Browsing Tag

balangir news

ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ରାଜ୍ୟସ୍ତରୀୟ କ୍ରାନ୍ତିବୀର ବିର୍ସା ମୁଣ୍ଡା ଜୟନ୍ତୀ ମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡ଼ିଆ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ରାଜ୍ୟସ୍ତରୀୟ ଭଗବାନ ବିର୍ସା ମୁଣ୍ଡା ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି । ଜୟନ୍ତୀ ସଭା ପୂର୍ବରୁ ଆଦିବାସୀମାନେ ପାରମ୍ପରିକ ବେଶଭୂଷା, ନୃତ୍ୟବାଦ୍ୟ ସହିତ ସହରରେ ସାଂସ୍କୃତିକ
Read More...

ଧର୍ତୀ ଆବା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଜିଲ୍ଲା ଯାଦବ ସମାଜ ଭବନ ସଭାଗୃହ ନବସେତୁ ମାସିକ ପତ୍ରିକା ଓ ଆଦିବାସୀ ଅଧିକାର ମହାସଂଘର ମିଳିତ ମଞ୍ଚରେ ଶ୍ରୀମାନ ଦ୍ଵିଜ ଦଲପତିଙ୍କ ସଭାପତିରେ କ୍ରାନ୍ତିକାରୀ, ଜନନାୟକ, ଧର୍ତୀ ଆବା ସହୀଦ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ମହାସମାରୋହରେ
Read More...

ଶିଶୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷାର ବିକାଶ ହେଲେ ସମାଜର ବିକାଶ ଓ ଦେଶର ବିକାଶ ହୋଇଥାଏ । ଏହି କଥାକୁ ଲକ୍ଷ୍ୟ ରଖି ବଲାଙ୍ଗିର ଜିଲ୍ଲା ମନହୀରା ଗ୍ରାମ ପଂଚାୟତ ଅନ୍ତର୍ଗତ ଅମାମୁଣ୍ଡା ଗ୍ରାମରେ ଏକ ଶିକ୍ଷା ଅନୁଷ୍ଠାନ ଖୋଲାଯାଇ ବିନା ମୂଲ୍ୟରେ ଶିକ୍ଷା ପ୍ରଦାନ କରାଯାଉଛି । ଏହି
Read More...

ଅତି ଆନନ୍ଦ ଉଲ୍ଲାସ ଭକ୍ତିମୂଳକ ପରିବେଶ ମଧ୍ୟରେ ବିଜୟ ରଥଯାତ୍ରା ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁତିଆରବାହାଲ ଗ୍ରାମର ବିଜୟ ରଥଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକ ମାସର ଦଶମୀ ଠାରୁ ଆରମ୍ଭ ହୋଇ ଏହି ଯାତ୍ରା କାର୍ତ୍ତିକ ପୂର୍ଣ୍ଣିମା ଦିନ ଉଦ୍‌ଯାପିତ ହେବ । ଏହି ରାସୋତ୍ସବରେ ମହାପ୍ରଭୁ ଶ୍ରୀ ରାଧାକୃଷ୍ଣଙ୍କୁ ରଥରେ ବସାଇ ଗ୍ରାମ
Read More...

ଚାଷୀ କେ ଠଁକ୍‌ଲେ ସିଧା ଜେଲ୍‌

ବଲାଙ୍ଗିର, (ପିଆଇବି) : ଏକ୍‌ସନ୍‌ ମୁଡ୍‌ ଥି ମୋହନ୍‌ ସର୍‌କାର୍‌ । ଚାଷୀ କେ ଠଁକ୍‌ଲେ ସିଧା ଜେଲ୍‌ । ଆଘୋ ଧାନ୍‌ ଘିନା ଥି ଖୋବ୍‌ ଗୁନ୍ଦ୍‌ଲାଗୁପା ରହିଥିଲା । ହେତିର୍‌ ଲାଗି ନୂଆଁ ସର୍‌କାର୍‌ ତାୱଡ୍‌ତୋଡ୍‌ ପଦକ୍ଷେପ ନେବାର୍‌ କେ ଅଁଟା ବର୍‌କସ୍‌ କରିଛନ୍‌ । ପୁରାପୁରି ସ୍ୱଚ୍ଛତା
Read More...

