Browsing Tag

article

ଫଗୁଣରେ ଗୁଣିଖାଇ

ଡ. ଲକ୍ଷ୍ମଣ ମେହେର ଆମ ରାଜ୍ୟ ପଲ୍ଲୀ ପ୍ରବଣ, ପୁଣି କୃଷି ପ୍ରଧାନ । ଜୀବନର ସବୁକ୍ଷେତ୍ରରେ ପର୍ବପର୍ବାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହା କର୍ମପାଇଁ ପ୍ରେରଣା ଦିଏ । ଜୀବନକୁ ପବିତ୍ର କରେ । ସାମାଜିକ ଚଳଣି ତଥା ସୌନ୍ଦର୍ଯ୍ୟ ଦୃଷ୍ଟିର ପ୍ରତିଫଳନ ହେଉଛି ଆମ ଉତ୍ସବଗୁଡିକ । ଏହା ମନର
Read More...

ସଂଚାର କର୍ମଶାଳା ଏକ ଅନନ୍ୟ ପ୍ରୟାସ

ଜୟଶ୍ରୀ ସାହୁ ପିଲାବେଳେ ଗାଁରେ ନାଟକ, ଦଣ୍ଡ, ସଂଚାର, ପାଲା ବା ଦାସକାଠିଆ ହେଲେ ଦିନବେଳୁ ଆମେ ବସ୍ତା, ପଟି ଆଦି ପକେଇ ନିଜ ପାଇଁ ଜାଗା ସୁରକ୍ଷିତ ରଖୁଥିଲୁ । ସଂରକ୍ଷିତ ଜାଗାଟା ମୁକ୍ତ ମଂଚର ଏତେ ପାଖରେ ଥିଲା ଯେ ଖଳନାୟକ ବା ଖଳନାୟିକାକୁ ଗୋଡି, ଖପରା ଆଦି ନିରାପଦରେ ମାରି ହେଉଥିଲା
Read More...

ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ

ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥି ଦିନ ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମହାସ୍ନାନ ନୀତି ହୋଇଥାଏ । ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଲାଗି କରାଇଥାନ୍ତି । ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ସେବକ
Read More...

ରାମକୃଷ୍ଣ ସାହୁଙ୍କ ନିବନ୍ଧ ସଙ୍କଳନ ‘ଅଜ୍ଞାତର ପଦଚିହ୍ନ’ ଏକ ବହୁଚର୍ଚ୍ଚିତ ପୁସ୍ତକ

ଡ. ଦ୍ବାରିକାନାଥ ନାୟକ କବି, ପ୍ରାବନ୍ଧିକ ରାମକୃଷ୍ଣ ସାହୁଙ୍କ ରଚିତ ପ୍ରାୟ ସତରଟି ତଥ୍ୟ ଓ ତତ୍ତ୍ବପୂର୍ଣ୍ଣ ନିବନ୍ଧର ସଙ୍କଳନ 'ଅଜ୍ଞାତର ପଦଚିହ୍ନ' ବର୍ତ୍ତମାନ ସମୟର ଏକ ବହୁଚର୍ଚ୍ଚିତ ପୁସ୍ତକ । ଏଥିରେ ବହୁ ଅସମାହିତ ପ୍ରସଙ୍ଗ, ପ୍ରଶ୍ନର ବିଚାରବନ୍ତ ଚର୍ଚ୍ଚା କରିଛନ୍ତି ରାମକୃଷ୍ଣ ।
Read More...

ମାନବ ସମାଜରେ ନାରୀଙ୍କ ମର୍ଯ୍ୟାଦା ବଳବତ୍ତର ରହୁ

ସୁଶ୍ରୀ ସ୍ନେହଲତା ଆଜି ଆନ୍ତର୍ଜାତିକ ମହିଳା ଦିବସ । ଏହି ଦିବସରେ ମାନବ ସମାଜ ସଂକଳ୍ପବଦ୍ଧ ହେବା ଉଚିତ ଯେ, ନାରୀଙ୍କ ମର୍ଯ୍ୟାଦା ସମାଜରେ ସମସ୍ତ କ୍ଷେତ୍ରରେ ବଳବତ୍ତର ରହୁ । ଜାତିର ଜନକ ମହାତ୍ମା ଗାନ୍ଧୀ କହିଥିଲେ, ଯେଉଁଦିନ ଜଣେ ମହିଳା ନିଛାଟିଆ ରାସ୍ତାରେ ଏକାକୀ ନିର୍ଭୟରେ ଚାଲି
Read More...

