Browsing Tag

ମରଣଯନ୍ତା ପାଲଟିଛି ଘେଁସ ବଡଯୋର ଭି-ଟଣ୍ଣିଂ : ବାଇକ ଦୁର୍ଘଟଣାରେ ଦୁଇ ଆହତ

ମରଣଯନ୍ତା ପାଲଟିଛି ଘେଁସ ବଡଯୋର ଭି-ଟର୍ଣ୍ଣିଂ : ବାଇକ ଦୁର୍ଘଟଣାରେ ଦୁଇ ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ଘେଁସ ନିକଟବର୍ତି ବଡଯୋର ଅଂଚଳ ପାଳଟିଛି ମରଣଯନ୍ତା । ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ମଙ୍ଗଳବାର ସଂଧ୍ୟାରେ ପୁଣି ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଜୁ ଏକ୍ସପ୍ରେସ ୱେର ସୋହେଲା
Read More...
error: Content is protected !!