କାର୍ତ୍ତିକ ଚତୁର୍ଦ୍ଦଶୀରେ ରାଧାକୃଷ୍ଣ ମନ୍ଦିରରେ ଲକ୍ଷେ ଆଳତି ଅର୍ପଣ : ସପ୍ତାହ ବ୍ୟାପୀ ପୁରାଣ ପାଠ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସର୍ବ ପୁରାତନ ରାଧାରାଣୀ ପଡା ରାଧାକୃଷ୍ଣ ମନ୍ଦିର ଠାରେ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀରେ ଅନି ରାଧା କୃଷ୍ଣ ଯୁଗଳ ମୂର୍ତ୍ତିଙ୍କ ଠାରେ ଲକ୍ଷେ ଆଳତୀ ଅର୍ପଣ କରାଯାଇଛି । କାର୍ତ୍ତିକ ମାସ ଧାର୍ମିକ ମାସରେ ପ୍ରଭୁଙ୍କ ପୂଜାର୍ଚ୍ଚନା ସହିତ ଅନି
Read More...

ଡକାୟତି ଉଦ୍ଦେଶ୍ୟରେ ହତ୍ୟା ଉଦ୍ୟମକାରୀଙ୍କୁ ୩ ବର୍ଷ କାରାଦଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏସିଷ୍ଟେଣ୍ଡ ସେସନସ୍‌ ଜଜ୍‌ କମ୍‌ ସିନିୟର ସିଭିଲ ବିଚାରପତି ଏସ୍‌. କୁନମୁନ ଆଚାରୀ (ଏଲ୍‌ଆର ଏଣ୍ଡ ଏଲ୍‌ଟିଭି ବଲାଙ୍ଗିର) ସେସନ କେସ ନଂ.୧୩୪ ମସିହା ୨୦୨୨ ମାମଲାରେ ଶୁଣାଣି କରି ସାକ୍ଷ୍ୟମାନଙ୍କ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ସଂଜିବ ବିଶ୍ୱାଲଙ୍କୁ
Read More...

ପାର୍ବତୀ ଗିରି ବାଲନିକେତନରେ ଶିଶୁ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଥରଚେପା ସ୍ଥିତ ପାର୍ବତୀ ଗିରି ବାଲନିକେତନ ଶିଶୁ ଯନ୍ତ୍ର ଅନୁଷ୍ଠାନରେ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଛି । ଏଥିରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଦୀପ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିରର ସାମାଜିକ କର୍ମୀ
Read More...

ବିଶ୍ୱଶାନ୍ତି ଓ ପ୍ରାଣୀ ଜଗତର ମଙ୍ଗଳ ପାଇଁ ୫୧ତମ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଦୀପଦାନ ଓ ତୁଳସୀ ପତ୍ରରେ ପ୍ରଭୁଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିକ୍ରାପଡା ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ଦ୍ୱାରା ୫୧ତମ ଅହୋରାତ୍ର ନାମଯଜ୍ଞ ଆୟୋଜନର ପ୍ରଥମ ତଥା ଦ୍ଵିତୀୟ ଦିବସରେ ବହୁ ଦୂରଦୂରାନ୍ତରୁ ମହିଳା କୀର୍ତ୍ତନ୍ୟ ଦଳ ତଥା ରଙ୍ଗୀନ କୀର୍ତ୍ତନ୍ୟ ଦଳମାନେ ଆସି ପ୍ରଭୁଙ୍କ ନାମ ନେଉଛନ୍ତି । ଚଳିତ
Read More...

ବଲାଙ୍ଗିର ପବ୍ଲିକ୍ ସ୍କୁଲରେ ବିଜ୍ଞାନ ମେଳା ଓ ଶିଶୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲ ପରିସରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରସ୍ତୁତ ପ୍ରାୟ ୧୬୦ ପ୍ରକଳ୍ପ ସ୍ଥାନ ପାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ
Read More...