Browsing Tag

balangir news

ଆକ୍ସନ ମୋଡ଼ରେ ଜିଲ୍ଲାପାଳ ଓ ଏସପି : ସାବାଡ଼ ହେବେ ବାଲି ମାଫିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଆକ୍ସନ ମୋଡ଼ରେ ଜିଲ୍ଲାପାଳ ଓ ଏସପି ବିଭିନ୍ନ ବାଲି ଘାଟରେ ମିଳିତ ଚଢ଼ାଉ । ୧୦ ହାଇୱା ସହ ୨ ଜେସିବି ଜବତ ହୋଇଥିବା ନେଇ ସୂଚନା । ତେବେ ବଲାଙ୍ଗିର ସଦର ଥାନା, ପୁଇଁତଳା ଥାନା, ଆଗଲପୁର ଥାନା ସହ ଟିଟିଲାଗଡ ଥାନାରେ ହାଇୱା ଜବତ କରାଯାଇଛି ।…
Read More...

ବଲାଙ୍ଗିର ସହରର ବିଭିନ୍ନ ପେଟ୍ରୋଲ ପମ୍ପ ପରିଦର୍ଶନ କରି ଇନ୍ଧନର ମହଜୁଦ ସ୍ଥିତି ଯାଞ୍ଚ କଲେ ଉପ-ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉପ-ଜିଲ୍ଲାପାଳ, ବଲାଙ୍ଗିର ସଦର ଏସିଏସଓ ଏବଂ ପୁଇଁତଲା ଯୋଗାଣ ନିରୀକ୍ଷକଙ୍କ ଉପସ୍ଥିତିରେ ବଲାଙ୍ଗିର ସହରର ବିଭିନ୍ନ ପେଟ୍ରୋଲ ପମ୍ପ ପରିଦର୍ଶନ କରି ଇନ୍ଧନର ମହଜୁଦ ସ୍ଥିତି ଏବଂ ବିକ୍ରୟ ପ୍ରକ୍ରିୟାର ସରଜମିନ ଯାଞ୍ଚ କରିଛନ୍ତି । ପରିଦର୍ଶନ ସମୟରେ…
Read More...

ଗ୍ରୀଷ୍ମ କାଳୀନ କରାଟେ ଓ କିକ୍‌ ବକ୍ସିଂ ଆତ୍ମରକ୍ଷା ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଥିବା ବଲାଙ୍ଗିର କରାଟେ ସ୍କୁଲ ଆନୁକୂଲ୍ୟରେ ଗ୍ରୀଷ୍ମ କାଳୀନ କରାଟେ କିକ୍‌ ବକ୍ସିଂ ଓ ଆତ୍ମରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ୧୫.୦୫.୨୦୨୬ରୁ ତା.୧୫.୦୬.୨୦୨୬ ପର୍ଯ୍ୟନ୍ତ ଜାରି ରହିବ । ଏହି ଶିବିରକୁ…
Read More...

ଜିଲ୍ଲାସ୍ତରୀୟ ସ୍ମାର୍ଟ ହାକାଥନ ପ୍ରତିଯୋଗିତା : ଓଏଭି ପଥରଚେପା ପ୍ରଥମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସ୍ତରୀୟ ସ୍ମାର୍ଟ ହାକାଥନ ପ୍ରତିଯୋଗିତା ଓଡ଼ିଆ ପ୍ରେନର ସରକାରୀ ମହିଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ୟ୍ୟକ୍ରମ ୟୁନିସେଫ, ଷ୍ଟାର ଓ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ସହଯୋଗରେ ତଥା ବଲାଙ୍ଗିର…
Read More...

