Browsing Tag

balangir news

ସ୍ୱାସ୍ଥ୍ୟକର ଖାଦ୍ୟ ପାଇଁ ପାଚିକା ଓ ସହାୟିକାଙ୍କୁ ପ୍ରଶିକ୍ଷଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅଧିନରେ ନିୟୋଜିତ ଥିବା ପାଚିକା ଓ ସହାୟିକାଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୪,୨୬ ଓ ୨୭ତାରିଖ ତିନିଦିନ ଧରି ପ୍ରଶିକ୍ଷଣ ଶିବିର ଗଇଁତଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ…
Read More...

ବଲାଙ୍ଗିର କୋଶଳ କଳା ମଣ୍ଡଳରେ ମଠଖାଇ ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ମଠଖାଇ ମହୋତ୍ସବର ଶୁଭସ୍ତମ୍ଭ ବଲାଙ୍ଗିର କୋଶଳ କଳା ମଣ୍ଡଳ ଠାରେ ସ୍ଥାପନ ହୋଇଯାଇଛି । କାର୍ଯ୍ୟକ୍ରମରେ ମଠଖାଇ ମହୋତ୍ସବର କର୍ଯ୍ୟକର୍ତ୍ତା ମାନଙ୍କ ସହ ସହରର କଳାକାର ମାନେ ତଥା ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିଲେ । ସୂଚନାଯୋଗ୍ୟ ଯେ,…
Read More...

ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ରତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ରତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜି.ଏନ୍‌…
Read More...

ଭାରତ ରତ୍ନ ଅଟଳ ବିହାରୀଙ୍କ ଜୟନ୍ତୀ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଶାଖା, ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶତ ବାର୍ଷିକୀ ଜୟନ୍ତୀ, ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାର, ତେଲିଗୋଠପଡା ଠାରେ ପାଳନ ହୋଇଯାଇଛି । ଏଥିରେ ବଲାଙ୍ଗିର ପୂଜ୍ୟପୂଜା ସଂଗଠନ, ସଂଗଠକ ମଦନ ରଥଙ୍କ…
Read More...

ଆସନ୍ତା ୩୦ ଡିସେମ୍ବରରୁ ଆରମ୍ଭ ହେବ ଅଷ୍ଟମ ଚାନ୍ଦଲିପାହାଡ ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଡିସେମ୍ବର ୩୦ ତାରିଖରୁ ଆରମ୍ଭ ହେବ ଦେଓଗାଁ ବ୍ଲକର ଦେଷଣ୍ଢ ନିକଟସ୍ଥ ଚାନ୍ଦଲିପାହାଡର ପାଦ ଦେଶରେ ୮ମ ଚାନ୍ଦଲି ମହୋତ୍ସବ ଅନୁଷ୍ଠିତ ହେବାକୁଯାଉଛି । ମହୋତ୍ସବ କମିଟି ପକ୍ଷରୁ ଚାନ୍ଦଲି ପାହାଡ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ଏହି…
Read More...

ବାଜପେୟୀଙ୍କ ୧୦୦ତମ ଜନ୍ମ ଦିନରେ “ସୁଶାସନ” ଶିର୍ଷକ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭାଲେର ଛକ ସ୍ଥିତ ପ୍ରଭୁ ଆଶ୍ରମ ଠାରେ ସ୍ମାଇଲ ଫର୍‌ ଅଲ୍‌ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୁଶାସନ…
Read More...

ଶିକ୍ଷା ସହିତ ପର୍ଯ୍ୟଟନ ନିତାନ୍ତ ଜରୁରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ମଣ୍ଟେସୋରୀ ସେକେଣ୍ଡେରୀ କଲେଜର ଛାତ୍ରଛାତ୍ରୀମାନେ ଶିକ୍ଷା କୌଶଳକୁ ଆହୁରି ଦୃଢ କରିବା ପାଇଁ ଚିପିଲିମାର ପାୱାରଗ୍ରୀଡ ଓ ହିରାକୁଦ ଜଳଭଣ୍ଡାର ପାୱାର କେନାଲକୁ ଭ୍ରମଣରେ ଯାଇଥିଲେ । ଅଧ୍ୟକ୍ଷା ହିମାନୀ ତ୍ରିପାଠୀ ପିଲାଙ୍କୁ ଜଳପ୍ରପାତରୁ…
Read More...

ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ

ଧାନକିଣା ଅବ୍ୟବସ୍ଥା ତୁରନ୍ତ ସମାଧାନ କରନ୍ତୁ ସରକାର - ନରସିଂହଚାଷୀଙ୍କ ସମ୍ପୁର୍ଣ୍ଣ ଅମଳ ଧାନ ୩୧୦୦ ଟଙ୍କାରେ କିଣୁ ସରକାର- ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୦ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଷ୍ଟେଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ବିଶେଷ କରି…
Read More...

ଦୟାନନ୍ଦ ପ୍ଲେ ସ୍କୁଲର ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ପେଲେସ୍‌ଲାଇନ୍‌ ସ୍ଥିତ ଦୟାନନ୍ଦ ପ୍ଲେ ସ୍କୁଲର ବାର୍ଷିକ କ୍ରୀଡ଼ା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବାର୍ଷିକ କ୍ରୀଡ଼ାରେ ଓଡ଼ିଶାର ଜଣାଶୁଣା କ୍ରିକେଟର ତଥା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ କୃଷ୍ଣଚନ୍ଦ୍ର ଦାନୀ ମୁଖ୍ୟ ଅତିଥି…
Read More...

ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଧୁମଧାମରେ ପାଳିତ ହେଲା ସୁଶାସନ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ସ୍ଥିତ ଅଡିଟରିୟମ ଠାରେ ସୁଶାସନ ଦିବସ ପାଳିତ ହୋଇଯାଇଛି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ଦିବସକୁ ବଲାଙ୍ଗିର ଜିଲ୍ଲା…
Read More...