଳି
Read More...

ଧର୍ମପରାୟଣ ମହିଳାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାଗରପଡା ସ୍ଥିତ ଧର୍ମପରାୟଣ ମହିଳା ଶକୁନ୍ତଳା ମିଶ୍ରଙ୍କ (୭୮) ପରଲୋକ ହୋଇଯାଇଛି । ସେ ଥିଲେ ଜଣେ ଭାବ ଭକ୍ତିରସର ମହିଳା ସେ ତାଙ୍କ ଜୀବନ ମଧ୍ୟରେ ଚାରିଧାମ ଦର୍ଶନ କରିବା ସଙ୍ଗେ ସଙ୍ଗେ ନେପାଲ ଭ୍ରମଣ ମଧ୍ୟ କରିଥିଲେ ସେ ଏମିତି ଭକ୍ତିରେ ବାନ୍ଧି
Read More...

ସେଞ୍ଚୁରିଅନ୍‌ ବିଦ୍ୟାଳୟ ପରିସରରେ ଆନ୍ତଃ ବିଦ୍ୟାଳୟ ଗ୍ରୀଷ୍ମ କାଳୀନ ଶିବିର ୨୦୨୪-୨୫ ସମାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷାର ମୂଳ ଲକ୍ଷ୍ୟ ହେଲା ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ କରିବା । ପାଠ୍ୟ ପୁସ୍ତକଗତ ଶିକ୍ଷା ବ୍ୟତୀତ ଅନ୍ୟାନ୍ୟ ବିଷୟରେ ମଧ୍ୟ ଛାତ୍ରଛାତ୍ରୀଙ୍କର ଦକ୍ଷତା ବୃଦ୍ଧି ହେବ ଉଚିତ୍‌ । ଏଇ ଆଭିମୁଖ୍ୟ ନେଇ ସେଞ୍ଚୁରିଅନ୍‌ ବିଦ୍ୟାଳୟ (ଜେଆଇଟିଏମ୍‌)ର
Read More...

ନରସିଂହଙ୍କ ୧୦ ବର୍ଷର ବିକାଶ ସପକ୍ଷରେ ଭୋଟ ହେବ – ସମରେନ୍ଦ୍ର

ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀଙ୍କ ଫମ୍ପା ପ୍ରତିଶୃତିରେ ଲୋକେ ଭୋଟ ଦେବେ ନାହିଁ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲୋକେ ବଲାଙ୍ଗିରର ବିକାଶ ସପକ୍ଷରେ କଂଗ୍ରେସ ଦଳର ହାତଚିହ୍ନରେ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ ବୋଲି ସମରେନ୍ଦ୍ର କହିଛନ୍ତି
Read More...

ଲୋୟର ସୁକତେଲକୁ ୬ ବର୍ଷ ହେଲା କେନ୍ଦ୍ରୀୟ ପାଣ୍ଠି ଶୂନ – ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ପ୍ରକଳ୍ପକୁ ଗତ ୨୦୧୬-୧୭ ଆର୍ଥିକ ବର୍ଷରୁ କେନ୍ଦ୍ରୀୟ ସହୟତା ବନ୍ଦ ଥିବା କଥା ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଜଣାଇଛନ୍ତି । ସୂଚନା ଅଧିକାର ଆଇନ ବଳରେ ରାଜ୍ୟ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ
Read More...

ବଲାଙ୍ଗିର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦିନିଆ ଓଡିଶା ଗସ୍ତରେ ଗତ ରାତିରେ ଭୁବନେଶ୍ୱରରେ ବିଶାଳ ରୋଡ୍‌ ସୋ' ପରେ ଆଜି ଫୁଲବାଣୀ, ବଲାଙ୍ଗିର ଓ ବରଗଡ ଠାରେ ବିଜେପି ତରଫରୁ ଶ୍ରୀ ମୋଦୀଙ୍କୁ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ପ୍ରଧାନମନ୍ତ୍ରୀ
Read More...

ରାଧାରାଣୀପଡା ଓ କଂସାରିପଡା ଶୀତଳଷଷ୍ଠୀ ପୂଜା କମିଟି ତରଫରୁ ଥାଳଉଠା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ସନ୍ଧ୍ୟା ଗୋଧୂଳି ଲଗ୍ନରେ ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରା ପାଇଁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସ୍ଥାନୀୟ ସନାତନ ମନ୍ଦିର ପରିସରରେ ରାଧାରଣୀପଡା ଶୀତଳଷଷ୍ଠୀ ପୂଜା କମିଟି ଓ କଂସାରିପଡା ପୂଜା କମିଟି ମିଳିତ ଆନୁକୁଲ୍ୟରେ ଦେବଦମ୍ପତ୍ତିଙ୍କ
Read More...

୩୬ତମ ଏବିଏସ୍‌ଏସ୍‌ ଶୀତଳଷଷ୍ଠୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୩୬ତମ ଏବିଏସ୍‌ଏସ୍‌ ଶୀତଳଷଷ୍ଠୀ ଯାତ୍ରାର ଆଜି ଶୁଭାରମ୍ଭ ହେଲା ଥାଳ ଲାଗିଲା ଶ୍ରୀ ଶ୍ରୀ ସିଦ୍ଧେଶ୍ଵର ବାବାଙ୍କର ନୃସିଂହ ମନ୍ଦିର ପ୍ରାଙ୍ଗଣରେ କନ୍ୟା ପିତା ଗୋପାଳ ବରାଇ ଓ ତାଙ୍କର ଧର୍ମ ପତ୍ନୀ ସୁଷମା ବରାଇ, ବରପିତା ସନ୍ତୋଷ ପଟ୍ଟନାୟକ ଓ ତାଙ୍କ ଧର୍ମ
Read More...