ବଲାଙ୍ଗିର ନାଗରିକ କମିଟିର ବର୍ଦ୍ଧିତ କାର୍ଯ୍ୟକାରୀ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଲ୍ଡ ଷ୍ଟୋରେଜ ନିକଟସ୍ଥ ନାଗରିକ କମିଟି ସଭାଗୃହରେ ବଲାଙ୍ଗିର ନାଗରିକ କମିଟିର ବର୍ଦ୍ଧିତ କାର୍ଯ୍ୟକାରୀ ବୈଠକ ହୋଇଥିଲା । ଏହି ସଭାରେ ସଭାପତି ଡ. ଶ୍ରୀକର ମିଶ୍ର ଅଧ୍ୟକ୍ଷତା କରିଥିଲେ । ବଲାଙ୍ଗିରରେ ରେଲୱେ ପିଟ୍‌ ଲାଇନ କରିବା ପାଇଁ…
Read More...

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଦାବି

ଗୋଟିଏ କମ୍ପେ୍ଲସରେ ହେଉ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ସିଭିଲ କୋର୍ଟ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ ବିଷ୍ଣୁମୁଣ୍ଡା ଠାରେ ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଜିଲ୍ଲା କାରାଗାର ନିକଟରେ ନୂତନ ସିଭିଲ କୋର୍ଟ ତିଆରି କରାଯିବାକୁ ଯୋଜନା ହୋଇଛି । ଲୋକସେବା ମଂଚ…
Read More...

ଓବିସି ଗଣନା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଆଗଲପୁର ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓବିସି ମଞ୍ଚ ବଲାଙ୍ଗିରର ପ୍ରତିନିଧି ଦଳ ଏବଂ ଆନନ୍ଦ ପଧାନ ସଂଯୋଜକ ଓବିସି ମଞ୍ଚ ଆଗଲପୁର ବ୍ଲକ ବଲାଙ୍ଗିରଙ୍କ ନେତୃତ୍ୱରେ, ଆଗଲପୁର ତହସିଲଦାରଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଭାରତ ସରକାର ୨୦୨୫…
Read More...

+୨ ସାର୍ଟିଫିକେଟ ଓ ମାର୍କସିଟ ଯାଞ୍ଚ ଓ ବର୍ଦ୍ଧିତ ଫି ବୃଦ୍ଧି ପ୍ରତ୍ୟାହାର କର – ଏଆଇଡିଏସଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : +୨ ସାର୍ଟିଫିକେଟ ଓ ମାର୍କସିଟ ଯାଞ୍ଚ ଫି ଦୁଇଗୁଣା ବୃଦ୍ଧି ପ୍ରତ୍ୟାହାର ଦାବିରେ ଆଜି ଏଆଇଡିଏସଓ ଓଡିଶା ରାଜ୍ୟ କମିଟି ଆହ୍ୱାନ କ୍ରମେ ସାରା ଓଡିଶା ପ୍ରତିବାଦ ଅବସରେ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା…
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓରମାସ ମିଳିତରେ ଗାଁ ଆମ୍ବ ପସରା ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ଠାରେ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗର ଓରମାସ ଓ ଜିଲ୍ଲା ପ୍ରଶାସନ ମିଳିତ ଉଦ୍ୟମରେ ଗାଁ ଆମ୍ଭ ପସରା ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ବଲାଙ୍ଗିର ଠାରେ ୧୦ ଦିନ ବ୍ୟାପି ଆମ୍ବ ବିକ୍ରିୟ କେନ୍ଦ୍ର ଶୁଭାରମ୍ଭ ହୋଇଛି । ଏଠାରେ ଆମ୍ରପଲ୍ଲୀ, ମଲିକା,…
Read More...

ସ୍ୱାସ୍ଥ୍ୟ ବିଭାଗ ବରିଷ୍ଠ କିରାଣୀଙ୍କ ଚୌକି ମୋହ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଏବେ ଠିକ୍ ନ ଥିବା ସାଧାରଣରେ ଆଲୋଚନା ହେଉଛି । ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଜିଲ୍ଲାରୁ ନିର୍ବାଚିତ ହୋଇଥିବା ବେଳେ ବିଭାଗର ସମସ୍ୟା ପ୍ରତି ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି…
Read More...