Browsing Tag

balangir news

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖରିଫ ବିପଣନ ବର୍ଷ ୨୦୨୫-୨୬ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗିର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ, ଜିଲ୍ଲାପରିଷଦ ବୈଠକ ଗୃହରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡ…
Read More...

ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ

ଚନ୍ଦନଭାଟିର ବିକାଶ ପାଇଁ କାମ ଜାରି ରହିବ- ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଂଚାୟତର ଚନ୍ଦନଭାଟି ଗ୍ରାମର ଶିକ୍ଷା, ସଂସ୍କୃତି ଓ ଉନ୍ନତ କୃଷିକ୍ଷେତ୍ର ବଲାଙ୍ଗିରର ବିକାଶ ଦିଗରେ ଅନେକ ପ୍ରଭାବ ପକାଇଥାଏ । ୨୦୧୪ ରୁ ୨୦୨୪ ମଧ୍ୟରେ…
Read More...

ମାରୱାଡ଼ି ସମ୍ମିଳନୀର ଅଭିନବ ପଦକ୍ଷେପ : ବଲାଙ୍ଗିରରେ ମାନବିକ ପ୍ରୟାସ, ଗ୍ରୀଷ୍ମରେ ଶୀତଳ ପାନୀୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ, ବଲାଙ୍ଗିର ଶାଖା ପକ୍ଷରୁ ସମାଜସେବାକୁ ଆଗକୁ ବଢ଼ାଇବାରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ସହରର ପ୍ରତିଷ୍ଠିତ ବ୍ୟବସାୟୀ ପୂରଣ ମଲ ଅଗ୍ରୱାଲଙ୍କ ସହଯୋଗରେ ଶାନ୍ତି ଏଣ୍ଟରପ୍ରାଇଜେସ୍‌ ପ୍ରାଙ୍ଗଣ…
Read More...

ବଲାଙ୍ଗିର ପିଏଚ୍‌ଡ଼ି ଅଧିକ୍ଷଣ ଯନ୍ତ୍ରୀଙ୍କୁ ମଠିଆ ଉପହାର୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପିଏଚ୍‌ଡ଼ି ଅଧିକ୍ଷଣ ଯନ୍ତ୍ରୀଙ୍କୁ ମଠିଆ ଉପହାର୍‌ । ଏନ୍‌ତା ଗୁଟେ ଦୁରୁଶ ଆଏଜ୍‌ ଦେଖ୍‌ବାର୍‌ କେ ମିଲିଛେ ବଲାଙ୍ଗିର ସହରେ । ବଲାଙ୍ଗିର ସହରର ଭିନେ ଭିନେ ୱାର୍ଡ କେ ଠିକ୍‌ ଭାବେ ପାଏନ୍‌ ସପ୍ଲାଏ ନେଇଁ ହଉଥିବାର୍‌ ହେତୁ ଆଏଜ୍‌ ବଲାଙ୍ଗିର ପୌର…
Read More...

ଯୁଗ୍ମ ଅଭିଯୋଗ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର, ବଲାଙ୍ଗିରର ବୈଠକ ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାର ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ…
Read More...

ବଲାଙ୍ଗିର ରେଳ ଫାଟକରେ ପଡ଼ିଛି କ୍ରୀଡ଼ା ଶିକ୍ଷକଙ୍କ ମୃତଦେହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଫାଟକରେ ପଡ଼ିଛି କ୍ରୀଡ଼ା ଶିକ୍ଷକଙ୍କ ମୃତଦେହ । ଆଜି ସକାଳେ କାର୍‌ରେ ଆସି ଟ୍ରେନ ଟ୍ରାକ୍‌କୁ ଦୌଡ଼ି ଯାଇଥିଲେ । ସାମ୍ନା ପଟରୁ ଆସୁଥିବା ପୁରୀ-ଦୁର୍ଗ ଏକ୍ସପ୍ରେସ୍‌ ଧକ୍କାରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଲୋକେ କହିଛନ୍ତି ।…
Read More...

ପ୍ରାଇସ, ପ୍ରେଷ୍ଟିଜ, ପେନସନକୁ ନେଇ ଗର୍ଜିଲା ନବ ନିର୍ମାଣ କୃଷକ ସଂଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୃଷକ ସ୍ୱାଭିମାନ ଯାତ୍ରାରେ ନବ ନିର୍ମାଣ କୃଷକ ସଂଗଠନ ଆଜି ବଲାଙ୍ଗିର ପହଂଚିଛି । ସାମ୍ବାଦିକ ସମ୍ମିଳନୀ କରି ଚାଷୀକୁଳର ୨୧ ଦଫା ଦାବି ତଥା ପ୍ରାଇସ, ପ୍ରେଷ୍ଟିଜ, ପେନସନକୁ ନେଇ ପୁଣି ଗର୍ଜିଛି । ବାରମ୍ବାର ଆନ୍ଦୋଳନ ସତ୍ୱେ ସରକାର ଚାଷୀକୁଳଙ୍କ ପ୍ରତି…
Read More...

ଭଞ୍ଜ କଳାମଣ୍ଡପ ଭୁବନେଶ୍ୱରେ ନାଟ୍ୟ ଧାରାର ନାଟକ “ନୂଆ ସକାଲ” ମଂଚସ୍ଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ଭଞ୍ଜ କଳା ମଣ୍ଡପରେ ଅନୁଷ୍ଠିତ ନାଟ୍ୟ ଧାରା କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଭବାନୀ ଶଙ୍କର କଳା ପରିଷଦ, ବଲାଙ୍ଗିର ମଂଚସ୍ଥ…
Read More...

ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ୟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ନୃତ୍ୟ ସଂଗୀତ ଅନୁଷ୍ଠାନ ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତିକ ନୃତ୍ୟ ଦିବସ ଅବସରରେ ଏକ ନୃତ୍ୟ ସନ୍ଧ୍ୟା ଆୟୋଜନ କରାଯାଇଥିଲା । ଆୟୋଜିତ ଏହି ନୃତ୍ୟ ସଂଗୀତର ଅପୂର୍ବ…
Read More...

ଜିଲ୍ଲା ଯୁବ କଂଗ୍ରେସ ସଭାପତି ହେଲେ ଅଙ୍କିତ ସାହୁ

ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଛାତ୍ର କଂଗ୍ରେସ ଅଧକ୍ଷ ଅଙ୍କିତ ସାହୁଙ୍କୁ ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସର ସଭାପତି ଭାବେ ନିଯୁକ୍ତ କରାଯାଇଛି । ତାଙ୍କ ନିଯୁକ୍ତିକୁ ଜିଲ୍ଲାର ଯୁବନେତା, କର୍ମୀ ଓ ସମର୍ଥକମାନେ ସ୍ୱାଗତ କରିଛନ୍ତି ।…
Read More...