Browsing Tag

୪ ବର୍ଷ ତଳେ ସଫେଇ ବେଳେ ଭାଂଗି ଯାଇଥିଲା ଡ୍ରେନ୍‌

୪ ବର୍ଷ ତଳେ ସଫେଇ ବେଳେ ଭାଂଗି ଯାଇଥିଲା ଡ୍ରେନ୍‌, ଆଉ ମରାମତି ହେଲାନି : ଏବେ ଭଂଗା ଡ୍ରେନ୍‌ ପାଲଟିଛି ଡଷ୍ଟ୍‌ବିନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ୪ ବର୍ଷ ତଳେ ବଲାଙ୍ଗିର ପୌରପାଳିକା ପକ୍ଷରୁ ଜେସିବି ଦ୍ୱାରା ଡ୍ରେନ୍‌ ସଫେଇ ଚାଲିଥିବା ବେଳେ ଭାଂଗି ଯାଇଥିଲା ଡ୍ରେନ୍‌ । କିନ୍ତୁ ଭଂଗା ଡ୍ରେନ୍‌ ଆଉ ମରାମତି ହେଲାନାହିଁ । ସ୍ଥାନୀୟ ଲୋକେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ଗୁହାରି କରି କରି ହାଲିଆ ହୋଇ
Read More...