ଭଡାଟିଆ ସେନାବାହିନୀ

- ସୌମେନ୍ଦ୍ର ଜେନାଅତୀତ କାଳରେ ରାଜା-ମହାରାଜା ଏବଂ ସାମନ୍ତ ରାଜାମାନେ ଏମିତି ଭଡାଟିଆ ସେନାଙ୍କୁ ବ୍ୟବହାର କରୁଥିଲେ । ଏବେ ଲୋକଙ୍କୁ ଦମନ କରିବା ପାଇଁ ସେମିତି ଆମେରିକା ଓ ରୁଷିଆ ନିଜର ଲକ୍ଷ୍ୟସାଧନ ପାଇଁ ସେନାଙ୍କୁ ବ୍ୟବହାର ନକରି ଭଡାଟିଆ ସେନାବାହିନୀ ବା ବେସରକାରୀ ସେନାଙ୍କୁ ଉପଯୋଗ
Read More...

ଜାଗ୍ରତ ହୁଅ ହେ ଆଧୁନିକ ଯୁବ ଶକ୍ତି

ନିକୁଞ୍ଜ ବିହାରୀ ପଣ୍ଡା "ଉଠ ଜାଗ ଲକ୍ଷ୍ୟ ହାସଲ ନହେଲା ପର୍ଯ୍ୟନ୍ତ କର୍ମ କ୍ଷେତ୍ରରୁ ବିଚ୍ୟୁତ ହୁଅ ନାହିଁ" । ଯେତେବେଳେ ସାରା ବିଶ୍ୱରେ ଯୁବକ ମାନଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଚାଲିଛି, ସେହି ପରିପ୍ରେକ୍ଷୀରେ ଭାରତକୁ ବାଦ ଦେଇ ଯୁବକ ମାନଙ୍କ ପରିକଳ୍ପନା କରିବା ଧର୍ମକୁ ଆଖିଠାର
Read More...

ସମଲେଇ ପୀଠ : ଆଜି ମା’ କାତ୍ୟାୟନୀ ବେଶରେ ଆଶୀର୍ବାଦ ମୁଦ୍ରାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସହରର ବିଭିନ୍ନ ଦେବୀ ପୀଠ ସହ ସମଲେଇ ପୀଠରେ ମଧ୍ୟ ମା’ କାତ୍ୟାୟନୀ ବେଶରେ ଆଶୀର୍ବାଦ ମୁଦ୍ରାରେ ଦର୍ଶନ ଦେଇଛନ୍ତି । ଜଗତ୍‌ ଜନନୀ ମା’ ଦୁର୍ଗତିନାଶିନୀଙ୍କ କାତ୍ୟାୟନୀ ବେଶ ସଂପର୍କରେ ପୌରାଣିକ କଥାବସ୍ତୁ ଆସନ୍ତୁ ଜାଣିବା । ଚନ୍ଦ୍ରହାସୋଜ୍ଜ୍ୱାଳକରା
Read More...

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ : ଅସମାନ ଦୁନିଆଁରେ ମାନସିକ ସ୍ୱାସ୍ଥ୍ୟ

ପ୍ରଫେସର ଡା. ଅଶୀର୍ବାଦ ଶତପଥି ଆଜି ବିଶ୍ୱ ସାନସିକ ସ୍ୱାସ୍ଥ୍ୟ ଦିବସ । ୧୦ ଅକ୍ଟୋବରକୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ରୂପେ ସାରା ବିଶ୍ୱ ପାଳନ କରେ । 'ଅସମାନ ଦୁନିଆଁରେ ମାନସିକ ସ୍ୱାସ୍ଥ୍ୟ' ଏଥର ବିଷୟ ବସ୍ତୁ ରହିଛି । ମାନସିକ ସ୍ୱାସ୍ଥ୍ୟ ଓ ଏହାର ପ୍ରଭାବର ଇତିହାସ ବହୁ ପୁରୁଣା
Read More...

ଅଗଷ୍ଟ ୦୯ ବିଶ୍ୱ ଆଦିବାସୀ ଦିବସ : ଏକ ଅନୁଚିନ୍ତା

ଅଧ୍ୟାପକ କୌତୁକ ପନ୍ଦର “ସିଂହ ନିଜର ଇତିହାସ ନ ଲେଖିଲା ପର୍ୟ୍ୟନ୍ତ ଶିକାରୀ ତା’ର ନିଜ ଗୁଣଗାନ କରି ହିଁ ଶିକାରର ଇତିହାସକୁ ପରିବର୍ଦ୍ଧିତ କରି ଚାଲିଥିବ ।” ଉପରୋକ୍ତ ମନ୍ତବ୍ୟ ଦେଇଥିବା ପ୍ରଖ୍ୟାତ ଲେଖକ ହେଲେ ନାଇଜେରିଆବାସୀ ଚିନୁଆ ଆଚେବେ (ଥିଙ୍ଗଫଲ ଏପାର୍ଟ) ଉପନ୍ୟାସକାର ।
Read More...