Browsing Tag

balangir news

ବଲାଙ୍ଗିର କିକ୍‌ ବକ୍ସରଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଶେଖର କିକ୍‌ ବକ୍ସିଂ ଏକାଡେମିର ୨ କିକ୍‌ ବକ୍ସର ଖେଳାଳୀଙ୍କୁ କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ରାଶି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ମୁଖ୍ୟ
Read More...

କାର୍ତ୍ତିକ ପୂଣ୍ଣିମା ଉପଲକ୍ଷେ ଭଜନ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଜୟଦେବ କଳା ସଂସଦ ଦ୍ୱାରା ରେଲୱେ କଲୋନୀ ସ୍ଥିତ ମହାଦେବ ମନ୍ଦିର ପ୍ରାଙ୍ଗଣରେ ସନ୍ଧ୍ୟା ଘ.୭ ରୁ ଘ.୯.୩୦ ମି. ପର୍ଯ୍ୟନ୍ତ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପୂଜକଙ୍କ ତତ୍ତ୍ୱାବଧାନରେ ସଂସଦର କଳାକାରମାନେ ଭଜନ ପରିବେଷଣ କରି
Read More...

ବଲାଙ୍ଗିର ପୌରପରିଷଦର ୧୦ତମ କାଉନସିଲିଂ ବୈଠକରେ ଯୋଗଦେଲେ ବିଧାୟକ କଳିକେଶ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରପରିଷଦ କାର୍ଯ୍ୟାଳୟ ଠାରେ ପୌରପରିଷଦର ୧୦ତମ କାଉନସିଲିଂ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୌରାଧ୍ୟକ୍ଷା ଲିକା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଯୋଗ ଦେଇଥିଲେ । ତାଙ୍କ ସହିତ
Read More...

ଝରନିପାଲି ଠାରେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକର ଝରନିପାଲି ଗ୍ରାମ ପଂଚାୟତ କନଫରେନ୍ସ ହଲ ଠାରେ କୃଷି ଓ କୃଷକ ସଶକ୍ତ ଓଡିଶା ସରକାର ତରଫରୁ ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଆନୁକୂଲ୍ୟରେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସୂତି ଉପରେ ଏକ ପ୍ରତିଯୋଗିତା ଅନୁଷ୍ଠିତ
Read More...

ଜାତୀୟ ପ୍ରେସ ଦିବସ ପାଳିତ

ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଗଣମାଧ୍ୟମ ଏବଂ ପ୍ରଶାସନ ମଧ୍ୟରେ ସମନ୍ଵୟ ଅତ୍ୟନ୍ତ ଜରୁରୀ : ଜିଲ୍ଲାପାଳ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଜାତୀୟ ପ୍ରେସ ଦିବସ
Read More...

ଅସୀମ କରାଟେ ଏକାଡେମୀର ଭୁବନେଶ୍ୱର ଗସ୍ତ

ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତା ପାଇଁ ଭୁବନେଶ୍ୱର ଗସ୍ତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ନଭେମ୍ବର ୧୬ ଓ ୧୭ ଦୁଇଦିନ ଧରି ୩୬ତମ ସବ୍‌ଜୁନିୟର ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବଲାଙ୍ଗିର
Read More...

କୁଟୁମଡୋଲା ଫୁଟବଲ ପ୍ରତିଯୋଗିତାରେ ଯୋଗଦେଲେ ନରସିଂହ

ଫାଇନାଲରେ ସକମା ବିଜେତା, କୁସଙ୍ଗ ଉପ-ବିଜେତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କୁଟୁମଡୋଲା ପଂଚାୟତ ଅନ୍ତର୍ଗତ କୁଟୁମଡୋଲା ଖେଳ ପଡିଆରେ ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଷଡଦିବଶୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ୬ ଦିନ ଧରିଚାଲିଥିବା ଏହି ପ୍ରତିଯୋଗିତା
Read More...

ବଲାଙ୍ଗିର ଜିଲ୍ଲା ଆପ୍‌ ସଭାପତି ଆଶିଷ ପାଣ୍ଡେଙ୍କୁ ମରଣାନ୍ତଙ୍କ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆପ୍‌ ସଭାପତି ଆଶିଷ ପାଣ୍ଡେଙ୍କୁ ମରଣାନ୍ତଙ୍କ ଆକ୍ରମଣ । ଦେଓଗାଁ ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ଆପ୍‌ ନେତା ଆଶିଷ ପାଣ୍ଡେଙ୍କୁ ପୂର୍ବ ଶତୃତାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ପାଇବା ପରେ ଦେଓଗାଁ ପୋଲିସ ଆସି ଆଶିଷଙ୍କୁ
Read More...

୫୧ତମ ଟିକ୍ରାପଡା ଅହୋରାତ୍ର ନାମଯଂଜ୍ଞ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିକ୍ରାପଡା ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ୫୧ତମ ଅହୋରାତ୍ର ନାମଯଂଜ୍ଞ କାର୍ତ୍ତିକ ପୂର୍ଣ୍ଣିମାରେ ଉଦ୍‌ଯାପିତ ହୋଇଯାଇଛି । ଚଳିତ ବର୍ଷ ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ସଭାପତି ପ୍ରକାଶ ନେପାକ, ସମ୍ପାଦକ ଅଙ୍କୁଶ ହୋତା, କୋଷାଧ୍ୟକ୍ଷ
Read More...

ପ୍ରାଣୀ ସମ୍ପଦ ବିଭାଗରେ କାର୍ଯ୍ୟରତ ଏ.ଆଇ.ଟି.ମାନଙ୍କର ସ୍ଥାୟୀ ନିଯୁକ୍ତି ନିମନ୍ତେ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ…

ବଲାଙ୍ଗିର, (ଲକ୍ଷ୍ମୀକାନ୍ତ ସାହୁ) : ଦୀର୍ଘ ୧୪ ବର୍ଷ ଧରି ପ୍ରାଣୀ ସମ୍ପଦ ବିଭାଗରେ କାର୍ଯ୍ୟ କରୁଥିବା ଏ.ଆଇ.ଟିମାନେ ଓଡିଶା ପ୍ରତ୍ୟେକ ଜିଲ୍ଲାରେ ପ୍ରାଣୀ ଚିକିତ୍ସାଲୟ ଅଧିନରେ ଥିବା ଏକ ବା ଏକାଧିକ ଗ୍ରାମ ପଞ୍ଚାୟତରେ ରହି କୃତ୍ରିମ ପ୍ରଜନନ, ଟୀକାକରଣ, ବନ୍ଦ୍ୟାକରଣ, ପ୍ରାଥମିକ
Read More...