ବିଜେଡ଼ିରେ ସାମିଲ୍ ହେଲେ ୮୬ ନୂତନ ସଦସ୍ୟ
ବଲାଙ୍ଗିର, (କେସିଏନ୍ଏସ୍) : ବଲାଙ୍ଗିର ସହରର ୨୦ ନମ୍ୱର ୱାର୍ଡରୁ ୫୦ରୁ ଅଧିକ ମହିଳା ବିଜେଡିରେ ସାମିଲ ହୋଇଥିବା ବେଳେ ଅନୁରୂପ ଭାବେ ସାଲେପାଲିରୁ ୩୬ରୁ ଅଧିକ ଯୁବକ ବଲାଙ୍ଗିର ବିଜେଡିରେ ମିଶିଥିବା ସୂଚନା ମିଳିଛି । ବଲାଙ୍ଗିର ଶୈଳଶ୍ରୀ ପେଲେସ୍ରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଆଶିଷ!-->…
Read More...
Read More...