Browsing Tag

balangir news

ପୋଲିସ ଚେକିଂ ବେଳେ କାର ଭିତରୁ ୫ ଲକ୍ଷ ଟଙ୍କା ଜବତ

ବଲାଙ୍ଗିର : ପୋଲିସ ଚେକିଂ ବେଳେ କାର ଭିତରୁ ୫ ଲକ୍ଷ ଟଙ୍କା ଜବତ । ବଲାଙ୍ଗିର-ଦେଓଗାଁ ରାସ୍ତାର ବିଜାଖମନ ନିକଟରୁ ନଗଦ ୫ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ନିର୍ବାଚନ ପାଇଁ ବଲାଙ୍ଗିର ପୋଲିସ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଥିବା ବେଳେ ଏଥିରେ ମିଳିଛି ବଡ଼ ସଫଳତା । କାର୍
Read More...

ତହଁକ୍ କୁଟୁମ୍‌ର ଗୁଗୁଲ୍ ମିଟ୍ କବିତା ଆସର୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଲା କାଏଲ୍ ରାତିର୍ ୭ ବଜେ ତହଁକ୍ ସାହିତ୍ୟ କୁଟୁମ୍ ବଲାଙ୍ଗିର ଆଡୁ ଗୁଗୁଲ୍ ମିଟ୍ ଥି ଗୁଟେ କବିତା ଆସର୍ ହେଇଯେଇଛେ । ଇ ଉଧେ କବି ରାଜେଶ ଶର୍ମା ମୁଖିଆ କୁନୁଆଁ ହିସାବେ ଯୋଗ୍ ଦେଇଥିବାର ବେଲ୍‌କେ ମାଏନତା କୁନୁଆଁ ହିସାବେ କବୟିତ୍ରୀ ଜ୍ୟୋତିରାଣୀ ମିଶ୍ର
Read More...

କଂଗ୍ରେସ ଛାଡି ବିଜେଡିରେ ମିଶିଲେ ବିଡିଘାଟ ପଞ୍ଚାୟତର ୬୦ରୁ ଅଧିକ ବ୍ୟକ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଡ଼ିଘାଟ ପଞ୍ଚାୟତର ୬୦ରୁ ଅଧିକ ବ୍ୟକ୍ତି କଂଗ୍ରେସ ଛାଡି ବଲାଙ୍ଗିର ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି । ସେହିପରି ଚୁଡ଼ାପାଲିର ପୂର୍ବତନ ସରପଞ୍ଚ ଭାଗିରଥି ଘିଭେଲା ମଧ୍ୟ ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ମିଶ୍ରଣ ପର୍ବରେ ବିଡ଼ିଘାଟ ସରପଞ୍ଚ ନନ୍ଦିତା
Read More...

ଦେଓଗାଁ ବ୍ଲକ୍‌ରେ କଂଗ୍ରେସର ନିର୍ବାଚନ ପ୍ରଚାର : ୨୪ ବର୍ଷର ସରକାର ଶିକ୍ଷକ, ଡାକ୍ତର, ରୋଜଗାର ଦେବାରେ ବିଫଳ –…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ୍‌ରେ କଂଗ୍ରେସର ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ୨୪ ବର୍ଷର ସରକାର ଶିକ୍ଷକ, ଡାକ୍ତର, ରୋଜଗାର ଦେବାରେ ବିଫଳ ବୋଲି କହିଛନ୍ତି ସମରେନ୍ଦ୍ର । ଏକ ଜନ ମଙ୍ଗଳ ରାଷ୍ଟ୍ରରେ ରାଜ୍ୟ ସରକାର ହେଉ କି କେନ୍ଦ୍ର ସରକାର, ତାର କର୍ତ୍ତବ୍ୟ ହେଲା
Read More...

ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଟାଉନ୍‌ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଡ. ମିଶ୍ର ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ପରେ ତାଙ୍କ ନିର୍ଦ୍ଦେଶରେ
Read More...

ବଲାଙ୍ଗିର ସଦର ବ୍ଲକରେ କଳିକେଶଙ୍କ ମହିଳା କର୍ମକର୍ତ୍ତା ସମାବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ମିର୍ଦ୍ଧାପାଲି ପଞ୍ଚାୟତର କଅଗାଁ ଗ୍ରାମ ଠାରେ କଳିକେଶଙ୍କ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା । ମହିଳାମାନଙ୍କ ସମସ୍ତ ସମସ୍ୟାକୁ ନେଇ ସମାବେଶରେ ଆଲୋଚନା ହୋଇଥିବା ବେଳେ ତାଙ୍କ ସମସ୍ତ ଦାବି ଓ ସମସ୍ୟାର ସମାଧାନ ପାଇଁ ଦୃଢ
Read More...

ବଲାଙ୍ଗିର ବିଜେଡିର ଜନସଂପର୍କ ସାଧାରଣ ସଭାରେ କଳିକେଶଙ୍କ ସହ ସୁରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଣ୍ଡ ଉପରେ ନିର୍ବାଚନ । ଏଥିପାଇଁ ନିର୍ବାଚନୀ ମଇଦାନ୍‌ରେ ସର୍‌ଗରମ୍‌ ପ୍ରଚାର ଚାଲିଛି । ଏହି କ୍ରମରେ ବଲାଙ୍ଗିର ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ୱାର୍ଡ ନମ୍ବର ୧୪ ମାଲପଡାରେ ସନ୍ତୋଷ ଦନ୍ତାଙ୍କ ସଭପତିତ୍ୱରେ ଆୟୋଜିତ ଏକ ବିଜେଡିର
Read More...

ଆସନ୍ତା ୧୦ ତାରିଖରେ ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାସମାରୋହରେ ପାଳିତ ହେବ ଆସନ୍ତା ୧୦ ତାରିଖ ଦିନ ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବ । ଏ ସଂକ୍ରାନ୍ତିରେ ଆଜି ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ପକ୍ଷରୁ ସୂଚନା ଦିଆଯାଇଛି । ବଲାଙ୍ଗିର ସହର ସ୍ଥିତ ନୃସିଂହ ମନ୍ଦିର ପରିସରରେ ଆୟୋଜନ ହେବାକୁ ଥିବା ଭଗବାନ
Read More...

ପଟୁଆପାଲିରେ ପୋଲ ନିର୍ମାଣରେ ନିମ୍ନମାନର କାମ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ କୁଟାସିଂହା-ପଟୁଆପାଲି ରାସ୍ତାର ଶାଖା କେନାଲ ପୋଲ ନିହାତି ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି । ଗାଇଡ୍‌ଲାଇନ୍‌ ଅନୁସାରେ ଯେତିକି ସିମେଣ୍ଟ, ବାଲି, ଗେଟି ପୁଣି ଖରାଦିନ ହୋଇଥିବାରୁ ଆବଶ୍ୟକ ପାଣି ଦେଇନଥିବାରୁ ଭଲ କାମ
Read More...

ପଦ୍ମ ଧରିଲେ ଯଜ୍ଞେଶ୍ୱର

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟରେ କଂଗ୍ରେସ ଦଳ ଛାଡ଼ିଥିବା ଯଜ୍ଞେଶ୍ୱରର ବାବୁ ତାଙ୍କ ଶତାଧିକ ସମର୍ଥକଙ୍କ ସହ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ବଲାଙ୍ଗିର ପୁରୁଣା ଘରୋଇ ବସ୍‌ ଷ୍ଟେସନ୍‌ରେ ରହିଥିବା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି
Read More...