Browsing Tag

balangir news

ବଲାଙ୍ଗିର ଠାରେ ଅତିରିକ୍ତ ରେଲୱେ ଡିଭିଜିନାଲ ମ୍ୟାନେଜର କାର୍ଯ୍ୟାଳୟ ଦାବିକୁ ସମର୍ଥନ ଦେଲେ ସାଂସଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରେଳ ଉପଭୋକ୍ତ ସଂଘ ବୈଠକର ନିଷ୍ପତ୍ତି ଅନୁସାରେ ରେଳମନ୍ତ୍ରୀଙ୍କୁ ବଲାଙ୍ଗିର ଠାରେ ଇଷ୍ଟକୋଷ୍ଟ ରେଲୱେର ଏକ ଅତିରିକ୍ତ ଡିଭିଜିନାଲ ରେଲୱେ ମ୍ୟାନେଜର କାର୍ଯ୍ୟାଳୟ ଖୋଲିବା ପାଇଁ ଦାବି କରାଯାଇ ଚିଠି କରାଯାଇଥିଲା । ତାହାର ଗୋଟିଏ କପି ସ୍ଥାନୀୟ ସାଂସଦମାନଙ୍କ…
Read More...

ଏକାଡେମିକ ହାଇଟ୍ସ ପବ୍ଲିକ ସ୍କୁଲ ଓ କିମ୍ସର ମିଳିତ ଆନୁକୂଲ୍ୟରେ ଦନ୍ତ ପରୀକ୍ଷା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇତି ମଧ୍ୟରେ ବିଷ୍ଣୁମୁଣ୍ଡା ବଚ୍‌ପନ୍ ନଗର ସ୍ଥିତ ଏକାଡେମିକ ହାଇଟ୍ସ ପବ୍ଲିକ ସ୍କୁଲରେ ଏକ ମାଗଣା ଦନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବଲାଙ୍ଗିରର ବିଶିଷ୍ଟ ଦନ୍ତ ଚିକିତ୍ସକ ଡ. ଆକାଶ କୁମାର ଜୈନଙ୍କ ସହ ଭୁବନେଶ୍ୱର କଳିଙ୍ଗ…
Read More...

ୟୁରିଆ ସାର ଅଭାବ : ଚାଷୀ ହନ୍ତସନ୍ତ

ବଲାଙ୍ଗିର ସଦର ବ୍ଲକ, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ବ୍ଲକ ଶିବତଲା ଚାଷୀ ସମବାୟ ସମିତିରେ ୟୁରିଆ ସାର ପାଇଁ ଚାଷୀ ହନ୍ତସନ୍ତ । ଖାଲି ଶିବତଲା ନୁହେଁ ଆହୁରି ଅନେକ ପେକ୍ସର ଚାଷୀ ୟୁରିଆ ସାର ପାଉନାହାଁନ୍ତି । କୃଷି ବିଭାଗର କହିବା ଅନୁସାରେ ଚାଷୀ ଧାନ ତଳି ରୋପଣ…
Read More...

ବିକାଶୀୟ ବିଳମ୍ବିତ ଶିଶୁମାନଙ୍କ ପାଇଁ ଖେଳାଧାରିତ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ତିନିଦିନିଆ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କମ୍ପୋଜିଟ୍ ରିଜିଅନାଲ୍ ସେଣ୍ଟର (ସିଆର୍‌ସି) ପକ୍ଷରୁ ବିକାଶୀୟ ବିଳମ୍ବିତ ଶିଶୁମାନଙ୍କ ପାଇଁ ଖେଳାଧାରିତ ଶିକ୍ଷାକୁ ପ୍ରୋତ୍ସାହନ” ପାଇଁ ତିନିଦିନିଆ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ସ୍ୱତନ୍ତ୍ର ଶିକ୍ଷା ବିଭାଗ ସିଆର୍‌ସି…
Read More...

ବିଶ୍ୱ ସାକ୍ଷରତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ସାଇଟ ନର୍ସିଂ କଲେଜ ସଭା ଗୃହରେ ରାମଜୀ ଯୁବକ ସଂଘ ତରଫରୁ ବିଶ୍ୱ ସାକ୍ଷରତା ଦିବସ ପାଳନ କରାଯାଇଛି । ଏହି ଅବସରରେ ଡା. ପ୍ରମୋଦ କୁମାର ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ…
Read More...

ବଲାଙ୍ଗିର ଖ୍ରୀଷ୍ଟିୟ ସମାଜର ନୂଆଁଖାଇ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସ୍ଥିତ ଖ୍ରୀଷ୍ଟିୟ ସମାଜ ଆନୁକୂଲ୍ୟରେ ଆନନ୍ଦ ଉଲ୍ଲାସର ସହିତ ନୂଆଁଖାଇ ପାଳନ କରାଯାଇଛି । ସକାଳ ୧୦ଟା ସମୟରେ ସହରର ସମସ୍ତ ଉପାସନାଳୟ / ସଭାଗୃହ ଠାରେ ନୂଆଁଚୁଡା ଉତ୍ସର୍ଗ କରାଯାଇ ଭକ୍ଷଣ କରାଯାଇଥିଲା । ଅପରାହ୍ନ ୩ଟା ସମୟରୁ ସ୍ଥାନୀୟ ମିଶନ…
Read More...

ରାଜ୍ୟସ୍ତରୀୟ ସ୍କୁଲ ଗେମ ଟାଇକଣ୍ଡୋ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର କେନ୍ଦୁଝର ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ କେନ୍ଦୁଝରର ବର୍ବିଲ ଠାରେ ରାଜ୍ୟସ୍ତରୀୟ ସ୍କୁଲ ଗେମ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବଲାଙ୍ଗିର ଜିଲ୍ଲାରୁ ୧୬ଜଣିଆ ଟିମ୍‌ ଆଜି କେନ୍ଦୁଝର ଅଭିମୁଖେ ଯାତ୍ରା କରିଛନ୍ତି ।୧୭ ବର୍ଷରୁ କମ୍‌…
Read More...

ମାଲପଡା ନାଗରିକ କମିଟି ବଲାଙ୍ଗିରର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରେଳ ଉପଭୋକ୍ତା ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକର ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା । ବିଶେଷତଃ ପୌର ପାଳିକା…
Read More...

ଓଡିଶା ସରକାରୀ ହାଇସ୍କୁଲ ନୂତନ ପେନସନଭୁକ୍ତ ଶିକ୍ଷକ ସଂଘର ଆନ୍ଦୋଳନ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସରକାରୀ ହାଇସ୍କୁଲ ନୂତନ ପେନସନଭୁକ୍ତ ଶିକ୍ଷକ ସଂଘ ବଲାଙ୍ଗିର ଜିଲ୍ଲା ବଲାଙ୍ଗିରର ସଭାପତି ରାଜକୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଆଗାମୀ ୨୨ ସେପ୍ଟେମ୍ବର ହେବାକୁ ଥିବା ରାଜ୍ୟସ୍ତରୀୟ ଆନ୍ଦୋଳନ ତଥା ୧୩ ସେପ୍ଟେମ୍ବରରେ ଜିଲ୍ଲା ସ୍ତରରେ ହେବାକୁ ଥିବା…
Read More...

ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଏବଂ ବୈଷୟିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ବଲାଙ୍ଗିର ଶାଖାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଏବଂ ବୈଷୟିକ ସହଭାଗିତା କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ମୀନକେତନ ମାଝି…
Read More...