Browsing Tag

article

ସର୍ବଧର୍ମ ସମନ୍ୱୟର ପ୍ରତୀକ ଥିଲେ ଡ.ସଦାନନ୍ଦ ଅଗ୍ରୱାଲ : ସେଇ ମହାନ୍‌ ଆତ୍ମାଙ୍କୁ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ…

ପୂର୍ଣ୍ଣଚନ୍ଦ୍ର ପଣ୍ଡା ସଂପ୍ରତି ବିଶ୍ୱରେ ଧର୍ମ ଧର୍ମ ମଧ୍ୟରେ ବିଭେଦ ବଢିଚାଲିଛି । ଅନେକ ସମୟରେ ଏହା ହିଂସାର ରୂପ ନେଉଛି । ଏପରିକି ଗୋଟିଏ ଧର୍ମରେ ମଧ୍ୟ ନିଜ ନିଜ ମଧ୍ୟରେ ଭିନ୍ନବାଦକୁ ନେଇ ବିବାଦ ଦେଖାଦେଉଛି । କିନ୍ତୁ ସବୁଧର୍ମର ମୂଳ ଆଦର୍ଶ ସମାନ ଓ ଏହା ମାନବକଲ୍ୟାଣକାରୀ ବୋଲି
Read More...

ଆମେ ସବୁ ଗୁରୁଜୀ ଗୁରୁମା’ ମାନେ ଓ ଆମର ଅନ୍ ଲାଇନ୍ ପାଠପଢା

ମୃଗାକ୍ଷୀ ପଣ୍ଡା ପ୍ରାୟ ଦଶ ବାର ଜଣ ଗୁରୁଜୀ ଗୁରୁମା'କୁ ପଚାରିଲା ପରେ ଆଜି ସାହାସ କରୁଛି ନିଜର ପାଠପଢା ଅନୁଭୂତିକୁ ଆପଣ ମାନଙ୍କ ସାଂଗରେ ବାଣ୍ଟିବା ପାଇଁ । ଯଦି ଏଇ ଅନୁଭବ ପାଇ ନ ଥାଆନ୍ତି, ତେବେ କାନମୁଣ୍ଡ ଆଉଁସି ଚୁପ୍ ରହି ଥାଆନ୍ତି । ଦେଖିଲି ପ୍ରାୟତଃ … ନାଇଁ ନାଇଁ ପ୍ରାୟତଃ
Read More...

ବଲାଙ୍ଗିର ବିଷୟରେ ଏକ ରଚନାର କିଛି ଅଂଶ

ଶରଦିନ୍ଦୁ ଭୂଷଣ ହୋତା ବଲାଙ୍ଗିର ଲୋକେ ପ୍ରକୃତିଗତ ଭାବେ ଆମେ ବଡ଼ ସଭାବିଳାସୀ । ଯାହା ଯେମିତି ହେଉ ସବୁ କଥା ଆଗରେ ସଭାଟିଏ କରିବା ଆମର ମଜ୍ଜାଗତ ଅଭ୍ୟାସ । ଚିରୁଣି ଧରି ମୁଣ୍ଡକୁ ବହେ ରାଂପି ପକାଇବା ପରେ ଉକୁଣି ମୁଣ୍ଡିଆ ଲୋକଟିକୁ ଯେମିତି ହାଏ ଲାଗେ, କୌଣସି କିଛି ପାଇଁ ଆମର ମଧ୍ୟ
Read More...

ଏ ସମୟ ଚାଲିଯିବ

ହେମନ୍ତ ସାହୁ ଆମେ ଏଇମିତି ଏକ ସମୟର ସାକ୍ଷୀ, ଆମ ଆଖି ଆଗରେ ନିଜ ଲୋକଙ୍କ ଜୀବନ ଚାଲିଯାଉଛି, ଅଥଚ ଶେଷ ଦର୍ଶନ ଟିକେ କରି ପାରୁନୁ । କରୋନାରେ ଯୋଉ ପୁଅ ତାର ବାପାଙ୍କୁ, ଯୋଉ ସ୍ତ୍ରୀ ତାର ସ୍ୱାମୀଙ୍କୁ, ଯୋଉ ବାପା-ମା' ପୁତ୍ରସନ୍ତାନଙ୍କୁ, ଯୋଉ ବନ୍ଧୁ ନିଜ ଆତ୍ମୀୟଙ୍କୁ, ସର୍ବୋପରି
Read More...

ଶସ୍ତା ଅବସ୍ଥା

ସକାଲୁ ୮ ବଜେ ନିକେ ଚାହା ପିଆ ବଏସରା ଟେ କରିଛନ୍‌ ଗଏଁଠୁ ବାବୁ । ସେଟା ଫେର୍‌ ଘରେ ନେଇଁ, ଛକର୍‌ ଚାହା ଦୁକାନେ । ଯାହା ବଏଲେ ବି, ଛକେ ଚାହା ପିଇବାର୍‌ ମଜା ଅଲଗ୍‌ ଆଏ । ଗଏଁଠୁ ବାବୁ କେ ବର୍‌କସେ ଲାଗିଛେ ଛକେ ଚାହା ପିଆ ମହନି । ଠିକ୍‌ କଥା ବି । ସକାଲୁ ଉଠି କରି ଟିକେ ଚାହା
Read More...

