Browsing Tag

aathagada news

ଧବଳେଶ୍ୱର ପୀଠରେ ଜାଗର ଯାତ୍ରା ପାଇଁ ଲାଗୁ ହେଲା କଟକଣା

ଆଠଗଡ : କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ଵରରେ ଭକ୍ତଙ୍କ ଲାଗି କଟକଣା ଲଗାଯାଇ ୧୪୪ ଧାରା ଲାଗୁ କରାଯାଇଛି । ଏକ ତାରିଖ ସକାଳ ୫ଟାରୁ ୨ ତାରିଖ ସଂଧ୍ୟା ୭ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ଜାଗର ଯାତ୍ରାରେ ଧବଳେଶ୍ୱର ପୀଠରେ ଭକ୍ତଙ୍କ ଅଧିକ ଭିଡ ହେବା ନେଇ କୋଭିଡ ଗାଇଡ
Read More...

ମକର ସଂକ୍ରାନ୍ତି ପାଇଁ ଧବଳେଶ୍ୱର ମନ୍ଦିରରେ ଆସନ୍ତାକାଲି ୧୪୪ ଧାରା ଜାରି

ଆଠଗଡ : ଆସନ୍ତାକାଲି ମକର ସଂକ୍ରାନ୍ତି । ମନ୍ଦିରମାନଙ୍କରେ ଲାଗିବ ଭକ୍ତଙ୍କ ଭିଡ । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଧବଳେଶ୍ୱର ପୀଠରେ କୋଭିଡ୍‌ କଟକଣା ଜାରି କରାଯାଇଥିବା ଜଣାପଡିଛି । କରୋନା କଟକଣାର ଅନୁପାଳନ ନିମନ୍ତେ ୧୪୪ ଧାରା ଜାରି କରାଯାଇଥିବା ସୂଚନା ରହିଛି । ଆସନ୍ତାକାଲି
Read More...
error: Content is protected !!