ଧଏନ୍‌ ଇ’ କବି ଜୀବନ୍

ଖୋବ୍‌ ଖରା । ତାଲୁ ଫାଟି ଗଲା ମେତାନ୍‌ ଲାଗୁଥାଏ । ମଦନ ପାଟନାଗଡ଼୍‌ ନୁ ବାହାରିଛେ ଦିନର ୧୧ ବଜେ ମୋଟର୍‌ ସାଇକେଲ୍‌ ଥି । ଠିକ୍‌ ଠିଆ ଖରା ୧ ବଜା କେ ପୁହୁଁଚିଲା ବଲାଙ୍ଗିରେ । ଯାହା ଯେନ୍‌ତା ହାଟ୍‌ବାଟ୍‌ ସବୁ ଗୁଟେ ମୁହୁଁଡ଼ା ଥି ସାରିଦେଲା ୨ ବଜେ ଭିତ୍‌ରେ । ତାର୍‌ ହିସାବେ ଫେର୍‌
Read More...

ଇ’ କଥା କେଭେ ବୁଝି ପାର୍‌ବେ, କେଜାନି !

କନ୍‌କନି ଜାଡ଼୍‌ । ରାତିର୍‌ ଦଶ୍‌ ବଜେ ନୁଁ ବିବେକ ବାବୁ କମଲ୍‌ ଭିତ୍‌ରେ ଖୁଡ଼ୁବୁଡ଼ୁ । ଉଷୁମ୍‌ ଉଷୁମ୍‌ ଲାଗୁଥାଏ ବଲି ଝୁମ୍‌ରା ବି ଲାଗି ଯାଇଥାଏନ' । ଠିକ୍‌ ଅଧ୍‌ ରାଏତ୍‌ ଥି ମୋବାଇଲ୍‌ ଗର୍‌ଜିଲା । ଝୁମ୍‌ରା ଭାଙ୍ଗିଗଲା ବିବେକ ବାବୁଙ୍କର୍‌ । ମୋବାଇଲ୍‌ ଧରୁ ଧରୁ ରିଙ୍ଗ୍‌ ବି
Read More...

ଢେକ୍‌ ପହର୍‌, ଉଠ୍‌ ବସ୍

ସାମ୍ବାଦିକ ବାବୁ ଉଠ୍‌ବସ୍‌, ଢେକ୍‌ପହର୍‌ । ଲେଖୁନ୍‌ ଲେଖୁନ୍‌ ନ୍ୟୁଜ୍‌ଟେ ଲେଖିଦେଲେ ଘର୍‌ ସାମ୍ନାର ଧାନ୍‌ ଦଲାଲ୍‌ ବିଷୋ ଥି । ନ୍ୟୁଜ୍‌ ବାହାରୁନ୍‌ ସାଏର୍‌ ସର୍‌କାରୀ ଲୋକ ମାଡ଼ି ବସ୍‌ଲେ । ବେନିଅମ୍‌ ଥି ଗଦା ହେଇଥିବାର୍‌ ଧାନ୍‌ ବି ଜବତ୍‌ କଲେ । ହେଲେ ସରକାରୀ ଲୋକ ଗଲା ଉତ୍‌ରୁ
Read More...

ଏଭେ ବି ଟାକିଛନ୍‌ ପଏସା ଦେବାର୍‌କେ

ଦୁଇ ବନ୍ଧୁ ସବୁ ଦିନର୍‌ ବାଗିର୍‌ ଭୋର୍‌ ସକାଲୁ ବାହାରି କରି ଛିନ୍‌ଛାନ୍‌ ଜଙ୍ଗଲ୍‌ ବିଭାଗ୍‌ର ନର୍‌ସରୀ ତକ୍‌ ଚାଲି ଚାଲି ଫି' ଦିନ୍‌ ଯାଏସନ୍‌ । ଘରୁ ହେତ୍‌କି ଦୂର୍‌ କେ ବନେ ବାଟ୍‌ ହଉଥିଲେ ବି ବଏସରା ହେଇଗଲାନ' ବଲି ହେନ୍‌ତା ଅଥା ବି ନେଇଁ ଲାଗ୍‌ବାର୍‌ନ' । ଭଡେ଼ା ଭଡେ଼ା ଯାଏସନ୍‌
Read More...

ଅପ୍‌ରାଧ୍‌ ହେଇଗଲା !

ବଡ଼ା ଦୁଖର୍‌ କଥା ଆଏ । ହରି ବବା ତଲ୍‌ ଉପର୍‌ ହେଇ ଗଲେନ' । ଫି' ରାତି ଗୁହାଲେ ଉତ୍‌ପାତ୍‌ କରୁଛେ ବୁଲା ଷଁଢ଼଼୍‌ ପଟେ । ଗାଏ ଦାମୁର୍‌ କେ ଦେଲା କୁଁଡ଼ା, ପୁଆଲ୍‌ ସୁଧାବେ ଖାଏତା ବଏଲେ କିଛି କଥା ନେଇଁ! ମାଡ଼ି ଦଲି, ହଗି ମୁତି କେଚ୍‌କେଚା କରି ଦଉଛେ । ସକାଲୁ ଗୁହାଲ୍‌ ସଫା କଲା
Read More...